ରାଜ୍ୟ

ଅଚାନକ କଟକ ସହର ରେ ଶୁଣାଗଲା ପ୍ରଚଣ୍ଡ ଶବ୍ଦ , ଲୋକେ ହେଲେ ଭୟ ରେ ଛାନିଆ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଅଜବ ଅଜବ ଘଟଣା ମାନ ଘଟିବାରେ ଲାଗୁଛି। ଯାହାକି ପୂର୍ବରୁ କେବେ ହେଲେ ମଧ୍ୟ ହୋଇ ନଥିଲା।
ଏହାର କାରଣ କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ଦିନକୁ ଦିନ ଏହି ଘଟଣା ମଧ୍ୟ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଉଛି। କିଛି ଦିନ ତଳେ ଆପଣ ମାନେ
ଶୁଣିଥିବେ କି ଏକ ପ୍ରଚଣ୍ଡ ଶବ୍ଦ ରେ ପୁରା ଧରା ପୃଷ୍ଠ ପ୍ରକମ୍ପିତ ହୋଇଥିଲା ଆଉ ଯାହାର କାରଣ ମଧ୍ୟ କେହି ହେଲେ ଜାଣି ପାରି ନଥିଲେ।
ହେଲେ କେତେକ ସାଧୁ ଏହାକୁ ମାଳିକା ସହ ସଂପୃକ୍ତ ଥିବାର କହିଛନ୍ତି। ଜଣେ ସାଧୁ କହିଛନ୍ତି କି ୨୦୨୩ ସବୁଠାରୁ ଭୟଙ୍କର ବର୍ଷ ହେବ। ଏବଂ ଏହି ବର୍ଷ ମଧ୍ଯ ଆକାଶ ରୁ ଏକ ଭୟଙ୍କର ରଡ଼ି ମଧ୍ଯ ଶୁଣା ଯିବ। ଏବଂ ସାତଟି ସୁର୍ଯ୍ୟ ମଧ୍ୟ ଦେଖା ଦେବେ।
ଏହା ସହ ଏତେ ମାତ୍ରାରେ ଖରା ବଢିଯିବ କି ନଦୀ ନାଳ ସବୁ କିଛି ଶୁଖି ଯିବ। ଚାରି ଆଡେ଼ ମଧ୍ୟ ନଅଙ୍କ ଦୁର୍ଭିକ୍ଷ ଦେଖିବାକୁ ମିଳିବ। ଶୁନ୍ୟ ରୁ ଯେଉଁ ଶବ୍ଦ ଶୁଣା ଯିବ ସେ ଶବ୍ଦ ମଧ୍ଯ କେଉଁଠାରୁ ଆସୁଛି ବୋଲି କେହି ଜାଣି ପାରିବେ ନାହିଁ।
ଏବଂ ସାଧୁ ଜଣକ ଏହା ମଧ୍ଯ କହିଛନ୍ତି କି ସମୁଦ୍ର ଜଳ ମାଡ଼ି ଆସିବ। ମହାପୁରୁଷ କହି ଯାଇଛନ୍ତି କି ଏଭଳି ଅନେକ ରଡ଼ି ଆକାଶ ରୁ ହେବ। ବୈଜ୍ଞାନିକ ମାନେ କହୁଛନ୍ତି କି ଯୁଦ୍ଧ ଜାହାଜ ଯିବା କାରଣରୁ ଏଭଳି ଶବ୍ଦ ହେଉଛି ହେଲେ ଏହାକୁ ସାଧୁ ଜଣକ ମନା କରି କହିଛନ୍ତି କି
 ଯଦି ଯୁଦ୍ଧ ଜାହାଜ ଯିବା କାରଣରୁ ଏହି ଶବ୍ଦ ହେଉଛି ତେବେ ଅନ୍ୟ ଆଡେ କଣ ପାଇଁ ଏଭଳି ଶବ୍ଦ ହେଉ ନାହିଁ। ସାଧୁ ଜଣକ ଏହା ମଧ୍ୟ କହିଛନ୍ତି କି ସେହି ଶବ୍ଦରେ କେତେ ଜଣ ବୋକା , ପାଗଳ ଓ ମୁକ ମଧ୍ୟ ହୋଇ ଯିବେ।
ଏହାକୁ ସେହି ସାଧୁ ଜଣକ ଭୈରବୀ ର ଡାକ ବୋଲି କହିଛନ୍ତି। ସେ କହିଛନ୍ତି କି ଏହା ଅନ୍ୟ କିଛି ନୁହେଁ ଏହା ହିଁ ହେଉଛି ଭୈରବୀଙ୍କ ଡାକ।
କେବଳ ଭକ୍ତ ମାନେ ହିଁ ଏଥିରୁ ନିସ୍ତାର ପାଇବେ।ସେମାନଙ୍କର କିଛି ହେବ ନାହିଁ। ଏହି ଶବ୍ଦ ଦ୍ବାରା ମଧ୍ୟ ଅନେକ ଲୋକଙ୍କ ଘର ଦ୍ବାର ମଧ୍ଯ ଭାଙ୍ଗି ଯିବ। ଏଭଳି ଅନେକ କଥା ଏହି ସାଧୁ ଜଣକ କହିଛନ୍ତି ଯାହାକି ଆପଣ ଭିଡିଓ ଦେଖିଲେ ସଂପୂର୍ଣ୍ଣ ଭାବରେ ଜାଣି ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button