ରାଜ୍ୟ

ଫ୍ରେବୁଆରି ୧ ରେ ରାତି ହୋଇଯିବ ଦିନ ! ଦେଖନ୍ତୁ କଣ କହୁଚି Malika Bachana ଦେଖନ୍ତୁ କଣ ହେବାକୁ ଯାଉଛି ଆଗାମୀ ଦିନରେ

ବର୍ତ୍ତମାନ ଫେବୃଆରୀ ୧ କୁ ନେଇ ଆଲୋଚନା କରିବାରେ ଲାଗିଛନ୍ତି।ଯେତେବେଳେ ବିଜ୍ଞାନ କହୁଛି ମହଜାଗତିକ ଦୃଶ୍ୟ ବିଶ୍ଵ ଦେଖିବ।ଧୂମକେତୁ ପୃଥିବୀ ଦେଇ ଗତି କରୁଛି।
ରାତିରେ ଦିନ ହୋଇଯିବାର ଯେଉଁ ଖବର କୁ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ରାତି ପାହିଲେ ଏହି ଘଟଣା ଟିଭି ମାଧ୍ୟମରେ ମଧ୍ୟ ଶୁଣିବାକୁ ମିଳୁଛି।କିନ୍ତୁ ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ମାଳିକାରେ ଏହି ବିଷୟରେ କିଛି ସୂଚନା ଦିଆଯାଇଛି କି?
ସତରେ କଣ ରାତି ହୋଇଯିବ ଦିନ?ମହଜାଗତିକ ବିଶ୍ୱରେ ଧୂମକେତୁ ଯେତେବେଳେ ପୃଥିବୀ ଦେଇ ଗତି କରିବ ଏହି ରାତି ଦିନ ପାଲଟି ଯିବ।ଆଉ ସାରା ବିଶ୍ଵ ଦେଖିବ ରାତିରେ ଦିନ।ବିଜ୍ଞାନ କହୁଛି ଫେବୃଆରୀ ୧ ରେ ରାତି ହୋଇଯିବ।
ତେଣୁ ମାଳିକା ବଚନରେ କଣ ଉଲ୍ଲେଖ କରାଯାଇଛି ସେ ବିଷୟରେ ଜାଣନ୍ତୁ।ଆଲୋକ ହେବ ରାତିରେ ଆଉ ରାତିରେ ଆଲୋକ ହେବ ବୋଲି କୁହାଯାଇଛି।ଏହି ଧୂମକେତୁ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଦେଇ ଯାଇଛନ୍ତି।
ଅନେକ ଥର ଉଲକା ପାତ୍ ହେବା ସହିତ ଅନେକ ଧୂମେକେତୁ ଆକାଶରେ ଦେଖା ଦେବ।ଯାହା ଲେଖିଥିଲେ ତାହା ଗୋଟିଏ ଗୋଟିଏ ସତ ହେବାକୁ ଯାଉଛି।ବର୍ତ୍ତମାନ ବିଜ୍ଞାନ କହୁଛି କିନ୍ତୁ ମାଳିକା ଆଗରୁ କହିଥିଲେ।
ମାଳିକା ରେ ଫେବୃଆରୀ ୧ ରେ ଏମିତି ହେବ ବୋଲି ଲେଖା ଯାଇନାହିଁ।କିନ୍ତୁ ମାଳିକା ବଚନରେ ଲେଖା ଯାଇଛି ଏଭଳି ଘଟଣା ଦେଖିବାକୁ ମିଳିବ।ପୃଥିବୀରେ ଅନେକ ଗ୍ରହ ମାନେ ଆସି ପିଟି ହେବାର ସମ୍ଭାବନା ରହିଛି।
ଫେବୃଆରୀ ୧ ରେ ରାତି ହୋଇଯିବ ମାଳିକା ରେ କେଉଁଠି ବି ଲେଖା ହୋଇନାହିଁ।କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଅନେକ ଥର ଉଲକା ପାତ ହେବ ବୋଲି କୁହାଯାଇଛି।
ଆଗକୁ ମୁଣ୍ଡ ମାଳ ମାଳ ହୋଇ ଗଡିବ ଏହା ଆପଣମାନେ ଆଖିରେ ଦେଖିବେ।ଏଭଳି ସମୟ ଆସିବ ଯେଉଁ ସମୟ ଭିତରେ ସାପ ମାନେ ଆସି ଲୋକ ମାନଙ୍କୁ ହଇରାଣ କଟିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button