ଦେଶ- ବିଦେଶ

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନରେ ଆପଣଙ୍କ ଭାଗ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ଦୁଃଖ ସୁଖ ଲାଗି ରହିଥାଏ। ତଥାଇ ମଣିଷ ଜୀବନରେ ସଂଘର୍ଷ ଜାରି ରଖିଥାଏ। ସବୁବେଳେ ସୁଖ ରହିବ କିଛି ମାନେ ନାହିଁ। ତେବେ ମଣିଷ ଜୀବନରେ ସୁଖ ପାଇବାକୁ କଠିନ ପରିଶ୍ରମ କରିଥାଏ ଓ ଟଙ୍କା ରୋଜଗାର କରିଥାଏ।
ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ସଂଖ୍ୟା। ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ସଂଖ୍ୟା ବାଛିବାକୁ ହେବ। ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କର ବର୍ତ୍ତମାନ ଓ ଭବିଷ୍ୟତ ସ୍ଥିତି ବିଷୟରେ।
Jj
1- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣ ଯେତେ ଚେଷ୍ଟା କରିଲେ ବି ସମସ୍ୟାର ସମାଧାନ କରିପାରୁ ନାହାନ୍ତି। କେତେ ମାସ ହୋଇଗଲାଣି ଆପଣ ସେହି କର୍ମର ବ୍ୟସ୍ତତା ସ୍ଵୀକାର କରିଲେ ବି ପ୍ରତେକ କାର୍ଯ୍ୟ ରେ ବିଘ୍ନ ରାହୁଅଛି। ଆପଣ ଯେତେ ସିଧା ଯିବାକୁ ଚେଷ୍ଟା କରିଲେ ବି ମାୟା ଜାଲ ରେ ପଡି ଛଟପଟ ହେଉଛନ୍ତି।
ବହୁ କ୍ଲେଶ ଓ ଚିନ୍ତା ଅନେକ ଗୁଡାଏ କାର୍ଯ୍ୟ ବାକି ଅଛି ଆପଣଙ୍କର। ଆଗକୁ ଏକ ମାଙ୍ଗଳିକ କାର୍ଯ୍ୟ ଆସୁଥିବାରୁ ଆପଣ ଚିନ୍ତାରେ ଅଛନ୍ତି। ଆଗାମୀ ୪୫ ଦିନ ପରେ ଆପଣଙ୍କର ଶୁଭ ସମୟର ଆଗମନ ହେବ। ଯାହା ବି ସମସ୍ଯା ରହିଛି ତାହାର ସମାଧାନ ଆପେ ଆପେ ହୋଇଯିବ।
Hh
2- ଯଦି ଆପଣ ଦ୍ଵିତୀୟ ନମ୍ବରକୁ ବାଛିଛନ୍ତି ତେବେ ବୃତ୍ତି କ୍ଷେତ୍ରରେ ଯେଉଁ ସ୍ୱଳ୍ପ ହାର ଦେଖା ଦେଇଛି ତାର ଉନ୍ନତି ଆଗାମୀ ୭ ମାସ ମଧ୍ୟରେ ହେବାର ଅଛି। ଯଦି ଆପଣ ସନ୍ତାନଙ୍କ ଉନ୍ନତି ପାଇଁ ଆଶା କରୁଛନ୍ତି ତେବେ ବ୍ଯାକୁଳ ହେଲେ ହେବେନି। ଅଧିକ ଏ ବିଷୟରେ ଚିନ୍ତା କରନ୍ତୁନି।
କିନ୍ତୁ ଜାଣି ନିଅନ୍ତୁ ଆପଣଙ୍କ ସନ୍ତାନଙ୍କ ଜୀବନରେ ବହୁତ ଉନ୍ନତି ଦେଖାଯିବାର ଅଛି। ଅଶ୍ଵଗନ୍ଧା ଓ ମେଥି ମୋଡକ ୩ ମାସ ଯାଏଁ ସେବନ କରନ୍ତୁ। ଏହା ସ୍ତ୍ରୀ ମାନେ ସେବନ କରିଲେ ଅଧିକ ଭଲ। ରାଜନୀତିରେ ବଡ ବଡ ପଦବୀ ହାସଲ କରିବେ। ଈଶ୍ବରଙ୍କ ଚିନ୍ତା ଆଗରୁ ଯେତେ କରୁଥିଲେ ଏବେ କରୁ ନାହାନ୍ତି।
Jj
3- ଯଦି ଆପଣ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣ ବହୁତ ଚିନ୍ତାରେ ଥାଇ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି। ଯତ୍ନପୂର୍ବକ କାର୍ଯ୍ୟ କରୁଥିବା ବେଳେ ବିପଦରେ ପଡ଼ୁଛନ୍ତି। ରାଜତ୍ବରେ ଆପଣଙ୍କ ଲାଗି ଯେମିତି ସମାନ ଥିଲା ଏବେ ବଞ୍ଚିତ ହେଉଛନ୍ତି। ଆପଣ ଯାହାକୁ ସୁଖ ବୋଲି ଭାବୁଥିଲେ ତାହା ଦୁଃଖ ରେ ପରିଣତ ହୋଇଛି।
ଆପଣ ଯାହାଙ୍କୁ ଭଲ ପାଉଥିଲେ ସେ ଏବେ ଆପଣଙ୍କ ପାଖରେ ନାହାନ୍ତି। ଏବେ ଧର୍ମ ବୃଦ୍ଧି ଘଟୁଛି। ବିଦ୍ୟା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ଯା ହେବନି। ଏବେ ଆପଣ ଖର୍ଚ୍ଚାନ୍ତରେ ପଡି ସମସ୍ୟାରେ ପଡିଛନ୍ତି। ଆପଣଙ୍କ ଜୀବନରେ ଏବେ ଖୁଶିର ଦିନ ଆସିବାକୁ ଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button