ରାଜ୍ୟ

ସୁନାମୁହିଁ ଠାକୁରାଣୀ ଙ୍କ ମହିମା ଗାଁ ରେ ଆଇଁଷ ପଶିଲେ ସାପ ମାରିବ ଚୋଟ ଦେଖନ୍ତୁ ସାମ୍ନାକୁ ଆସିଲା ଅଲୋକିକ ଦୃଶ୍ୟ

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବେଣ୍ଟଶାଳିଆ ଗାଁ’ରେ ମାଂସ ପସେ ନାହିଁ। ଆଇଁଷ ପସିଲେ ସାପ ଚୋଟ ମାରିବାର କଥା ରହିଅଛି। କାରଣ ବେଣ୍ଟଶାଳିଆ ସୁନାମୁଁହି ଠାକୁର ପୂଜା ପାଆନ୍ତି।
ବେଣ୍ଟଶାଳିଆ ଗାଁ’ରେ ପୂର୍ବ ପୁରୁଷ ମାନଙ୍କ ଠାରୁ କେହି ଆମିଷ ଖାଆନ୍ତି ନାହିଁ। ଯେତେ ବାହାଘର ମଲା ମୃତିକ୍ରୀୟାରେ ମଧ୍ୟ କେବେବି ଏହି ବେଣ୍ଟଶାଳିଆ ଆମିଷ ହୁଏ ନାହିଁ।
ଏହି ବେଣ୍ଟଶାଳିଆ ଯେତିକି ବିଲେଇ ଆଉ କୁକୁର ବାସ କରୁଛନ୍ତି, ସେମାନେ ବି ଆମିଷ ଖାଉନାହାନ୍ତି। ଏହି ବେଣ୍ଟଶାଳିଆ ଗାଁ ରେ ପୂର୍ବପୁରୁଷ ରୁ କେହି ଆମିଷ ଖାଉନାହାଁନ୍ତି।
ଏବଂ ବେଣ୍ଟଶାଳିଆ ଗାଁ ରେ ବାହାଘର ଆଉ ଯେକୌଣସି ଭୋଜି ଭାତରେ ପିଆଜ ରସୁଣ ମଧ୍ୟ ହୁଏ ନାହିଁ। ବେଣ୍ଟଶାଳିଆ ଗାଁ’ର ଜଣେ ହରିଜନ ଲୋକ ଆମିଷ ନେଇ ଗାଁ’କୁ ଯିବାରୁ ତାଙ୍କୁ ଗୋଖର ସାପଟି ବର ଗଛରୁ ବାହାରି ପାଦକୁ ଦଂଶନ କରିଥିଲା।
ଆଉ ତା’ପରେ ସେହି ଠାରେ ସେହି ହରିଜନ ଲୋକଟିର ମୃ-ତ୍ୟୁ ହୋଇଥିଲା। ଆଉ ମଧ୍ୟ ଅଙ୍ଗନୱାଡ଼ି ରେ ଛୁଆଙ୍କୁ ଯେଉଁ ଅଣ୍ଡା ଦିଆଯାଉଛି ତାହା ବଦଳରେ ଅଙ୍ଗନୱାଡ଼ି ମାଷ୍ଟର ମାନେ ସେହି ଅଣ୍ଡାକୁ ବିକି କଦଳୀ ଆଣି ଛୁଆଙ୍କୁ ଦିଅନ୍ତି।
ବେଣ୍ଟଶାଳିଆ ଗାଁ’ରେ କାର୍ତ୍ତିକ ମାସରେ ପନିପରିବା ଭିତରେ କଖାରୁ ଆଉ ପୋଇକୁ ଗ୍ରାମବାସୀ ବାରଣ କରନ୍ତି।
ବେଣ୍ଟଶାଳିଆ ଗାଁ’ରେ ଆମିଷ ପସିଲା ମାନେ ସାପ ଯେଉଁଠି ବି ଥାଉନା କାହିଁକି ଆସି ଗ୍ରାମବାସୀଙ୍କ ଆଗରେ ଫଣା ଟେକି ଦେଖାଦିଅନ୍ତି।
ବେଣ୍ଟଶାଳିଆ ଗାଁ’ର ଲୋକ ମାନେ ସୁନାମୁଁହି ଠାକୁରଙ୍କୁ ବହୁତ ମାନୁଥିବାରୁ ସେମାନେ ପୂର୍ବ ପୁରୁଷ କାଳରୁ ବେଣ୍ଟଶାଳିଆ ଗାଁ’ରେ ଆମିଷ ପସାନ୍ତି ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button