ଜ୍ୟୋତିଷ

୫୦୦ ବର୍ଷ ପରେ ପଣା ସଂକ୍ରାନ୍ତି, ପୁଣି ହେବେ ଏହି ୪ଟି ରାଶି କୋଟିପତି

ଏପ୍ରିଲ ୧୪ ତାରିଖ ଦିନ ମହା ବିଷୁବ ସଂକ୍ରାନ୍ତି ଯାହାକୁ ମଧ୍ୟ ପଣା ସଂକ୍ରାନ୍ତି ବୋଲି କୁହାଯାଇଥାଏ।ଏବଂ ଏହି ଦିନ ଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ।ଏବଂ ଏହି ଦିନ ଠାରୁ ଏହି ଛ ଗୋଟି ରାଶି ର ଭାଗ୍ୟ ବଦକିବାକୁ ଯାଉଅଛି।
ପ୍ରଭୁ ବଜରଙ୍ଗି ବାଲି ଙ୍କ କୃପା ରୁ ଏମାନଙ୍କର ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି।ସମସ୍ତ ମନସ୍କାମନା ପୂରଣ ହେବା ଯାଉଛି।ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଅଛି।ଓଡ଼ିଆ ନୂଆ ବର୍ଷ ଠାରୁ ରାଜାଙ୍କ ଭଳି ଜୀବନ ବିତାଇବେ ଏହି ଛ ଗୋଟି ରାଶି ର ବ୍ୟକ୍ତି।ଖୁସିର ଖବର ମିଳିବ।
(୧)ତୁଳା:- ସଫଳତା ପାଇବାର ସମ୍ଭାବନା ରହିଛି।ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇପାରେ। ପଣା ସଂକ୍ରାନ୍ତି ଠାରୁ କିଛି ନୂଆ କାର୍ଯ୍ୟ କରିପାରନ୍ତି।
ଯେଉଁମାନେ ଚାକିରି କରୁ ନାହାଁନ୍ତି ସେମାନଙ୍କୁ ଚାକିରି ମିଳିପାରେ।ନୂଆ କାର୍ଯ୍ୟରେ ଆସିଥିବା ବାଧାବିଘ୍ନ ଦୂର ହେବାକୁ ଯାଉଛି।ସାମାଜିକ କାର୍ଯ୍ୟରେ ସଫଳତା ହାସଲ କରିବେ।ଜୀବନ ର ସବୁ ଅସୁବିଧା ଦୂର ହେବ।
(୨)ବୃଷ:- ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ହାସଲ କରିବେ।ଆଗାମୀ ସମୟ ବହୁତ ଶୁଭ ରହିବ।ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ରହିଛି।
ଯାତ୍ରା ଲାଭଦାୟକ ହେବ।ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାର ଦୁଃଖ ଓ କଷ୍ଟ ର ଅନ୍ତ ଘଟିବାକୁ ଯାଉଛି।ଚାକିରି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ପଣା ସଂକ୍ରାନ୍ତି ପରର ସମୟ ସବୁଠାରୁ ଅଧିକ ଶୁଭ ରହିବ।
(୩)ସିଂହ:- ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ବଜରଙ୍ଗି ବାଲି ଙ୍କ ଅପାର କୃପା ଦୃଷ୍ଟି ରହିବ। ଆପଣ ମାନଙ୍କୁ ଆପଣଙ୍କ ଜୀବନରେ ବହୁତ ବଡ଼ ସଫଳତା ମିଳିବାକୁ ଯାଉଛି।ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ।
(୪) କନ୍ୟା:-ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହୋଇପାରେ।ଯାହାଫଳରେ ସାମାଜିକ ପ୍ରତିଷ୍ଠା ରେ ଆପଣ ମାନଙ୍କ ଭାଗ୍ୟ ଖୋଲିଯିବ।ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ରହିଛି।ଚାକିରି କ୍ଷେତ୍ରରେ ଖୁସି ଖବର ପ୍ରାପ୍ତ ହେବ।
(୫)ମେଷ:- ପ୍ରଭୁ ବଜରଙ୍ଗି ବାଲି ଙ୍କ ଅପାର କୃପା ଦୃଷ୍ଟି ରୁ ଆପଣଙ୍କର ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଅଛି।ଆପଣମାନେ କଠିନ ରୁ କଠିନ କାର୍ଯ୍ୟ କୁ ମଧ୍ୟ ଅତି ସହଜରେ କରି ଆଗକୁ ଆଗକୁ ବଢ଼ି ଚାଲିବେ।ଅତ୍ୟଧିକ ଧନ ପ୍ରାପ୍ତି ହୋଇପାରେ।
(୬) କୁମ୍ଭ:- ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ରହିଛି।ପଣା ସଂକ୍ରାନ୍ତି ଠାରୁ ଅଧିକ ଧନ ଲାଭ ହେବ।ଯାତ୍ରା ଲାଭଦାୟକ ହେବ।ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାର ଦୁଃଖ ଓ କଷ୍ଟ ର ଅନ୍ତ ଘଟିବାକୁ ଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button