ମନୋରଞ୍ଜନ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ପାରା ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ଵତରେ କଣ ହେବାକୁ ଯାଉଛି ଚମତ୍କାର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତେ ଆଗକୁ ବଢ଼ିବାରେ ଲାଗିଛନ୍ତି ,ବର୍ତ୍ତମାନ ସହ ଲଢି ଦୀନ ବିତାଇ ଚାଲିଛନ୍ତି। ହେଲେ ବର୍ତ୍ତମାନ ରେ ରହି ସମସ୍ତେ ଜାଣିବାକୁ ଚାହାନ୍ତି କଣ ରହିଛି ତାଙ୍କ ଭବିଷ୍ୟ କଥା।
Special report
ତେବେ ବନ୍ଧୁଗଣ ୩ଟି ପାରା ମଧ୍ୟରୁ ବାଛନ୍ତୁ ଯେ କୌଣସି ଗୋଟିଏ। ଏହା ଦ୍ଵାରା ଆପଣ ନିଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ପାଇବେ। ଏବଂ ସେହି ପାରା ମଧ୍ୟରେ ୩ଟି ସଂଖ୍ୟା ମଧ୍ୟ ରହିଛି ଯଥା ୧୧୧, ୪୪୪, ୭୭୭।
୧- ଯଦି ଆପଣ ୧୧୧ ସଂଖ୍ୟାର ପାରାକୁ ଚୟନ କରିଛନ୍ତି ତେବେ ଆପଣ ସୁଖ ଦୁଃଖ ମିଶ୍ରିତ ଫଳ ପାଇବେ। ରୋଜଗାର ବିଶେଷ ହେବ। ଆପଣ ଜ୍ଞାନୀ ପଣ୍ଡିତଙ୍କୁ ନିଜର ଜାତକ ଦେଖାନ୍ତୁ। ଆପଣଙ୍କର ବ୍ଯାକୁଳତା ମନରେ ରହୁଛି।
ଧନ ଦ୍ଵାରା ସବୁ କାମ ସଂପୂର୍ଣ୍ଣ ହେବ। ଅଶୁଭ ସମୟ ଯାଇ ଶୁଭ ସମୟ ଆସୁଛି। ପାରିବାରିକ ସୁଖ ପାଇବେ। ମନ୍ଦ ଦଶା ଶେଷ ହେବ ଏବଂ ଆଉ ଚିନ୍ତା କରନ୍ତୁନି। ଯେଉଁ କାମ ପାଇଁ ଭାବନରେ ବିତାଇଥିଲେ ତାହା ଏବେ ଦୂର ହେବ। ଆପଣଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଆସିବ।
Special report
୨- ଯଦି ଆପଣ ୪୪୪ ସଂଖ୍ୟାର ପାରାକୁ ବାଛିଛନ୍ତି ତେବେ ମିତ୍ର ପରିଜନ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି। ଶତ୍ରୁ ଅଧିକ ହେଉଛନ୍ତି। ରାଜକୀୟ କାର୍ଯ୍ୟ ରେ ବିଫଳ ହେଉଛନ୍ତି।
ଲାଭ ବଦଳରେ କ୍ଷତି ମିଳୁଛି ଏବଂ ଯେତେ ଖର୍ଚ୍ଚ କରିଲେ ବି ପରିବାର ପାଇଁ ହେଉଛି। ଆପଣ ଜିଦଖୋର ବ୍ୟକ୍ତି ହୋଇଥିବାରୁ ସ୍ତ୍ରୀ ଙ୍କ କଥା ଶୁଣୁ ନାହାନ୍ତି। ଆପଣଙ୍କର ଶୁଭ ସମୟର ଆରମ୍ଭ ମଙ୍ଗଳବାର ହୋଇଥିବ। ଏବଂ ଗୁପ୍ତ ଧନ ପ୍ରାପ୍ତ ହେବ।
Special Report
୩- ଯଦି ଆପଣ ୭୭୭ ସଂଖ୍ୟାର ପାରା ପସନ୍ଦ କରିଥିବେ ଆପଣ ବିଳାସ ବ୍ୟସନା ଜୀବନ ବିତାଇବେ। ଯାହା ଚିନ୍ତା କରିଛନ୍ତି ତାହା ସହଜରେ ସମାଧାନ ହୋଇଯିବ। ଶୁଭ ସମୟ ପାଖେଇ ଆସୁଛି ଏବଂ ଶତ୍ରୁ ପରାଜୟ ହେବେ।
ଧ୍ୟାନ ରଖନ୍ତୁ ମନ୍ତ୍ର ଯନ୍ତ୍ରର ପ୍ରଭାବ ଆପଣଙ୍କ ଉପରେ ରହିବନି। ହନୁମାନ ଜୀ ଓ ମହାଦେବଙ୍କ ଦର୍ଶନ କରନ୍ତୁ। ବର୍ତ୍ତମାନ ବୃହସ୍ପତି ଙ୍କର ଶୁଭ ଦାସ ଆପଣଙ୍କ ଉପରେ ପଡିବ ଆଉ ଅନେକ ଶୁଭ ପରିଣାମ ମିଳିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button