ଜ୍ୟୋତିଷ

ଏଇ ଯୋଡା ଶ୍ରାବଣ ରେ ଶିବ ଙ୍କୁ ପ୍ରସନ୍ନ କରିବାର ଉପାୟ,ଥରୁଟେ କରି ଦେଖନ୍ତୁ ମିଳିବ ଅସରନ୍ତି କୃପା

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଶ୍ରାବଣ ମାସରେ ଭଗବାନ ଶିବ ଙ୍କୁ ପୂଜା କରା ଯାଏ।ଏହି ମାସ ରେ ବୋଲବମ୍ ଭକ୍ତ ମାନେ ପାଣି ନେଇ ଶିବ ଙ୍କ ମଥା ରେ ଢାଳିଲେ ବିଶେଷ ଲାଭ ବାନ ହୁଅନ୍ତି।
Special report
ଭଗବାନ ଶିବ ବହୁତ ଦୟାଳୁ ଲୋକ ମାନଙ୍କ ଦୁଃଖ ସୁଖ ବୁଝିବାକୁ ସେ ସବୁବେଳେ ପାଖରେ ଥାଆନ୍ତି।ଶ୍ରାବଣ ମାସ ରେ ଶିବ ଠାକୁର ଙ୍କୁ ପୂଜା କରିବା ଉଚିତ୍।ଏହି ମାସ ରେ ଭଗବାନ ଶିବ ତାଙ୍କ ଭକ୍ତ ମାନଙ୍କ ଦୁଃଖ କୁ ବୁଝନ୍ତି।ଏହି ମାସ ରେ ସମସ୍ତ ଲୋକ ନିଜ ଘରେ ଶିବ ମହାପୁରାଣ କରିବା ଉଚିତ୍।
ପୁରାଣ କଥା ଅନୁସାରେ ଏହି ମାସ ରେ ଶିବ ମହାପୁରାଣ ଘରେ ପାଠ କରିବା ଦ୍ୱାରା ବ୍ୟକ୍ତି ମାନେ ବିଶେଷ ଲାଭ ବାନ ହୁଅନ୍ତି।ଘର ଧନ ଧାନ୍ୟ ରେ ପୁରୀ ଉଠେ।ସମସ୍ତେ ଘରେ ଖୁସୀ ରେ ରୁହନ୍ତି।ମା ଲକ୍ଷ୍ମୀ ଙ୍କ ର ଆଗମନ ହୁଏ।
Special report
ଏହି ଦିନ ଭଗବାନ ଡାକିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ।ଏହି ସମୟ ରେ ଭଗବାନ ଶିବ କୈଳାଶ ଛାଡି ହରିଦ୍ଵାର ରେ ଏହି ରହି ଥାଆନ୍ତି।ଭଗବାନ ଶିବ ବହୁତ ଦୟାଳୁ ଅଟନ୍ତି।ତାଙ୍କ ଭକ୍ତ ର ଦୁଃଖ କୁ ଟିକେ ଜାଣି ତାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି।
Special report
ସେଥିପାଇଁ ଏହି ମାସ ରେ ଭଗବାନ ଶିବ ଙ୍କ ମହା ପୁରାଣ ପାଠ କରିବା ରେ ବିଶେଷ ମହତ୍ତ୍ଵ ରହିଛି।ଘର ର ସମସ୍ତ ଦୁଃଖ ଦୂର ହୁଏ।ଏହା ଦ୍ବାରା ଭଗବାନ ଶିବ ଙ୍କ କୃପା ସବୁବେଳେ ଆପଣ ଓ ଆପଣ ଙ୍କ ପରିବାର ଉପରେ ରହିବ।
ସମସ୍ତେ ଖୁସୀ ରେ ରହିବେ।ଆମେ ସାଧାରଣ ଭାବେ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଙ୍କ ପୁରାଣ ପାଠ କରି ଥାଉ।ଏହା ଦ୍ଵାର ଆମ ପରିବାର ଉପରେ କୌଣସି ବିପଦ ଆସି ନ ଥାଏ।ଶିବ ପୁରାଣ ହେଉଛି ଠିକ୍ ସେହିପରି।
Special report
ଏହାକୁ ମାନିବା ଉଚିତ୍।ଆମେ ସବୁଦିନ ମା ଲକ୍ଷ୍ମୀ ଙ୍କୁ ପୂଜା କରି ଥାଉ।ମା ଲକ୍ଷ୍ମୀ ଙ୍କୁ ପୂଜା କଲେ ଘରେ ଧନ ଧାନ୍ୟ ରେ ପୁରୀ ଉଠେ।
କିନ୍ତୁ ଦୀପାବଳୀ ଦିନ ମା ଲକ୍ଷ୍ମୀ ଙ୍କୁ ପୂଜା କଲେ ବ୍ୟକ୍ତି ବିଶେଷ ପ୍ରକାର ଲାଭବାନ ହୁଏ।ଘରେ ବହୁତ ଲାଭ ହୁଏ।ଦୁଃଖ ଦୂର ହୁଏ।ସେଥିପାଇଁ ମା ଲକ୍ଷ୍ମୀ ଙ୍କୁ ଏହି ଦିନ ପୂଜା କରିବା ଉଚିତ୍।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button