ଜ୍ୟୋତିଷ

ଆପଣଙ୍କ ଆରାଧ୍ୟ ଦେବଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ଛବି ଆଉ ଜାଣନ୍ତୁ କେମିତି ରହିବ ଆଗାମୀ ଭାଗ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି।
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ 3ଟି ଠାକୁର ମଧ୍ୟରୁ ଗୋଟିଏ ଠାକୁର ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
Bb
୧- ଗଣେଶ ଠାକୁର:- ଯଦି ଆପଣଙ୍କୁ ଗଣେଶ ଠାକୁରଙ୍କୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କର ଅଟକି ରହିଥିବା କାମ ପୂରଣ ହେବାକୁ ଯାଉଛି। ଦୁଃଖ ଭୋଗ କରିବେ ନାହି। ଆପଣ ଯେଉଁ କାମରେ ହାତ ଦେବେ ତାହା ସଫଳ ହେବେ।
ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ ଥିବ ବିବାଦ ଦୂର ହେବ। ଶତ୍ରୁ ପରାଜୟ ହେବେ। ଆପଣଙ୍କର ସବୁ କଷ୍ଟଦୂର ହେବ। ସନ୍ତାନ ସୁଖର ଯୋଗ ରହିଛି। ଜାତକରେ କିଛି ଦୋଷ ଥିଲେ ପ୍ରତିକାର କରନ୍ତୁ।
Bb
୨- ଭଗବାନ ଶିବ:- ଯଦି ଆପଣ ଭଗବାନ ଶିବଙ୍କୁ ବାଛିଛନ୍ତି ତେବେ ଆପଣଙ୍କର ଦୂସ୍ଵପ୍ନ ଦୂର ହେବ। ଆପଣ ବର୍ତ୍ତମାନ ଯେଉଁ କାମରେ ବ୍ୟସ୍ତ ରହିଛନ୍ତି ସେହି କାମରେ ନିଶ୍ଚୟ ସଫଳତା ପାଇବେ।
Bb
ଗ୍ରହ ଦୋଷ ମନ୍ଦ ଥିବା ଯୋଗୁଁ ଅନେକ କଷ୍ଟ ଭୋଗ କରିଛନ୍ତି। ମାନସିକ ଚିନ୍ତା ଓ ରୋଗ ପୀଡା ଦୂର ହେବ।ତେଣୁ ଏହାର ପ୍ରତିକାର କରନ୍ତୁ କୌଣସି ପଣ୍ଡିତଙ୍କ ସାହାଯ୍ୟ ନିଅନ୍ତୁ। ଯାହାକୁ ଭଲ ପାଉଥିଲେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ।
୩- ଭଗବାନ କୃଷ୍ଣ:- ଯଦି ଆପଣ ଭଗବାନ କୃଷ୍ଣଙ୍କୁ ବାଛିଛନ୍ତି ତେବେ ଆପଣ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି। ପରିବାର ଓ ସନ୍ତାନଙ୍କ ଠାରୁ ମିଳୁଥିବା ଦୁଃଖ ଦୂର ହେବ। ଅପବ୍ୟୟ ହେଉଥିଲେ ସୁଧାର ଆସିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ଅଧିକ ଧନ ସଞ୍ଚୟ କରିବେ। ଈଶ୍ବରଙ୍କ ପ୍ରତି ଅଧିକ ନିଷ୍ଠା ରହିଛି। ଆପଣଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନରେ ଯାହାବି ଦୁଃଖ ଥିଲା ଏବେ ଶ୍ରୀକୃଷ୍ଣଙ୍କ କୃପାରୁ ତାହା ଦୂର ହେବ। ଆପଣଙ୍କ ଜୀବନରେ ଏବେ ପ୍ରଚୁର ଧନବର୍ଷା ହେବାକୁ ଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button