ଜ୍ୟୋତିଷ

ଭଗବାନ୍ ଆପଣ ଙ୍କୁ ପାଇଁ କଣ ଭାବିଛନ୍ତି ? ବାଛନ୍ତୁ ଗୋଟେ ଶଙ୍ଖ କରନ୍ତୁ ନିଜ ଭାଗ୍ୟ ପରୀକ୍ଷା….

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କ ଭବିଷ୍ୟତ କିପରି ରହିବ ଓ ବର୍ତ୍ତମାନ୍ କିଭଳି ଚାଲୁଛି ସେ ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ତିନୋଟି ଶଙ୍ଖ ମଧ୍ୟରୁ ଆପଣଙ୍କୁ ଗୋଟେ ଶଙ୍ଖ ବାଛିବାକୁ ହେବ।
Special Report
କହାର ନାମକୁ ଆପଣ ଚିନ୍ତା କରି ଏହି ଶଙ୍ଖ ମାନଙ୍କ ମଧ୍ୟରୁ ଗୋଟେ ଶଙ୍ଖର ସଂଖ୍ୟା କୁ ଭାବିବେ। କୌଣସି ଏକ ପ୍ରିୟ ବ୍ୟକ୍ତି ଙ୍କ ନାମକୁ ଚିନ୍ତା କରି ଏହି ସଂଖ୍ୟା ଆପଣଙ୍କୁ ବାଛିବାକୁ ହେବ।
ଯଦି ଆପଣ କୌଣସି ଏକ ବ୍ୟକ୍ତି ଙ୍କୁ ଚିନ୍ତା କରି ୧ ନମ୍ବର୍ ବାଛି ଛନ୍ତି ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣଙ୍କ ଜୀବନ ଶୁଭ ପ୍ରଦ ହେବା ପାଇଁ ଯାଉଛି। ଦୁଃଖ ମଧ୍ୟ ଆପଣଙ୍କର ଖୁବ କମ୍ ସମୟ ମଧ୍ୟରେ ଦୂର ହୋଇ ଯିବ।
ଆପଣ ଚନ୍ଦ୍ରକ୍ରାନ୍ତି ପରି ମଣି ଗୋଟିଏ ସାରା ଜୀବନ ପର୍ଯ୍ୟନ୍ତ ଆପଣ ଧାରଣ କରନ୍ତୁ। ଏହାପରେ ଯେଉଁ କଥା ପାଇଁ ଆପଣ ମାନେ ଚିନ୍ତା କରୁଛନ୍ତି ତାହାର ଆସ୍ତେ ଆସ୍ତେ ମଧ୍ୟ ସମାଧାନ ହେବାକୁ ଲାଗିବ।
Special Report
ଯେଉଁ ବ୍ୟକ୍ତି ମାନେ ଧ୍ୟାନ କରି ଦ୍ଵିତୀୟ ନମ୍ବର୍ ଟି ବାଛି ଥିଲେ ସେମାନଙ୍କର ସଂପର୍କରେ କହିବାକୁ ଯାଉଛୁ। ଆପଣଙ୍କ ମନରେ ଏବେ ଗୁଡ଼ାଏ ପ୍ରଶ୍ନ ଘୁରି ବୁଲୁଛି। ଯେହେତୁ ଆପଣ ଖୁବ ଚିନ୍ତାରେ ଅଛନ୍ତି ସେଥିପାଇଁ ଆପଣଙ୍କ ସମସ୍ତ କାର୍ଯ୍ୟ ଏବେ ଶକ୍ତି ବାହାରେ।
ମୁଣ୍ଡ ଉପରେ ଗୁଡାଏ ବୋଝ ଏପରି ରହିଛି କି କେଉଁ କାର୍ଯ୍ୟ ଆପଣ ଆଗେ କରିବେ ସେକଥା ଆପଣ ଜାଣି ପାରୁ ନାହାଁନ୍ତି। ଗୁପ୍ତ ଶତ୍ରୁ ମାନେ ମଧ୍ୟ ଆପଣଙ୍କର ଖୁବ କ୍ଷତି କରୁଛନ୍ତି। ଏଥିପାଇଁ ଏକ ସଫେଦ ରୌପ୍ୟ ମୁଦ୍ରିକା ର ଧାରଣ କରନ୍ତୁ।
ଯେଉଁ ମାନେ ତିନି ନମ୍ବର୍ କୁ ବାଛିଛନ୍ତି ସେମାନେ ନିଶ୍ଚିତ ଭାବରେ ତାଙ୍କର ସନ୍ତାନ ଓ ସନ୍ତତି କୁ ନେଇ ଚିନ୍ତାରେ ରହିଛନ୍ତି। ଯାହା ଆପଣ ମାନେ ଭାବୁଛନ୍ତି ସେ କାର୍ଯ୍ୟ ମଧ୍ଯ ଆପଣଙ୍କ ର ପୁରା ହୋଇ ପାରୁ ନାହିଁ।
ଅନ୍ୟ ମାନଙ୍କ ଲାଗି ମଧ୍ୟ ଆପଣ ମାନେ ବିଶେଷ ଚିନ୍ତା କରିଛନ୍ତି। ଗୃହ ଶାନ୍ତିରେ ମଧ୍ୟ ଆପଣଙ୍କ ବ୍ୟତିକ୍ରମ ଘଟୁଅଛି। ବର୍ତ୍ତମାନ ପାଇଁ ଆପଣଙ୍କ ସମୟ ମଧ୍ୟ ଭଲ ନାହିଁ। ଆପଣ ସର୍ବଦା ଠାକୁର ଘରେ ହନୁମାନ ଚାଳିଶା ର ପାଠ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button