ଦେଶ- ବିଦେଶ

ଇତିହାସରେ ପ୍ରଥମ ଥର ମୁଣ୍ଡ ଗଣ୍ଡି ଯୋଡ଼ି ଚର୍ଚ୍ଚାରେ ଆସିଲେ ଡାକ୍ତର ସମସ୍ତେ କହିଲେ ଦିତୀୟ ଭଗବାନ ଦେଖନ୍ତୁ କେମିତି ଏହା ହେଲା ସମ୍ଭବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ।
Special report
ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଜିକାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।
ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଥାଆନ୍ତି।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକି ହେଉଛି ସାଇକେଲ ଚଲାଉଥିବା ବେଳେ ଏକ କାର ଧକ୍କାରେ ଜଣେ ବାର ବର୍ଷୀୟ ବାଳକର ମେରୁଦଣ୍ଡରୁ ମୁଣ୍ଡ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା।
Special report
ଫଳରେ ଲଶ୍ରଏଲିର ଡାକ୍ତର ମାନେ ଜଟିଳ ଅସ୍ତ୍ର ପ୍ରଚାର କରି ବାଳକର ମୁଣ୍ଡକୁ ତା ମେରୁଦଣ୍ଡକୁ ବଳପୂର୍ବକ ଯୋଡ଼ି ଦେଇଥିଲେ। ସୁଲେମାନ ହାସଲ ନାମକ ଏହି ବାଳକ ଜଣକ ରାସ୍ତାରେ ସାଇକେଲ ଚଳାଉଥିବା
ବେଳେ ଏକ କାର ଦୁ-ର୍ଘ-ଟ-ଣାର ସମ୍ମୁଖୀନ ହେଇଥିଲେ। କାର ସହିତ ଦୁ-ର୍ଘ-ଟ-ଣା ହେବାପରେ ସୁଲେମାନଙ୍କର ମେରୁଦଣ୍ଡର ଉପର ଭାଗରୁ ଅର୍ଥାତ୍ ବେକରୁ ମୁଣ୍ଡ ସଂପୂର୍ଣ୍ଣ ଭାବେ ଅଲଗା ହୋଇଯାଇଥିଲା।
Special report
ଦୁ-ର୍ଘ-ଟ-ଣା ଘଟିବା ପରେ ଡେରି ନ କରି ଯଥାଶୀଘ୍ର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମାନେ ଅସ୍ତ୍ର ପ୍ରଚାର କରିଥିଲେ। ବିଶେଷଜ୍ଞ ଡାକ୍ତର ଅହାଦ୍ ଆୟାନାବ କହିଛନ୍ତି ସେଥିପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା।
ଏହି ଅସ୍ତ୍ର ପ୍ରଚାର ସଫଳ ହେବା ପରେ ସର୍ଜରୀ ମାନେ ମଧ୍ୟ ବିଶ୍ଵାସ କରିପାରିନଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ଖୁବ୍ ଭାଇରାଲ ହେବାରେ ଲାଗିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button