ରାଜ୍ୟ

ପ୍ରଭୁ ଜଗନ୍ନାଥ କଲେ ଚମତ୍କାର ଦେଖନ୍ତୁ ୩୫ ବର୍ଷ ପରେ ଘରକୁ ବାହୁଡ଼ିଲେ ମରି ଯାଇଥିବା ପୁଅ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ବନ୍ଧୁଗଣ ମଣିଷ ଜୀବନରେ ଦୁଃ-ଖ ପରେ ସୁଖ ଓ ସୁଖ ପରେ ଦୁଃ-ଖ ଲାଗି ରହିଥାଏ। ଏହି ପ୍ରକ୍ରିୟା ଜୀବନରେ ଅନବରତ ଚାଲିଥିବାରୁ ଏହାକୁ ଆମକୁ ଜୀବନରେ ଗ୍ରହଣ କରି ଆଗକୁ ବଢିବା ପାଇଁ ପଡ଼ିଥାଏ।
Special report
ଦୁନିଆର ଏହି ଅଜବ ବିଧାନକୁ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିଥାଏ। ତେବେ ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯ-ନ୍ତ୍ରଣାରେ ରହି ନିଜକୁ ବଞ୍ଚାଇ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି।
ଆମ ଚତୁପାର୍ଶ୍ଵରେ ଏମିତି କିଛି ଛାତି ଥରାଇ ଦେବା ଭଳି ଘଟଣା ମାନ ଘଟିଯାଏ ଯାହା ସମସ୍ତଙ୍କୁ ଗଭୀର ଦୁଃ-ଖ ପହଞ୍ଚାଇ ଥାଏ। ତେବେ ବନ୍ଧୁଗଣ ନିଖୋଜର ୩୫ ବର୍ଷ ପରେ ଘରକୁ ଫେରିଲା ଯାମିନି ସେଠୀ।
Special report
ଘରେ ବି ଦୀର୍ଘ ୧୨ ବର୍ଷ ହେଲାଣି ଶୁଦ୍ଧି କ୍ରିୟା ସାରିଦେଇଥିଲେ ପରିବାର ଲୋକ। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଢୋଳମରା ଗାଁରୁ ଏମିତି ଏମିତି ଏକ ଖବର ଆସିଛି। ଆଜିକୁ ୩୫ ବର୍ଷ ତଳେ ଢୋଳମରା ଗାଁର ପାଣ୍ଡବ ସେଠୀଙ୍କ ପୁଅ ଯାମିନି, ଦାଦନ ଖଟିବାବାକୁ ଯାଇଥିଲେ ରାଜସ୍ଥାନ।
ସେବେ ଠାରୁ ଆଉ ତାଙ୍କର କିଛି ଖୋଜ ଖବର ମିଳୁନଥିଲା । ଯିବାର ୧୨ ୧୪ ବର୍ଷ ପରେ କାହା ଠାରୁ ଖବର ପାଇ ପରିବାର ଲୋକେ ଯାମିନୀର ଶୁଦ୍ଧିକ୍ରିୟା କରିଥିଲେ।
Special report
ହଠାତ ଏକ ବମ୍ବେର ଏକ ସ୍ୱେଚ୍ଛାସେବୀ ସଂଘଠନ ଯାମିନୀଙ୍କ ଘରକୁ ଫୋନକଲ କରି କହିଥିଲେ କି ତୁମ ପୁଅ ବଂଚିଛି। ପରେ ବିଶ୍ୱାସ ନ ଆସିବାରୁ ପରିବାର ଲୋକେ ଭିଡିଓ କଲ କରି ଦେଖି ଯାମିନିକୁ ଚିହ୍ନିଥିଲେ। ସେହି ସ୍ୱେଚ୍ଛାସେବୀ ସଂଘଠନ ଯାମିନୀଙ୍କୁ ଆଣି ଘରେ ଛାଡିଛନ୍ତି।
ବନ୍ଧୁଗଣ ଦୀର୍ଘ ୩୫ ବର୍ଷ ପରେ ନିଖୋଜ ପୁଅ କୁ ପାଇ ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗସାଥି ସବୁ ଏବେ ଖୁସି। କିନ୍ତୁ ଦୁର୍ଘଟଣାରେ ଅସୁସ୍ଥ ହୋଇ ପଡିଥିବାରୁ ଯାମିନ ଭଲରେ କଥାବାର୍ତା କରି ପାରୁ ନାହାନ୍ତି।
ଯାମିନି ଙ୍କ ସମ୍ପର୍କୀୟ ଭାଉଜଙ୍କ କହିବା କଥା, ଛୋଟ ବେଳୁ ତାଙ୍କ ବାପା-ମାଆ ଚାଲିଗଲେ। ତେଣୁ ସେମାନେ ସମସ୍ତେ ଯାମିନିଙ୍କ ଦେଖା ଶୁଣା କରିବେ। ତେବେ ବନ୍ଧୁଗଣ ଘରର ପୁଅ ଘରକୁ ଫେରିଆସିଛି, ତେଣୁ ସମସ୍ତେ ମିଶିକି ଦେଖା ଶୁଣା କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button