ସ୍ୱାସ୍ଥ୍ୟ

କେମିତି ହେବେ ଆଗୁଆ ସଚେତନ ଦେଖନ୍ତୁ ଆଜିଠୁ ମାନି ନିଅନ୍ତୁ ଏହି ସବୁ କଥା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ହୋଇ ଅଭିନେତା ପିଣ୍ଟୁ ନନ୍ଦଙ୍କର ମୃ-ତ୍ୟୁ ହୋଇଛି। ତେବେ କଣ ଏହି ଲିଭର ଶିରୋସିସ ଏହାର ମୁଖ୍ୟତ ଲକ୍ଷଣ ସବୁ କଣ ରହିଛି ଆଉ କାରଣ ସବୁ କଣ ରହିଛି ଏବଂ କିଭଳି ଏକ ମାରାତ୍ମକ ରୋଗ ଠାରୁ ଆପଣ ଦୂରେଇ ରହିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହା ବିଷୟରେ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ କହିଛନ୍ତି ଯାହାକି ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ବିଶେଷଜ୍ଞ ଡାକ୍ତର ଆଶୁତୋଷ କହିଛନ୍ତି- ଲିଭର ସିରୋସିସ ହେଉଛି ଏଭଳି ଏକ ରୋଗ ଯାହା ଆମ ପେଟର ତଳ ଭାଗରେ ରହିଥାଏ। ଆମ ଯକୃତରେ ଯଦି ଏହି ରୋଗ ହୋଇଥାଏ ତେବେ ମଣିଷ ବଞ୍ଚିବା ଅସମ୍ଭବ ହୋଇଥାଏ।
ଲିଭର ସିରୋସିସର ତିନୋଟି ଷ୍ଟେଜ ରହିଥାଏ। ପ୍ରଥମେ ଫ୍ୟାଟି ଲିଭର ଏହା ପରେ ଯଦି ଅଧିକ ମ-ଅଦ ପିଇଥାଉ ତେବେ ପାଇବ୍ରୋସୀସ ଏବଂ ଲିଭର ସିରୋସିସ ହୋଇଥାଏ। ଏହା ଚାରୋଟି କାରଣରୁ ହୋଇଥାଏ। ବିଶେଷ କରି ଯଦି ଆମେ ଅଧିକ ମ-ଦ ପାନ କରିଥାଉ ତେବେ ଏହି ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ।
ଆମେ ଭାବି ଥାଉ ଜଣେ ବ୍ୟକ୍ତି ମ-ଦ ଅଧିକ ପିଇଥାଏ କିନ୍ତୁ ତାଙ୍କୁ ସିରୋସିସ ହୋଇନଥାଏ। ତେଣୁ ମ-ଦ ଦ୍ଵାରା ହୁଏ ନାହିଁ ବୋଲି ଭାବି ନେଉଥାଉ, କିନ୍ତୁ ଏହା ଭୁଲ ଧାରଣା ହୋଇଥାଏ। ଲିଭର ସିରୋସିସର ଲକ୍ଷଣ ବାହାରକୁ ଅଧିକ ଜଣା ପଡିନଥାଏ ତେଣୁ ବ୍ୟକ୍ତି ଜାଣିପାରିନଥାଏ।
ଲିଭର ସିରୋସିସର ପ୍ରାରମ୍ଭ ଅବସ୍ଥାରେ ଆମେ ତାହା କୋଣସି ଲକ୍ଷଣ ପାଇନଥାଏ। ପ୍ରଥମତଃ ଆପଣଙ୍କୁ ଥକାପଣ ଅନୁଭବ ହୋଇଥାଏ ଏବଂ ପେଟରେ ପାଣି ଜମି ଯାଇଥାଏ ଯାହା ବାହାର କୁ ଦେଖାଯାଇନଥାଏ। ଯେବେ ଡାକ୍ତରଙ୍କ ପାଖକୁ ଯାଇଥାଉ ଟେଷ୍ଟ କଲେ ଏହା ଜାଣିପାରିଥାଉ।
ଏହି ରୋଗ ଯେବେ ଅଧିକ ହେବାକୁ ଲାଗିଥାଏ ତେବେ ରକ୍ତ ବାନ୍ତି ହୁଏ ଯାହାକୁ ନିୟନ୍ତ୍ରଣା କରିବା ଅସମ୍ଭବ ହୋଇଥାଏ। ଏହା ଲିଭର ସିରୋସିସର ଦ୍ଵିତୀୟ ଷ୍ଟେଜକୁ ଯାଇଥାଉ। ଜଣ୍ଡିସ, ଓଜନ କମିଯିବା, ହାତ ଗୋଡ ଫୁଲିବା ଆଦି ଏହା ମୁଖ୍ୟ ଲକ୍ଷଣ ହୋଇଥାଏ।
ପ୍ରଥମେ ଯେବେ ଆମକୁ ସିରୋସିସ ହେଲେ ମାତ୍ର ପ୍ରଥମେ ଯାଇ ନିକଟରେ ଥିବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସମସ୍ତଙ୍କ ହେପାଟାଇଟିସ- ବି ଠିକ ରହିବା ଉଚିତ୍। ଆପଣଙ୍କ ଶରୀରରେ ଟାଟୁ କରାଇବେ ନାହିଁ ଏହା ମଧ୍ୟ ସିରୋସିସର କାରଣ ହୋଇଥାଏ।
ମ-ଦ୍ୟପାନ ଏହି ରୋଗର ମୁଖ୍ୟ କାରଣ ହୋଇଥାଏ ତେଣୁ ମ-ଅଦ୍ୟପାନ ଠାରୁ ଦୂରରେ ରୁହନ୍ତୁ। ମ-ଦ୍ୟପାନ, ସିଗାରେଟ, ଗୁଟକା ଆଦିର ସେବନ କରନ୍ତୁ ନାହିଁ।
କାରଣ ଏସବୁ କରିବା ଦ୍ଵାରା ଆପଣ ଙ୍କ ଶରୀରରେ ଲିଭର ସିରୋସିସ ଭଳି ରୋଗ ତ ପ୍ରବେଶ କରିଥାଏ। ଏହାଛଡା କ୍ୟା-ନ୍ସ-ର ରୋଗ ମଧ୍ୟ ହୋଇଥାଏ ବୋଲି ବିଶେଷଜ୍ଞ ଡାକ୍ତର ଆଶୁତୋଷ କହିଛନ୍ତି’।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button