ଜ୍ୟୋତିଷ

ଚଡ଼େଇ ର ଅପୂର୍ବ ଶକ୍ତି ଏମିତି କଲେ ହେବ ସମସ୍ତ ଦୁଃଖ ଦୂର ଦେଖନ୍ତୁ ଏହି ଉପାୟ Devotional

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦୁନିଆରେ ସଦା ସର୍ବଦା ଦୁଇ ପ୍ରକାରର ଲୋକ ମାନେ ଥାଆନ୍ତି। କିଛି ବ୍ୟକ୍ତି ଆସ୍ତିକ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତି ମାନେ ମଧ୍ୟ ନାସ୍ତିକ ହୋଇ ଥାଆନ୍ତି।
ଆସ୍ତିକ ମାନେ ଈଶ୍ୱର ଙ୍କ ଉପରେ ସଂପୂର୍ଣ୍ଣ ଭାବରେ ବିଶ୍ବାସ କରନ୍ତି। ଈଶ୍ୱର ଙ୍କୁ କେବଳ ଆମେ ଅନୁଭଵ କରି ପାରି ଥାଉ। ଆଉ ଯେଉଁ ମାନେ ଈଶ୍ୱର ଙ୍କୁ ଅନୁଭଵ କରିଥାଆନ୍ତି ତାଙ୍କ ଅବସ୍ଥିତି ଓ ବାର୍ତ୍ତାଳାପ ରୁ ହିଁ ଆମେ ସେମାନଙ୍କ ସମ୍ପର୍କ ରେ ଜାଣି ପାରି ଥାଉ।
ଆଜି ଆମେ ଆପଣଙ୍କୁ ଆମେ ଏକ ଏହି ଈଶ୍ୱର ଙ୍କ ସମ୍ପର୍କ ରେ ଏକ କାହାଣୀ ଦ୍ବାରା ବୁଝାଇବାକୁ ଯାଉଛୁ। ଆଜି ଆମେ ଏକ ଚଢ଼େଇ ର ଅପୂର୍ବ ଈଶ୍ୱର ଭକ୍ତି ସମ୍ପର୍କ ରେ ଆପଣଙ୍କୁ କହିବାକୁ ଯାଉଛୁ। ଏକ ଅଞ୍ଚଳରେ ବିରାଟ ଧନୀ ବ୍ୟକ୍ତି ଥିଲେ।
ହେଲେ ଧନୀ ବ୍ୟକ୍ତି ଜଣକ ବିରାଟ କଞ୍ଜୁସ ଥିଲେ। ସେ ଭିକାରୀ ଙ୍କୁ ଭିକ ମଧ୍ଯ ଦିଅନ୍ତି ନାହିଁ। ଏଭଳି କି ଚଢ଼େଇ ମାନଙ୍କୁ ମଧ୍ଯ ଖାଇବାକୁ ସେ ଦିଅନ୍ତି ନାହିଁ।
ହେଲେ ତାଙ୍କ ପତ୍ନୀ ଅତ୍ୟନ୍ତ ଦୟାବାନ୍ ଥିଲେ। ପ୍ରତ୍ୟେକ ଦିନ ସେଠାକୁ ଦୁଇ ଜଣ ଚଢ଼େଇ ତାଙ୍କ ସ୍ତ୍ରୀ ଙ୍କ ହାତରୁ ଚାଉଳ ଖାଇବାକୁ ଆସନ୍ତି ଓ ତାହା ପରେ ସେମାନେ ଚାଲି ମଧ୍ୟ ଯାଆନ୍ତି।
ଚଢ଼େଇ ମାନେ ସବୁ ଦିନ ଖାଇବା ପରେ ଚାଉଳ ସେମାନେ ତାଙ୍କ ଘରକୁ ନିଜ ଘର ବୋଲି ଭାବି ନେଲେ। ଏହାପରେ ଦେଖିଲେ କି ସେଠାନୀ ଙ୍କ ନିକଟରେ ସବୁ କିଛି ଥାଇ ମଧ୍ୟ ତାଙ୍କ ମନ ଦୁଃଖ।
ଚଢ଼େଇ ମାନେ ଦୁଃଖ ସମ୍ପର୍କ ରେ ପଚାରିବାରୁ ସେ କହିଲେ ପ୍ରଥମ ଦୁଃଖ ହେଉଛି କଞ୍ଜୁସ୍ ସେଠ୍ ଏହାପରେ ଦ୍ଵିତୀୟ ହେଉଛି ତାଙ୍କ ପାଖରେ ଗୋଟେ ସନ୍ତାନ ନାହିଁ ।
ଚଢ଼େଇ ମାନେ ଏହା ଶୁଣି ଭଗବାନ ଶିବ ଙ୍କ ନିକଟରେ ସେଠାନୀ ର ଏକ ପୁଅ ହେବା ପାଇଁ ପ୍ରାର୍ଥନା କରିଲେ ଏହା ପ୍ରତି ବଦଳରେ ଚଢ଼େଇ କୁ ଭଗବାନ ଶିବ କହିଥିଲେ ତାଙ୍କର ସନ୍ତାନ ହେବ ଏଥି ସହ ଦାନ ଧର୍ମ କରିବାକୁ କହିଥିଲେ।
ଏକଥା ସେ ଚଢ଼େଇ ଆସି ସେଠାନୀ ଙ୍କୁ କହିଲା ଏବଂ ଦାନ ଧର୍ମ ପାଇଁ ମଧ୍ଯ କହିଲେ। ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ହେଲା। ସେମାନେ ଏତେ ମାତ୍ରାରେ ଖୁସୀ ହୋଇଗଲେ କି ସମସ୍ତ ସଂକଳ୍ପ ଭୁଲି ଗଲେ।
ଯେତେବେଳେ ତାଙ୍କ ପିଲାଟି ବଡ଼ ହେଲା ସେତେବେଳେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଲା। କାରଣ ସେ ପିଲାଟି ଅତ୍ୟନ୍ତ ଦୁଷ୍ଟ ଥିଲା।
ଏହାପରେ ଚେଢେଇ ଯେତେବେଳେ ପୁନର୍ବାର ଖାଇବାକୁ ଆସିଲା ସେତେବେଳେ ଦେଖିଲା କି ସେଠାନୀ ତାର ଦୁଷ୍ଟ ପୁଅ ପାଇଁ ଦୁଃଖୀ ଅଛି। ଏହାପରେ ସେ ପୁନର୍ବାର ଭଗବାନ୍ ଙ୍କ ନିକଟରେ ପ୍ରାର୍ଥନା କରିଲା।
 ଏହାପରେ ଭଗବାନ ତାଙ୍କୁ ଜଣେ ଭଲ ସାଧୁ ବ୍ୟକ୍ତି ଙ୍କୁ ଖାଦ୍ୟ ଦେବା ପାଇଁ କହିଲେ ଏହାପରେ ସେଭଳି ହିଁ ସେଠାନୀ କହିଥିଲେ। ଏବଂ ସେହି ସାଧୁ ବ୍ୟକ୍ତି ଜଣକ ସେଠ୍ ଙ୍କୁ କହିଥିଲେ କି ଚଢ଼େଇ ର ଭକ୍ତି ପାଇଁ ତାଙ୍କର ପୁତ୍ର ସନ୍ତାନ ହୋଇଥିଲା।
ହେଲେ ଏକଥା କୁ ସେଠ୍ ବିଶ୍ବାସ କରି ନଥିଲେ। ଏହାପରେ ସାଧୁ ଜଣକ କହିଥିଲେ କି ଈଶ୍ୱର ସମସ୍ତ ଙ୍କ ମଧ୍ୟରେ ବିଦ୍ୟମାନ ଅଟନ୍ତି। ଆମକୁ ଖାଲି ତାଙ୍କୁ ଭକ୍ତି କରିବାକୁ ପଡ଼ିଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button