ଦେଶ- ବିଦେଶ

କାହିଁକି ବୟସ ଥାଉ ଥାଉ କମ ବୟସରେ ହୁଏ ମୃ-ତ୍ୟୁ ଜାଣନ୍ତୁ ଏହି ଗୁପ୍ତ ରହସ୍ୟ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବେଳେବେଳେ କିଛି ଲୋକ ଅକାଳ ମୃ-ତ୍ୟୁ ବରଣ କରନ୍ତି, ଯେମିତିକି ହଠାତ ପାଣିରେ ବୁଡିବା କିମ୍ବା ଆ-ତ୍ମ-ହ-ତ୍ୟା କରିବା କିମ୍ବା କୌଣସି ଦୁ-ର୍ଘ-ଟ-ଣା ହୋଇ ମୃ-ତ୍ୟୁ ହେବାକୁ ଅକାଳ ମୃ-ତ୍ୟୁ କୁହାଯାଏ।
ତେବେ କିଛି ଲୋକ କୁହନ୍ତି କି, ଯଦି ସେହି ବ୍ୟକ୍ତି ସେଠାକୁ ନ ଯାଇଥାନ୍ତା ତେବେ ତାହା ସହ ଏପରି ଘଟଣା ଘଟିନଥାନ୍ତା। ତେବେ ରାମଚରିତ ମାନସରେ ଏକ ଉଦାହରଣ ମଧ୍ୟ ଦିଆଯାଇଛି। ପ୍ରତାପଭାନୁ ନାମକ ଜଣେ ରାଜା ଶାସନ କରୁଥିଲେ। ଦିନେ ତାଙ୍କ ଘରକୁ ଅନେକ ସନ୍ଥ ଏବଂ ବ୍ରାହ୍ମଣ ଆସିଥିଲେ।
ତେବେ ରାଜା ତାଙ୍କ ସମସ୍ତ ପାଇଁ ଭୋଜନ କରାଇବାର ମଧ୍ୟ ବ୍ୟବସ୍ଥା କରିଥିଲେ। କିନ୍ତୁ ସେଠାରେ ରୋଷେଇ କରୁଥିବା ପୂଜାରୀ ଜଣେ ମାୟାବୀ ରାକ୍ଷସ ଥିଲା।ସେହି ରାକ୍ଷସ ଜଣକ ସବୁ ବ୍ରାହ୍ମଣ ଏବଂ ପଣ୍ଡିତଙ୍କ ଭୋଜନ ଥାଳିଲେ ମାଂସ ପରୋଶି ଦେଇଥିଲେ।
ଏହାପରେ ବ୍ରାହ୍ମଣ ମାନେ ନିଜ ଥାଳିରେ ଆମିଷ ଦେଖି ପ୍ରବଳ ରାଗି ଯାଇଥିଲେ। ଏବଂ ରାଜାଙ୍କୁ ଅଭିଶାପ ଦେଇଥିଲେ କି ରାକ୍ଷସ ହୋଇ ଯିବାର। ଏହାପରେ ରାଜା ପ୍ରତାପଭାନୁ ଭାବିଲେ ଯେ ଯଦି ସେ ବ୍ରାହ୍ମଣ ମାନଙ୍କୁ ଭୋଜନ କରିବାକୁ ନିମନ୍ତ୍ରଣ କରି ନଥାନ୍ତେ ତେବେ ତାଙ୍କର ନାମ ଏଭଳି ଦୁର୍ଗତି ହୋଇ ନଥାନ୍ତା।
ତେବେ ସେହି ରାଜା ପ୍ରତାପଭାନୁ ପରେ ରାବଣ ହୋଇଥିଲେ। ତେବେ ରାମ ଚରିତ ମାନସରେ ଏହା ଲେଖାଯାଇଛି କି ଯାହା ହେବାର ଥିବା ତାହା ହୋଇକି ରହିବ ଏବଂ ଯାହା ନ ହେବାର ଥିବ ତାହା ଆପଣଙ୍କ ସହ କେବେବି ହେବ ନାହିଁ।
ତେବେ ଯାହାର ଯେଉଁଠିବି ମୃ-ତ୍ୟୁ ହେବାର ଥିବ ତାହା ହୋଇକି ରହିବ, କେହି ତାକୁ ବଦଳାଇ ପାରିବେ ନାହିଁ। ତେବେ ତାହା ନିଜ ବିଛଣାରେ ହେଉ, ରାସ୍ତାରେ ହେଉ କିମ୍ବା କୌଣସି ପୋଖରୀରେ ହେଉ। ମହାଭାରତରେ ଭୀଷ୍ମ ପିତାମହଙ୍କ ମୃ-ତ୍ୟୁ ଯେଉଁଭଳି ଭାବରେ ଲେଖା ଯାଇଥିଲା ଠିକ ସେହିଭଳି ହିଁ ହୋଇଥିଲା।
ତେଣୁ ଏଥିପାଇଁ କେହିବି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ। ମାତ୍ର ଅକାଳ ମୃ-ତ୍ୟୁ ବୋଲି କିଛି ନଥାଏ। ବାସ୍ତବରେ ଏହା ପୂର୍ବରୁ ହିଁ ଲେଖା ଯାଇଥାଏ।
ଏହାଛଡା ଆଉ ଅନ୍ୟ ଶାସ୍ତ୍ରରେ କୁହାଯାଇଛି କି ଯିଏ ସକାଳୁ ଭଗବାନଙ୍କ ପୂଜା କରି ତାଙ୍କ ଚରଣାମୃତକୁ ପାଇ ଘର ବାହାରକୁ ଯାଇଥାଏ ତାର କେବେ ବି କୌଣସି କ୍ଷତି କିମ୍ବା ଅକାଳ ମୃ-ତ୍ୟୁ ହୋଇ ନଥାଏ।
ଗୁରୁଜନ ମାନେ କୁହନ୍ତି ଯେଉଁ ମାନଙ୍କର ୮୦ ବର୍ଷ ପୂର୍ବରୁ ମୃ-ତ୍ୟୁ ହୋଇଯାଏ ତେବେ ସେହି ମୃ-ତ୍ୟୁକୁ ଅକାଳ ମୃ-ତ୍ୟୁ କୁହାଯାଏ। ଯେଉଁ ବ୍ୟକ୍ତି ହ-ତ୍ୟା କାରଣରୁ ମୃ-ତ୍ୟୁ ବରଣ କରନ୍ତି, ସେମାନେ ଅତୃପ ଆ-ତ୍ମା ହୋଇବୁଲନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button