ରାଜ୍ୟ

ଯିଏ ଦେଖୁଛନ୍ତି ସିଏ ହେଉଛନ୍ତି ଆଶ୍ଚର୍ୟ୍ଯ ଦେଖନ୍ତୁ ବିଶାଳ ତୁଳସୀ ବୃକ୍ଷ ଏହି ଭିଡିଓ ରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜରେ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯକର ଦୃଶ୍ୟ ମାନ ମଧ୍ୟ ଅଛି। ଆଧ୍ୟାତ୍ମିକ ବିଶ୍ବାସ ଯୋଗୁଁ ଅନେକ ଐଶୋରିକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ।
ଆମେ ଏବେ ଆପଣଙ୍କୁ ଏଭଳି ଏକ ରହସ୍ୟମୟ ସ୍ଥାନ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ସେହି ସ୍ଥାନ ଟି ମଧ୍ଯ ହେଉଛି ଏକ ରହସ୍ୟମୟ ସ୍ଥାନ। ସେଠାରେ ଏକ ୫୦-୬୦ ଫୁଟ ଉଚ୍ଚତା ବିଶିଷ୍ଟ ତୁଳସୀ ଗଛ ଅଛି। ସେହି ସ୍ଥାନ ଟି ହେଉଛି କଟକ ଜିଲ୍ଲାର ସାଲେପୁର ନିକଟସ୍ଥ ବାଲିସାହି ଗ୍ରାମପଞ୍ଚାୟତରେ ଅବସ୍ଥିତ।
ଏବଂ ସେହି ସ୍ଥାନଟି ହେଉଛି ଚିତ୍ରୋତ୍ପଳା ନଦୀ ପଠା ରେ ଅବସ୍ଥିତ ବୃକ୍ଷ ଟି। ଚାରି ପଟେ ବିଲ ଏବଂ ମଝିରେ ସେହି ଗଛଟି ଅବସ୍ଥିତ। ଅଚ୍ୟୁତାନନ୍ଦ ଦାସ ଙ୍କ ମାଲିକାରେ ମଧ୍ୟ ଏହି ତୁଳସୀ ବୃକ୍ଷଟି ଅଛି।
ଏହି ତୁଳସୀ ବୃକ୍ଷ ସମ୍ପର୍କ ରେ ତାଙ୍କ ମାଲିକାରେ ସେ ଅନେକ ତଥ୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି। ସେଠାକୁ ମଧ୍ୟ ଅନେକ ସାଧୁ ସନ୍ଥ ଯାଇ ଦର୍ଶନ କରିଥାନ୍ତି। ଏବଂ ତାର ସାନିଧ୍ୟ ଓ କୃପା କରୁଣା ମଧ୍ଯ ଲାଭ କରିଛନ୍ତି।
ଏହି ତୁଳସୀ ବୃକ୍ଷଟି ବହୁତ ପୁରୁଣା ହୋଇଥିବା ବେଳେ ସେହି ତୁଳସୀ ବୃକ୍ଷ ସମ୍ପର୍କ ରେ ଅନେକ କିମ୍ବଦନ୍ତୀ ମଧ୍ଯ ଅଛି। ଯୁଗ ଯୁଗ ଧରି ଏହି ତୁଳସୀ ବୃକ୍ଷ ସମ୍ପର୍କ ଅନେକ ପ୍ରକାରର କିମ୍ବଦନ୍ତୀ ମଧ୍ୟ ରହି ଅଛି।
ସେ ବୃକ୍ଷକୁ ଦେଖିଲେ ମଧ୍ଯ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ସେଠାକାର ସ୍ଥାନୀୟ ଲୋକ ମାନେ ମଧ୍ୟ ସେଠାରେ ପୂଜାର୍ଚ୍ଚନା କରନ୍ତି। ତାହା ଦ୍ଵାପର ଯୁଗର ବୃକ୍ଷ ବୋଲି ମଧ୍ୟ ସ୍ଥାନୀୟ ଲୋକ ମାନେ କହିଛନ୍ତି।
ଏବଂ ସନ୍ଧ୍ୟା ସମୟରେ ଏହାର ବାସ୍ନା ଚାରି ଆଡେ଼ ବିଚ୍ଛୁରିତ ହୋଇଥାଏ। ସେ କହିଛନ୍ତି କି ସେ ଗଛର ମଧ୍ଯ ଅନେକ ମାହାତ୍ମ୍ୟ ଓ ଐଶୋରିକ ଗୁଣ ରହିଛି। ଯାହାକୁ ଆପଣ ସମ୍ପୂର୍ଣ ଭିଡିଓ ଟି ଦେଖିଲେ ଜାଣି ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button