ଜ୍ୟୋତିଷ

ମାଳିକାରୁ ମିଳିଲା ପ୍ରମାଣ ଦେଖନ୍ତୁ ଏହି ପୋଥି ପଛରେ ପଡିଛି ଋଷିଆ ଜାଣନ୍ତୁ କଣ ଅଛି ଏହା ଭିତରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନ ସମୟର ଏହି ଅତ୍ୟାଧୁନିକ ସମାଜରେ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ପୌରାଣିକ ତଥ୍ୟ ବା ଶାସ୍ତ୍ରଗତ ସୂଚନାକୁ ବିଶ୍ୱାସ ନ କରି ଉପେକ୍ଷା କରିଥାଏ।
Special report
ଅନେକ ଦିନରୁ ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା ଓ ଭବିଷ୍ୟ ଏବେ ଆମେ ମାଳିକା ବର୍ଣ୍ଣନାରୁ ଜାଣିବାକୁ ପାଉଛୁ। ଏହି ପାପ ଅନିତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ ରହିଥାଏ।
ଏହା ସହିତ ନୀତିବାନ ହେବା ଏବଂ ଭୁଲ୍ କାର୍ଯ୍ୟରୁ ନିବୃତି ରହିବାକୁ ସଚେତନ କରାଇଥାଏ ଏହି ମାଳିକା। ଏହା ହିଁ ମାଳିକାର ପ୍ରତ୍ୟକ୍ଷ ଉଦ୍ଦେଶ୍ୟ ଅଟେ। ତେବେ ବନ୍ଧୁଗଣ ଆମ ପ୍ରାଚୀନ ଇତିହାସ, ସାହିତ୍ୟ, ସେତେବେଳର ରାଜନୀତି,
Special report
ସାମାଜିକ ଚାଲିଚଳଣି, ରୀତିନୀତି ସମ୍ପର୍କରେ ଅବଗତ କରାଇଥାଏ। ବର୍ତ୍ତମାନ ଅନେକ ପୋଥି ଇତିହାସ ଗର୍ଭରେ ଲୀନ ହୋଇଯାଇଥିବା ବେଳେ ବହୁ ପୋଥି ଅନାବିଷ୍କୃତ ହୋଇ ରହିଛି। ଓଡ଼ିଶା ସମେତ ବାହାର ରାଜ୍ୟ ଓ ବିଦେଶରେ ଏସବୁ ପୋଥିର ସନ୍ଧାନ ମିଳୁଛି।
Special report
ସେଭଳି ପୋଥିକୁ ଆବିଷ୍କାର କରି ସେଥିରେ ବର୍ଣ୍ଣିତ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା ଚାଲିଛି। ତେବେ ବନ୍ଧୁଗଣ ସତ୍ୟ ଭଜନ ଚ୍ୟାନେଲ ଟି ୩୦୦୦ ରୁ ଉର୍ଦ୍ଧ ଭିଡିଓ ପ୍ରସ୍ତୁତ କରି ସାରିଛନ୍ତି।
ଏଥି ମଧ୍ୟରୁ ଏମିତି କୌଣସି ଭିଡିଓ ନାହିଁ ଯାହା ତଥ୍ୟ ଉପରେ ଆଧାରିତ ନୁହେଁ। ଯେତେବେଳେ ବି ଯେଉଁ ଭକ୍ତମାନଙ୍କୁ ସେମାନେ ଦେଖା କରିଥାନ୍ତି, ସେତେବେଳେ ସେମାନେ ସେମାନଙ୍କର ପ୍ରମାଣ ସବୁବେଳେ ସଂଗ୍ରହ କରି ଭିଡିଓରେ ଦେଖାଇଥାନ୍ତି।
Special report
ତେବେ ବନ୍ଧୁଗଣ ପୋଥିକୁ ହାସଲ କରିବା ପାଇଁ ଋଷିଆ ପଛରେ ପଡ଼ିଛି। ତେବେ କୌଣସି କାରଣରେ ମଧ୍ୟ ପୋଥିକୁ ଦିଆଯିବ ନାହିଁ ବୋଲି ସତ୍ୟ ଭଜନ ଚ୍ୟାନେଲରେ ସତ୍ୟ ଭାଇ କହିଛନ୍ତି।
ତେବେ ବନ୍ଧୁଗଣ ସତ୍ୟ ଭଜନ ଚ୍ୟାନେଲ ପ୍ରଥମ ଥର ପାଇଁ ୫୦୦ ବର୍ଷ ପୁରୁଣା ପୋଥିକୁ ଦେଖାଇଛନ୍ତି। ଜଣେ ଗୁପ୍ତ ଭକ୍ତ ସେମାନଙ୍କୁ ଡାକି ପୋଥି ଦେଇଥିଲେ। ତେବେ ବନ୍ଧୁଗଣ ଏହା ହେଉଛି ଷଡ଼ଯନ୍ତ୍ର କରି ପୋଥିକୁ ହାସଲ କରିବାରେ ଲାଗି ପଡିଛି ଋଷିଆ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button