ଜ୍ୟୋତିଷ

ବାଛନ୍ତୁ ୩ଟି ହାତୀ ମଧ୍ୟରୁ ଗୋଟିଏ ହାତୀ ଆଉ ଜାଣନ୍ତୁ ଆଗାମୀ ଦିନରେ ଆପଣଙ୍କୁ ମିଳିବ କେଉଁ ଶୁଭ ଖବର

ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ହାତୀ ବିଶ୍ୱକର୍ମାଙ୍କ ବାହାନ ହୋଇଥିବାରୁ କେରଳ ,ଓଡିଶା ,ପଶ୍ଚିମବଙ୍ଗ ଏବଂ ଆସାମ ପ୍ରଭୃତି ରାଜ୍ୟରେ ହାତୀର ଆଗମନକୁ ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ ସେହି ହାତୀକୁ ମଧ୍ୟ ଆପଣ ପୂଜା କରନ୍ତି।
ତେବେ ଜାଣନ୍ତୁ ଯେ ଆପଣଙ୍କ କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ। କାରଣ ହାତୀର ଦର୍ଶନକୁ ସବୁ ଦୃଷ୍ଟିରୁ ଶୁଭ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତରେ କଣ ହେବାକୁ ଯାଉଛି।
Gh
୧- ଯଦି ଆପଣ ପ୍ରଥମ ହାତୀଟି ବାଛିଛନ୍ତି ତେବେ ଆପଣଙ୍କ କ୍ୟାରିୟର ସହିତ ଜଡ଼ିତ ଭଲ ଖବର ପାଇବେ। ଯଦି ଆପଣ କୌଣସି ବ୍ୟବସାୟ ପାଇଁ ଯୋଜନା କରୁଛନ୍ତି ଆପଣ ଏଥିରେ ଉତ୍ତମ ସଫଳତା ମଧ୍ୟ ପାଇବେ।
ଖାସ କରି ଆର୍ଥିକ ସ୍ଥିତି ଆପଣଙ୍କ ମଜଭୁତ ହେବା ସହିତ ଆକସ୍ମିକ ଧନ ଲାଭର ମଧ୍ୟ ଯୋଗ ରହିବ। ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ ବା ପୁଣି ଆରମ୍ଭ ହେବ। ଏହି ସମୟରେ ଆପଣ ବିଦେଶ ଯାତ୍ରାର ଯୋଗ ରହିଛି। ଏହି ସମୟରେ ଆପଣଙ୍କର ବିଦେଶ ଯାତ୍ରାର ଯୋଗ ରହିଛି। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।
Gg
୨- ଯଦି ଆପଣ ଦୁଇ ନମ୍ବର ହାତୀଟିକୁ ବାଛିଛନ୍ତି ତେବେ ଆପଣଙ୍କ ଆୟ ବଢିବ ଜୀବନ ସାଥୀଙ୍କ ସହିତ ମଧୁର ସମୟ ଅତିବାହିତ କରିବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ସନ୍ତାନ ମାନଙ୍କ ଠାରୁ ଭଲ ଖବର ମିଳିବ।
ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କ ପଦୋନ୍ନତି ହୋଇପାରେ। କଠିନରୁ କଠିନ ସମସ୍ୟା ଦୂର ହେବ। ବିଦେଶରେ ଆପଣଙ୍କୁ ଚାକିରୀ ମିଳିବାର ମଧ୍ୟ ସମ୍ଭାବନା ରହିଛି। କ୍ୟାରିୟରରେ ଆପଣଙ୍କୁ ବିପୁଳ ସଫଳତା ମିଳିବ। ଆପଣଙ୍କ ଭାଗ୍ୟ ଚମକି ଉଠିବ।
Bh
୩- ଆପଣ ଯଦି ତୃତୀୟ ନମ୍ବର ହାତୀଟିକୁ ବାଛିଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ବିବାହ ହେବାକୁ ଯାଉଛି। ଜୀବନ ସାଥୀଙ୍କ ସହିତ ପ୍ରେମ ସମ୍ପର୍କ ମଧୁର ରହିବ। ଏପରି କି ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ମଧ୍ୟ ଯୋଡ଼ି ହେବାର ସମ୍ଭାବନା ରହୁଛି। ବୈବାହିକ ଜୀବନ ସୁଖମୟ ହେବ।
କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ର ଛାତ୍ରୀ ମାନେ ଏହି ସମୟରେ ଶୁଭ ଫଳ ପାଇପାରିବେ। ବ୍ୟବସାୟୀ ମାନଙ୍କ ପାଇଁ ଭଲ ସମୟ ରହିଛି। ଆଗାମୀ କିଛି ଦିନ ଭିତରେ ଆପଣ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପାଇବେ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଅଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button