ଜ୍ୟୋତିଷ

କାହାକୁ ନକହି ସିନ୍ଦୂର ଫରୁଆ ଭିତରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ଆଉ ପରେ ଦେଖନ୍ତୁ ଚମତ୍କାର

ସ୍ତ୍ରୀ ଲୋକମାନେ ଯଦି ସିନ୍ଦୂର ଡବାରେ ଗୋଟିଏ ଜିନିଷ ରଖିବେ ତାହାହେଲେ ସ୍ବାମୀମାନେ ବହୁତ ଶୀଘ୍ର ଧନୀ ହୋଇଯିବେ।ହିନ୍ଦୁ ଧର୍ମରେ ବିବାହିତା ମହିଳା ମାନଙ୍କର ଜୀବନରେ ସିନ୍ଦୂର ର ଏକ ଖାସ୍ ମହତ୍ୱ ରହିଛି।
ହିନ୍ଦୁ ଧର୍ମରେ ସବୁ ବିବାହିତ ମହିଳାଙ୍କୁ ବାହାଘର ପରେ ସିନ୍ଦୂର ଲଗାଉଥିବାର ନିଶ୍ଚୟ ଦେଖିଥିବେ।କିନ୍ତୁ ସିନ୍ଦୂର ଲଗାଇବା ସମୟରେ ବହୁତ ଭୁଲ ମଧ୍ୟ କରିଥାନ୍ତି।ସିନ୍ଦୂର ତଳେ ପଡିଯାଇଥାଏ।ସିନ୍ଦୂର ରେ ଆଧ୍ୟାତ୍ମିକ ଶକ୍ତି ରହିଛି।
କିନ୍ତୁ ଅନେକ ମହିଳା ଅଛନ୍ତି ଯେଉଁମାନେ ବର୍ତ୍ତମାନ ବାହାଘର ପରେ ମଧ୍ୟ ସିନ୍ଦୂର ଲଗାଉ ନାହାନ୍ତି।ଧାର୍ମିକ ମାନ୍ୟତା ଅନୁସାରେ ସିନ୍ଦୂର ଲଗାଇବାର କିଛି ମହତ୍ୱ ରହିଛି। ଯାହାର ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ।
ଯେଉଁମାନେ ସିନ୍ଦୂର ଲଗାଉ ନାହାନ୍ତି ସେମାନଙ୍କ ସ୍ବାମୀ ବହୁତ ଅସୁବିଧାରେ ସମ୍ମୁଖୀନ ହେବା ସହ ଶରୀର ମଧ୍ୟ ଖରାପ ହୋଇଥାଏ।ସିନ୍ଦୂର ଲଗାଇବାର କିଛି ନିୟମ ରହିଛି।ଏବଂ ତାକୁ ପାଳନ କରିବା ଉଚିତ।
୧-ନିଜ ପଇସା ରେ ସିନ୍ଦୂର କିଣି ଲଗାଇବେ,ଆଉ କେଉଁ ମହିଳାଙ୍କ ଠାରୁ ସିନ୍ଦୂର ମାଗି ଲଗାଇବେ ନାହିଁ।ନିଜ ପଇସା ରେ ସିନ୍ଦୂର କିଣି ସେହି ସିନ୍ଦୂର ହିଁ ଲଗାନ୍ତୁ।ଏହାଦ୍ବାରା ସ୍ବାମୀମାନେ ଧନବାନ ହେବେ।
୨-ଯଦି ଆପଣଙ୍କୁ କିଏ ସିନ୍ଦୂର ଗିଫ୍ଟ ଦେଉଛନ୍ତି ସେହି ସିନ୍ଦୂର ମଧ୍ୟ ଲଗାଇବେ ନାହିଁ।କାରଣ ଶାସ୍ତ୍ର ଅନୁସାରେ ଉପହାର ରେ ମିଳିଥିବା ସିନ୍ଦୂର ର ଉପଯୋଗ କରିବା ଅଶୁଭ ହୋଇଥାଏ
୩-ଗାଧେଇବା ପୂର୍ବରୁ ସିନ୍ଦୂର ଲଗାଇବେ ନାହିଁ।ସବୁବେଳେ ଗାଧୋଇ ସାରି ସିନ୍ଦୂର ଲଗାଇବେ।ଠାକୁରଙ୍କ ପୂଜା କରି ସାରିବା ପରେ ହିଁ ସିନ୍ଦୂର ଲଗାନ୍ତୁ।
୪-ସିନ୍ଦୂର ତଳେ କେବେ ପକାଇବେ ନାହିଁ।ଅନ୍ୟ କିଏ ଯଦି ଆପଣଙ୍କ ପାଖରେ ରହୁଛନ୍ତି ତାଙ୍କ ସାମ୍ନାରେ କେବେ ସିନ୍ଦୂର ଲଗାଇବେ ନାହିଁ।ସବୁବେଳେ ସୁଖା ଥିବା ସିନ୍ଦୂର ହିଁ ବ୍ୟବହାର କରନ୍ତୁ।ଯଦି ସିନ୍ଦୂର ତଳେ ପଡେ ତାହେଲେ ଭଲରେ ଉଠାଇ ପାର୍ବତୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button