ଜ୍ୟୋତିଷ

କେଉଁଠୁ ଆସିଲା ଏହି ୩ ଟି ବାର ଦେଖନ୍ତୁ ରବିବାର ସୋମବାର ମଙ୍ଗଳବାର କେମିତି ହେଲା ଆରମ୍ଭ

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଆଜିକାଲି ଦୁନିଆରେ ବି କିଛି ଲୋକ ଅଛନ୍ତି ଯେଉଁ ମାନେ କି ପୂଜା, ବର୍ତ୍ତ, ଉଷା ଉପାସ, ଆଦିକୁ ବହୁତ ମାନିଥାନ୍ତି।

ଆଜି ଆମେ ଜାଣିବା କେମିତି ନାମକରଣ ହୋଇଥିଲା ୭ ବାରର ନାମ। ହିନ୍ଦୁ ଧର୍ମର ପ୍ରତ୍ୟେକ ସପ୍ତାହର ମହତ୍ତ୍ଵ ରହିଛି।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ସପ୍ତାହରେ ସାତ ଦିନ ରହିଥାଏ। ଆଉ ପ୍ରଥମ ସୋମବାରଟି ଭଗବାନ ଶିବଙ୍କ ନା’ର ସମର୍ପିତ କରାଯାଇଛି।

ସେମିତି ସବୁ ଦେବାଦେବୀଙ୍କ ପୂଜା ପାଇଁ ଏକ ବିଶେଷ ଦିନ ଚୟନ କରାଯାଇଛି। ଧାର୍ମିକ ଗ୍ରନ୍ଥ ମାନଙ୍କରେ କିଛି କାର୍ଯ୍ୟକୁ ବିଶେଷ ଦିନରେ କରିବାକୁ ନିର୍ଦ୍ଦେଶ ରହିଛି।
ଗ୍ରନ୍ଥ ପୁରାଣରେ ବ୍ରହ୍ମାଣ୍ଡର ଛଅଗ୍ରହ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ଗୁରୁ, ଶୁକ୍ର, ଶନି ଏବଂ ରାହୁ, କେତୁଙ୍କୁ ନେଇ ବିସ୍ଥାର ରୂପରେ ବର୍ଣ୍ଣନା କରାଯାଇଛି। ପଣ୍ଡିତ ମାନେ କହିଛନ୍ତି କି ଏହି ନଅ ଗ୍ରହର ନାମ ସପ୍ତାହର ସାତଦିନର ନାମକରଣ କରାଯାଇଛି।
ଯେମିତି କି ସୂର୍ଯ୍ୟଙ୍କ ନାମକୁ ନେଇ ରବିବାର, ଚନ୍ଦ୍ରଙ୍କ ନାମକୁ ନେଇ ସମବାର, ମଙ୍ଗଳଙ୍କ ନାମକୁ ନେଇ ମଙ୍ଗଳବାର, ବୁଧଙ୍କୁ ନେଇ ବୁଧବାର, ବୃହସ୍ପତିଙ୍କ ନାମକୁ ନେଇ ଗୁରୁବାର, ଶୁକ୍ରଙ୍କୁ ନେଇ ଶୁକ୍ରବାର ଏବଂ ଶନିଙ୍କ ଗ୍ରହକୁ ନେଇ ଶନିବାରର ନାମକରଣ କରାଯାଇଛି।
ତେବେ ରାହୁ ଏବଂ କେତୁକୁ ମଙ୍ଗଳ ଆଉ ଶନିର ଛାୟା ଗ୍ରହ ବୋଲି କୁହାଯାଏ। ଆଉ ସେଥିପାଇଁ ଏହି ଦୁଇଟି ଗ୍ରହକୁ ମଙ୍ଗଳ ଏବଂ ଶନିଙ୍କ ସହିତ ଯୋଡ଼ା ଯାଇଛି।
ପଶ୍ଚିମ ଦେଶ ମାନଙ୍କରେ ନୂଆ ଦିନର ଆରମ୍ଭ ରାତି ୧୨ ଟାରୁ ଆରମ୍ଭ ହୋଇଥାଏ। କିନ୍ତୁ ଆମ ଦେଶରେ ନୂଆ ଦିନର ଆରମ୍ଭ ସୂର୍ଯ୍ୟ ଉଦୟ ସହିତ ହୋଇଥାଏ।
ସଂସ୍କୃତ ଭାଷାରେ ପ୍ରତ୍ୟେକ ଗ୍ରହର ନାମ ଆଗରେ ବାର କିମ୍ୱା ବାସର ଶବ୍ଦର ବ୍ୟବହାର କରି ସାତ ସପ୍ତାହର ବ୍ଯବହାର କରାଗଲା। ଧର୍ମ ଦୃଷ୍ଟିଟି ସପ୍ତାହ ନିର୍ଦ୍ଧିଷ୍ଟ ଦେବତା ମାନଙ୍କୁ ଆରୋଧାନା କରିବା ପାଇଁ ନିର୍ଦ୍ଧିଷ୍ଟ ଅଟେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button