ମନୋରଞ୍ଜନ

ବାଛନ୍ତୁ ଗୋଟିଏ ହାତୀ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ସମ୍ପୂର୍ଣ ଭବିଷ୍ୟତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ତେବେ ଏହି ହାତୀ ଭିତରୁ ଗୋଟିଏ ହାତୀ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ଚମତ୍କାରୀ ଗୂଢ ରହସ୍ୟ ବିଷୟରେ। ଆପଣଙ୍କର ସମୟ ଓ ଆପଣଙ୍କର ଭାଗ୍ୟ ଆପଣଙ୍କୁ କେଉଁ ଦିଗକୁ ଅଗ୍ରସର କରିବ ତାହା ମଧ୍ୟ ଏହି ହାତୀ ମାଧ୍ୟମରେ ଜାଣିପାରିବେ।
ଆମ ଦେଶରେ ୯୦% ଲୋକମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖିଥାନ୍ତି। ତେବେ ବନ୍ଧୁଗଣ ସ୍କ୍ରିନରେ ଦିଆଯାଇଥିବା ୩ ଟି ରଙ୍ଗର ହାତୀ ମଧ୍ୟରୁ ଗୋଟିଏ ରଙ୍ଗର ହାତୀକୁ ବାଛିବାକୁ ପଡିବ। ଆସନ୍ତୁ ଜାଣିନେବା ସେହି ବିଷୟ ରେ।
Gh
1- ଯଦି ଆପଣ ୧ ନମ୍ବର ହାତୀକୁ ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ଭାଗ୍ୟ ସୌଭାଗ୍ୟରେ ପରିଣତ ହେବାକୁ ଯାଉଛି। ଆଉ ଜାତକର ଶୁଭ ଦଶା ଅଛି। ଯାହା ପାଇଁ ଆପଣ ଧନ, ମାନ, ସମାନ ପାଇବେ। ଆପଣଙ୍କ ଇଚ୍ଛା ଅନୁଯାୟୀ ଫଳ ନିଶ୍ଚୟ ପାଇବେ। ଶୁଭ ଫଳ ଆପଣଙ୍କୁ ଜଲ୍ଦି ମିଳିବାକୁ ଯାଉଛି।
ଏହା ପୂର୍ବରୁ ଆପଣ ଯାବତିୟ ଦୁଃଖ କଷ୍ଟ ଭୋଗ କରୁଥିଲେ। ଆପଣଙ୍କର ଶତ୍ରୁ ବୃଦ୍ଧି, ମାନସିକ ଅସାନ୍ତି ପୂର୍ବରୁ ରହିଥିଲା। ଜାତକରେ ଯେଉଁ ଗ୍ରହ ଅଶୁଭ ଭାବେ ଅବସ୍ଥାନ କରୁଛନ୍ତି ତାହାର ପ୍ରତିକାର କାରଣରୁ। ଏବେ କିନ୍ତୁ ଏକତା ହେବାର ସମୟ ଆସିଛି। କାର୍ଯ୍ୟରେ ଆପଣ ସଫଳ ହେବେ। ସ୍ତ୍ରୀଙ୍କର ସବୁ ଦୁଃଖ ମୋଚନ ହେବ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ।
Gg
2- ଯଦି ଆପଣ ୨ ନମ୍ବର ହାତୀ ପସନ୍ଦ କରିଛନ୍ତି ତେବେ ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦଶା ଚାଲିଥିଲା ଏବେ ତାହାର ମନ୍ଦ ଫଳ ପାଉଛନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ଶୁଭ ଫଳ ଏବେ ଆପଣ ପାଇବେ। ଏହି ବର୍ଷ ଆପଣଙ୍କ ଜାତକରେ ଶୁଭ ଦଶା କାରଣରୁ ସାମ୍ନା ବୃଦ୍ଧି ହେବ। ଆର୍ଥିକ ସମସ୍ଯା ଦୂର ହେବ।
ସମୟ ଆପଣଙ୍କ ପାଇଁ ଦ୍ଵିତୀୟ ରାଜଯୋଗର ଫଳ ପ୍ରଦାନ କରିବ। ଯେଉଁ ଗ୍ରହ ଆପଣଙ୍କର ବାଧା ସୃଷ୍ଟି କରୁଥିଲେ ତାହାର ଉପଚାର କାରଣରୁ। ନିର୍ଦ୍ଦିଷ୍ଟ କିଛି ରତ୍ନ ଧାରଣ କରନ୍ତୁ। ସ୍ତ୍ରୀ ମାନଙ୍କର ଇଚ୍ଛା ସୀମିତ ଥିଲେ ସେମାନଙ୍କର ସ୍ଵାମୀ ଖୁସିରେ ରଖିବାକୁ ଚାହିଁଥାନ୍ତି।
Hh
3- ଯଦି ଆପଣ ୩ ନମ୍ବର ହାତୀ ଟି ପସନ୍ଦ କରିଛନ୍ତି ତେବେ ଆପଣଙ୍କର ଶୁଭ କାମରେ ବାଧା, ଧନ ହାନି, କେଉଁ କାରଣରୁ କେଁ ହେଉଛି ତାହା ଜାଣିପାରୁ ନାହାନ୍ତି। ପାରିବାରିକ ଦୁଃଖ ବାଢୁଛି, ରାଜା ଦରବାରରେ ନ୍ୟାୟ ମିଳୁ ନାହିଁ।
ଆପଣଙ୍କର ସୁଖର ସ୍ଵପ୍ନ ଧୂଳିସାତ ହେଉଛି। ଏପରି ସମୟ ଆହୁରି ଅନେକ ଦିନ ଲାଗି ରହିବ। ମାନସିକ ଭାରସାମ୍ୟ ହରାଇ ବସିବେ। ଏହାର ପ୍ରତିକାର ନିମନ୍ତେ ମହାଦେବଙ୍କୁ ପୂଜା କରନ୍ତୁ। ନବ ଗ୍ରହ ଶାନ୍ତି ପୂଜା କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button