ଜ୍ୟୋତିଷ

ଦଶହରା ପରଠାରୁ ଏହି ୪ ରାଶି କୋଟିପତି ରାସ୍ତାରେ ଦେଖନ୍ତୁ ଆପଣଙ୍କ ରାଶି ଏହା ମଧ୍ୟରେ ନାହିଁ ତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳିତ ବର୍ଷ ଦଶହରାରେ ଗ୍ରହ ମାନଙ୍କରେ ଏକ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି। ଯାହାର ପ୍ରଭାବ ଏହି ଭାଗ୍ୟଶାଳୀ ୫ଗୋଟି ରାଶିଙ୍କ ଉପରେ ପଡିବ।
Special report
ଫଳରେ ଏହି ୫ଟି ରାଶିର ବ୍ୟକ୍ତି ମାନେ କୋଟିପତି ହେବାକୁ ଯାଉଛନ୍ତି। ଏହି ରାଶିଙ୍କ ଉପରେ ଦଶହରା ପର ଠାରୁ ହିଁ ମା ଦୂର୍ଗାଙ୍କ କୃପା ବର୍ଷା ହେବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।
୧ . କନ୍ୟା ରାଶି:-
ଅକ୍ଟୋବର ୨୪ ପରଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନ ଅତ୍ୟନ୍ତ ଉତ୍ତମ ରହିବ ଏବଂ ଆର୍ଥିକ ସମୃଦ୍ଧି ହେବାକୁ ଯାଉଛି। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଭଲ ଲାଭ ହେବ।
Special report
ମାତା ଦୁର୍ଗାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଉତ୍ତମ ରହିବ ଏବଂ ଆପଣ ନୂଆ ଯାନ ବାହନ କିଣି ପାରନ୍ତି। ଏହାବ୍ୟତୀତ ପୂର୍ବରୁ ରହିଥିବା ଶାରୀରିକ ସମସ୍ୟା ଦୂର ହେବାକୁ ଯାଉଛି ।
୨ . କୁମ୍ଭ ରାଶି:-
ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି। ଏମାନଙ୍କୁ ହଠାତ ଧନ ଲାଭ ସହିତ ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ବଡ଼ ଲାଭ ହେବାକୁ ଯାଉଛି। ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମ ସମ୍ବନ୍ଧ ସଫଳ ହେବ ଏବଂ ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
Special report
୩ . ବୃଷ ରାଶି:-
ଏହି ତାରିଖ ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଧାର ନେଇଥିବା ଟଙ୍କା ଫେରାଇ ଦେବେ। ଯେଉଁ କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବାକୁ ଯାଉଛି। ଅଧିକ ଧନ ଲାଭ ହେବାର ସୁଯୋଗ ମିଳିବାକୁ ଯାଉଛି। ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଏବଂ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି। ଆପଣଙ୍କୁ ଖୁବ ଖୁସି ମିଳିବାକୁ ଯାଉଛି।
୪ . ତୁଳା ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତାଙ୍କର ଅପାର କୃପା ବର୍ଷିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବା ସହିତ କାମରେ ସଫଳତା ମିଳିବାକୁ ଯାଉଛି। ବ୍ୟବସାୟରେ ଲାଭ ସହିତ ଚାକିରୀରେ ପଦୋନ୍ନତି ହେବାକୁ ଯାଉଛି। ଅଟକି ରହିଥିବା କାମ ଶେଷ ହେବ ଏବଂ କୋର୍ଟ କଚେରୀ ମାମଲାର ସମାଧାନ ହେବାକୁ ଯାଉଛି।
୫ . ସିଂହ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ମାତା ଦୁର୍ଗାଙ୍କର ଅପାର କୃପା ବର୍ଷା ହେବାକୁ ଯାଉଛି। ଏହି ବ୍ୟକ୍ତିଙ୍କୁ ସଫଳତା ମିଳିବାର ଯୋଗ ବନୁଛି। ଏମାନଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବାକୁ ଯାଉଛି। ଏହି ବ୍ୟକ୍ତି ମାନେ ଖୁବ ପରିଶ୍ରମ କରି ସଫଳତା ପାଇବା ସହିତ ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button