ଜ୍ୟୋତିଷ

ଶନିଦେବଙ୍କ କୃପାରୁ ଏହି ୩ ରାଶି କୋଟିପତି ଦେଖନ୍ତୁ ବଦଳିବ ଭାଗ୍ୟ ଏହି ୩ ରାଶି ପିନ୍ଧିବେ ସୁନାର ମୁକୁଟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତ୍ୟକ ଗ୍ରହର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ତେବେ ବନ୍ଧୁଗଣ ଶନି ଗ୍ରହଙ୍କ ବିଷୟରେ କହିବାକୁ ଯାଉଛୁ ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ।
Special Report
ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମଣିଷର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇ ଯାଇଥାଏ। ଶନିଦେବ ନ୍ୟାୟର ଭଗବାନ ଅଟନ୍ତି ଯିଏକି ପ୍ରତ୍ୟକ ପ୍ରାଣୀ ସହିତ ନ୍ୟାୟ କରି ଥାଆନ୍ତି। ଆସନ୍ତୁ ବନ୍ଧୁଗଣ ଜାଣି ନେବା କଣ ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ଯାହାଙ୍କ ଉପରେ ପ୍ରଭୁ ଶ୍ରୀ ଶନିଦେବଙ୍କ କୃପା ବର୍ଷା ହେବାକୁ ଯାଉଛି |
୧:- ବୃଷ- ବୃଷ ରାଶିର ଲୋକଙ୍କ ଉପରେ ଶନିଦେବଙ୍କର ଭଲ ଦ୍ରୁଷ୍ଟି ରହିବ। ରାଜନୀତିରେ ଥିବା ଲୋକମାନଙ୍କୁ ଅଧିକ ସଫଳତା ମିଳିବାର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ନୂଆ ପଦ ଓ ପ୍ରତିଷ୍ଠା ମିଳିବାର ଯୋଗ ଅଛି।
Special Report
ପ୍ରଭାବଶାଳୀ ଲୋକଙ୍କ ସହ ନୂଆ ସମ୍ଭନ୍ଧ ସୃଷ୍ଟି ହେବ। ସନ୍ତାନର ଉନ୍ନତିରେ ବିକାଶ ଘଟିବ। ନିଜ ଜୀବନରେ ଚାଲୁଥିବା ସମସ୍ୟାର ସମାଧାନ ଘଟିବ। ରୋଜଗାରର ନୂଆ ଉପାୟ ମିଳିବ ପୂଜାପାଠରେ ଅଧିକ ମାନ ଲାଗିବ।
୨:- କର୍କଟ ରାଶି- କର୍କଟ ରାଶିର ଲୋକଙ୍କ ପାଇଁ ସମୟଟି ଅତି ଉତ୍ତମ ଅଟେ। ଆପଣଙ୍କ ସମସ୍ତ କାମ ସଫଳ ହେବ। ଧନର ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କ ବ୍ୟକ୍ତିତ୍ବର ବିକାଶ ଘଟିବ। ଆପଣଙ୍କ ଯୋଜନା ସଫଳ ହେବ।
Special Report
ଆପଣ ବେପାର ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି। ଆପଣଙ୍କ ଯାତ୍ରା ଶୁଭ ରହିବ। ବ୍ୟୟ କରିଥିବା ଲାଭର ଆପଣଙ୍କୁ ଭଲ ଲାଭ ମିଳିବ। କିଛି ଜଣାଶୁଣା ଲୋକଙ୍କ ସହ ସମ୍ପର୍କ ବଢିବ। ଭାଗ୍ୟ ଆପଣଙ୍କ ସାଥିରେ ରହିବ। ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।
୩:- ତୁଳା ରାଶି- ତୁଳା ରାଶି ଲୋକଙ୍କ ଉପରେ ଶନିଦେବଙ୍କର ଭଲ ଦ୍ରୁଷ୍ଟି ରହିବ। ଆପଣଙ୍କ ସମୟ ଅତି ଉତ୍ତମ ରହିବ। ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଫଳ ମିଳିବ। ଘରର ସମସ୍ତ ଲୋକ ଆପଣଙ୍କୁ ସମର୍ଥନ କରିବେ। ପରିବାରର ସମସ୍ତ ସଦସ୍ୟ ଅତି ଆନନ୍ଦରେ ରହିବେ।
Special Report
ଯଦି ଆପଣ କାହାକୁ ପଇସା ଧାର ଦେଇଥିବେ ତେବେ ଆପଣ ସେ ପଇସା ଫେରି ପାଇବେ। ପିତାଙ୍କ ସମ୍ପତିରୁ ଆପଣ ଲାଭବାନ ହେବେ। ରୋଜଗାର ବଢିବ ଏବଂ ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଆପଣଙ୍କ ଭୂମିକା ସର୍ବୋଚ୍ଚ ରହିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button