ମନୋରଞ୍ଜନ

୩୦୦୦ ବର୍ଷ ପୁରୁଣା ଦ୍ୱାରକା ସହର ଅଂଶ ମିଳିଲା ଏବେ ସମୁଦ୍ର ଭିତରୁ, ଭଗବାନ୍ ଶ୍ରୀ କୃଷ୍ଣ ଙ୍କ ଦେହ ଅବଶେଷ ମିଳିବା ନେଇ ଚାଲିଛି ଅନୁସନ୍ଧାନ

ନମସ୍କାର ପାଠକ ବନ୍ଧୁ।ଏ ଧରା ପୃଷ୍ଠ ରେ ଯିଏ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ମରିବାକୁ ହୁଏ।ସେ ଭଗବାନ ହୁଅନ୍ତୁ କି ସାମାନ୍ୟ ମଣିଷ ଟିଏ ହେଉ।ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ କଷ୍ଟ ପାଇ ମୃ-ତ୍ୟୁ ବରଣ କରିଥିଲେ।ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ରହିଛି ଯେ କାହିଁକି ଶ୍ରୀକୃଷ୍ଣ ଙ୍କ ଦ୍ୱାରିକା ସମୁଦ୍ର ରେ ବୁଡି ଯାଇଥିଲା।
Special report
ଆପଣ ମାନେ ସମସ୍ତେ ଜାଣି ଥିବେ ଶ୍ରୀକୃଷ୍ଣ ଙ୍କ ଦ୍ବାରିକା ସମୁଦ୍ର ରେ ଲୀନ ହୋଇ ଯାଇଥିଲା।ଏବେ ସମୁଦ୍ର ରେ ଫୁଟି ଦେଖା ଯାଉଛି ଶ୍ରୀକୃଷ୍ଣ ଙ୍କ ଦ୍ୱାରୀକା।ନିଜେ ଭଗବାନ ହୋଇ କଣ ପାଇଁ ସେ ନିଜ ସ୍ଥାନ କୁ ରକ୍ଷା କରି ପାରିଲେ ନାହିଁ।
ଶ୍ରୀକୃଷ୍ଣ ଙ୍କ କର୍ମଭୂମି ରୂପେ ଦ୍ବାରିକା ନଗରୀ ପରିଚିତ।ଦୀର୍ଘ ୩୬ ବର୍ଷ ସେ ଦ୍ବାରିକା ନଗରୀ ରେ ଶାସନ କରିଛନ୍ତି।ତାଙ୍କ ମୃତ୍ୟୁ ପରେ ଦ୍ବାରିକା ନଗରୀ ସମୁଦ୍ର ଗର୍ଭ ରେ ଲୀନ ହୋଇ ଯାଇଥିଲା।ଶୁଣା ଯାଏ ଯେ ଶ୍ରୀକୃଷ୍ଣ କଂସ କୁ ମାରିବା ପରେ ଜରାସିନ୍ଧୁ ମଥୁରା କୁ ବିନାଶ କରିବା ପାଇଁ ଚେଷ୍ଟା କରିଥିଲେ।
ଶ୍ରୀକୃଷ୍ଣ ନିଜ ପ୍ରଜା ମାନଙ୍କୁ ରକ୍ଷା କରିବା ପାଇଁ ସମସ୍ତ ଙ୍କୁ ଦ୍ବାରିକା ନାମକ ସ୍ଥାନ କୁ ନେଇ ଆସି ଥିଲେ।ସେଠାରେ ଶ୍ରୀକୃଷ୍ଣ ରାଜା ହୋଇ ଶାସନ କରିଥିଲେ। ଏହି ଦ୍ବାରିକା ନଗରୀ ସମୁଦ୍ର ରେ ଲୀନ ହେବାର ଅନେକ କାରଣ ରହିଛି।
Special report
ପ୍ରଥମତଃ ମହାଭାରତ ଯୁଦ୍ଧ ରେ ପାଣ୍ଡବ ମାନେ କୌରବ ବଂଶ କୁ ହରାଇ ଦେଇଥିଲେ।ସେମାନଙ୍କ ଶତ ପୁତ୍ର କୁ ହ-ତ୍ୟା କରି ଦେଇଥିଲେ।ଏହା ପରେ ମାତା ଗାନ୍ଧାରୀ ରାଗି ଯାଇ ଶ୍ରୀକୃଷ୍ଣ ଓ ତାଙ୍କ ଯଦୁ ବଂଶ କୁ ଅଭିଶାପ ଦେଇଥିଲେ।
ସେ ଶ୍ରୀକୃଷ୍ଣ କହିଥିଲେ କି ତୁ ଯେମିତି ମୋର ଶତ ପୁତ୍ର କୁ ମାରିଛୁୁ ଠିକ୍ ସେଭଳି ତୋର ବଂଶ ଲୋପ ପାଇବ।ଏହା ସମୁଦ୍ର ରେ ମିଶି ଯିବ।ଯାହାକି ପରବର୍ତ୍ତୀ ସମୟ ରେ ସତ ହୋଇ ଥିଲା।ଦ୍ବାରିକା ସମୁଦ୍ର ରେ ମିଶିବାର ଅନ୍ୟ ଏକ କାହାଣୀ ମଧ୍ୟ ରହିଛି।
ମହାଭାରତ ଯୁଦ୍ଧ ର ୩୬ ବର୍ଷ ପରେ ଶ୍ରୀକୃଷ୍ଣ ଙ୍କ ମୃ-ତ୍ୟୁ ହୋଇ ଥିଲା।ଏହା ପରେ ଦ୍ବାରିକା ରେ ଅଶାନ୍ତି ଲାଗି ରହିଥିଲା।ଏହା କୁ ଦୂର କରିବା ପାଇଁ ବିଶ୍ୱାମିତ୍ର ଓ ଅନ୍ୟ ଋଷି ମାନେ ଦ୍ବାରିକା କୁ ଆସି ଥିଲେ।ମାତ୍ର ଶ୍ରୀକୃଷ୍ଣ ଙ୍କ ପୁଅ ଓ ଅନ୍ୟ ମାନେ ସେମାନଙ୍କ ସହିତ ଖୁବ୍ ଖରାପ ବ୍ୟବହାର ଦେଖାଇ ଥିଲେ।
ଯାହାକୁ କି ସହି ପାରି ନ ଥିଲେ ବିଶ୍ୱାମିତ୍ର।ସେ ସାଙ୍ଗେ ସାଙ୍ଗେ ଦ୍ବାରିକା ନଗରୀ କୁ ଅଭିଶାପ ଦେଲେ।ଓ କହିଲେ କି ଦ୍ବାରିକା ନଗରୀ ଖୁବ୍ ଶୀଘ୍ର ସମୁଦ୍ର ରେ ମିଶି ଯିବ।ଯାହା ପରବର୍ତ୍ତୀ ସମୟରେ ସତ ପ୍ରମାଣିତ ହୋଇ ଥିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button