ମନୋରଞ୍ଜନ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ହଂସ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ ସମ୍ପୂର୍ଣ ସତ୍ୟତାରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କୁ ତିନୋଟି ଅଲଗା ଅଲଗା ସଂଖ୍ୟାର ବତକ ଦିଆଯାଇଛି ଯେପରିକି 111, 444 ଏବଂ 777 ଭଗବାନଙ୍କ ନାମ ନେଇ ବାଛନ୍ତୁ ଏଥି ମଧ୍ୟରୁ କୌଣସି ଚମତ୍କାରୀ ନମ୍ବର ବା ବତକ ଏବଂ ଦେଖନ୍ତୁ ଆପଣଙ୍କ ଇଛା ପୂରଣ ହେବ କି ନାହିଁ।

ଅଙ୍କ ଶାସ୍ତ୍ର ଆଧାରରେ ଏହି ବିଷୟଟି ରହିଅଛି। ଆପଣ ଏହାକୁ କୌଣସି ସାଧାରଣ କଥା ଭାବନ୍ତୁ ନାହିଁ ଆପଣ ବିଶ୍ୱାସ ସହାୟକରେ ଏହି ବିଷୟଟିକୁ ଦେଖନ୍ତୁ। କୌଣସି ବି ଗୋଟିଏ ସଂଖ୍ୟାର ବତକକୁ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ।
Special report
୧- ଆପଣ ଯଦି ପ୍ରଥମ ନମ୍ବର ବତକ ବା 111 କୁ ବାଛିଛନ୍ତି ତ ଦେଖନ୍ତୁ ଆପଣଙ୍କ ଏବେ ଖର୍ଚ୍ଚ ବିଶେଷ ହେଉଅଛି ଆପଣ ନାନା ଵ୍ୟସ୍ତତାରେ ପଡ଼ି ଘାଣ୍ଟି ହେଉଛନ୍ତି ନାନା ଉଦବେଗ ଜାତ ହେଉଛି କାର୍ଯ୍ୟରେ ସଫଳତା ମିଳୁ ନାହିଁ।
ଆପଣାର ଲୋକମାନେ ଆପଣଙ୍କ ଠାରୁ ପର ହୋଇ ଯାଇଛନ୍ତି ଆପଣ ଏପରି ଅବସ୍ଥାରେ କିଛି ବିକଳ ହୋଇ ଏହି ବିଷୟଟିକୁ ଦେଖୁଛନ୍ତି କିନ୍ତୁ ଏହା ବି ସତ ଯେ ଈଶ୍ୱରଙ୍କ କୃପାରୁ ଆପଣଙ୍କ ସେତେ ଅସୁବିଧା ହୋଇ ନାହିଁ ଖରାପ ଫଳ ପାଇବା ପୂର୍ବରୁ ଆପଣଙ୍କ ଶୁଭ ଫଳ ଏବେ ଆସି ଯାଇଅଛି। ସନ୍ତାନ ମାନଙ୍କୁ ନେଇ ଲାଗିଥିବା ଦୁଃଖ ଦୂର ହେବ।
Special report
୨- ଆପଣ ଦ୍ୱିତୀୟ ନମ୍ବର ସଂଖ୍ୟା ବା 444 ସଂଖ୍ୟାଟିକୁ ବାଛିଛନ୍ତି ଦେଖନ୍ତୁ ବର୍ତ୍ତମାନ ଆପଣଙ୍କ ଶୁଭ ସୌଭାଗ୍ୟ ପ୍ରାପ୍ତିର ଯୋଗ ବିଦ୍ୟମାନ ଅଟେ ଜାତକରେ ଆପଣଙ୍କ ଏକ ଶୁଭ ଦଶା ଭୋଗ ହେଉଅଛି। ଦଶା ଫଳରେ ଅର୍ଥ ମାନ ସମ୍ମାନ ଯଶ ପ୍ରାପ୍ତିର ଯୋଗ ରହିଅଛି ଇଛା ଅନୁସାରେ ଫଳ ଅବଶ୍ୟ ଆପଣଙ୍କୁ ପ୍ରାପ୍ତି ହେବ
ଆପଣଙ୍କ ଜୀବନରେ ଧୀରେ ଧୀରେ ଶୁଭ ଫଳ ପ୍ରାପ୍ତି ହେବାରେ ଲାଗିବ। କାରଣ ଅଶୁଭ ଫଳ ଶୀଘ୍ର ଭୋଗ କରିବାକୁ ପଡ଼ିଥାଏ କିନ୍ତୁ ଶୁଭଫଳ ଟିକେ ଡେରିରେ ମିଳିଥାଏ। ଏହା ପୂର୍ବରୁ ଆପଣ ଯାବତୀୟ ଦୁଃଖ କଷ୍ଟ ଭୋଗ କରିଥିଲେ ଫଳତଃ ଦୁଃଖ ଦରିଦ୍ରତା ,ରୋଗ ଏବଂ ଆତଙ୍କ ଗୁପ୍ତ ଶତ୍ରୁ ଅଯଥା ଅପବ୍ୟୟ ମାନସିକ ଅସ୍ଥିରତା ମଧ୍ୟରେ ନାନା ପ୍ରକାର ଅଶୁଭ ଫଳ ଭୋଗ କରିଛନ୍ତି।
Special report
୩- ଆପଣ ଯଦି 777 କୁ ବାଛିଛନ୍ତି ଦେଖିବା ଆପଣଙ୍କ ଇଛା ପୂରଣ ହେବ କି ନାହିଁ ବର୍ତ୍ତମାନ ଆପଣଙ୍କ ଗନ୍ତବ୍ୟ ପଥ ବିପଦଗାମୀ ଅଟେ ସତ ଚେଷ୍ଟା କଲେ ମଧ୍ୟ ସଫଳ ହେଉ ନାହାଁନ୍ତି। ବହୁ ଘଟଣାରେ ଉଦବେଗ ପ୍ରକାଶ ପାଉଥିବାରୁ ଆପଣ ସ୍ମୃତି ହାନିରେ ପଡ଼ି କଷ୍ଟ ପାଉଛନ୍ତି।
ଆପଣ ଏତେ ଅସ୍ଥିର ଚିନ୍ତାରେ ଅଛନ୍ତି ଯେ ସମସ୍ତ କ୍ଷେତ୍ରରେ ହେବାକୁ ଥିବା କାର୍ଯ୍ୟରେ ଅସଫଳତା ଦେଖାଦେଉଛି। ବର୍ତ୍ତମାନ ଆପଣଙ୍କ ମନର ଭାବ ବିଚଳିତ ଅଟେ ଅଳସୁଆ ସ୍ଵଭାଵ ଆପଣଙ୍କୁ ଘାରିଛି। ପ୍ରତ୍ୟକ କାର୍ଯ୍ୟକୁ ଆପଣ ଡେରିରେ କରୁଛନ୍ତି। ଏପରି ଭୁଲ ଆପଣ କରନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ପଛକୁ ଚାଲିଯିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button