ଦେଶ- ବିଦେଶ

ଶନିବାର ଦିନ କରନ୍ତୁ ଏହି ଉପାୟ, ଦୂର ହେବ ଦାରିଦ୍ର୍ୟ… ଶନି କରିବେ କୃପା ହୋଇଯିବେ କୋଟିପତି!

ଆପଣ ମାନେ ଜାଣିଛନ୍ତି କି ଆମେ ଶନି ଦେବଙ୍କୁ ଯଦି ପ୍ରସନ୍ନ କରି ପାରିବା ତେବେ ଏହା ଆମ ପାଇଁ ଭଲ ହୋଇଥାଏ । ତେବେ ଯଦି ଆମ ଜୀବନରେ ସମସ୍ଯା ମାନ ଅଛି ତେବେ ଆପଣ ଆଉ ଏକ କାମ କରି ପାରିବେ ଆପଣ କିଛି ଉପାୟ ମାନ କରି ନିଜର ସମସ୍ଯା କୁ କମ କରି ପାରିବେ । ପ୍ରଥମ କଥା ହେଉଛି ଯଦି ଭଗବାନ ଶନି ଦେବଙ୍କ କୃପା ପାଇବା ପାଇଁ ଯଦି ଚାହୁଁ ଛନ୍ତି ତେବେ ଆପଣ ଏହି ବାର ଦିନ ଘର ପୋଛିବା ବେଳେ ଏକ ସାଧାରଣ କାମ କରିବେ ସଭିଏଁ ଘର ଓଳାଇବା ପରେ ପାଣି ପକାଇ ଥାଉ ।

କିନ୍ତୁ ଶନିବାର ଦିନ ଆପଣ ପ୍ରଥମେ କିଛି ପାଣି ପକାଇଆବେ ଓ ଏହାପରେ ଆପଣ ଓଳାଇବେ । ଏହା ସହ ଆପଣ ଯଦି ଏହି ଦିନ କିଛି ପାନ ନେଇକି ଦୁଇ ରୁ ତିନି ଟି ପାନ ନେଇକି ଏହାକୁ ବିଦା କରିକି ଆପଣ ଭଗବାନ ହନୁମାନ ଜି ନ୍କାଉ ପ୍ରଦାନ କରିବେ ତେବେ ଆପଣଙ୍କ ସମସ୍ଯା ଦୂର ହୋଇ ଜୀବ ଆପଣଙ୍କ ଘରର ଯେଉଁ ଆର୍ଥିକ ସମସ୍ୟାମାନ ଅଛି ତାହା ସମାଧାନ ହୋଇଯିବ ।

ଆପଣ ଏହି ପାନ ବିଡାରେ କିଛି ମିଠା ଜିନିଷ ରଖିକି ଦେବେ ଏହା ମଧ୍ୟରେ ଆପଣ ଚୂନ କିମ୍ବା ଜର୍ଦା ଦେବେନି । ଆପଣ ଯଦି ହନୁମାନ ଜି ଙ୍କୁ ପୂଜା କରିବେ ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ । ଏହାର କାରଣ ହେଉଛି କି ଶନି ଦେବ ଙ୍କୁ ଯେତେବେଳେ ରାବଣ ନିଜ ପାଖରେ ବନ୍ଦୀ କରିକି ରାଖୀ ଥିଲା ।

ସେଇ ସମୟରେ ହନୁମାନ ଜି ତାଙ୍କୁ ବନ୍ଦନ ମୁକ୍ତ କରିଥିଲେ ସେଇ ପାଇ ହନୁମାନ ଜି ଙ୍କୁ ପୂଜା କରୁଥିବା ଲୋକଙ୍କୁ ଶନି ଦେବ ଖରାପ ପରିଣାମ ଦେଇ ନଥାନ୍ତି । ଆପଣ ଯଦି ପିପଳି ଗଛ ମୂଳରେ କିଛି ପାଣି ଦେଇକି ଏହାର ପରିକ୍ରମା ଆପଣ କରିବେ ଓ ଏହାର ପରିକ୍ରମା କରିବା ପରେ ଆପଣ ଦୀପ ଆଣିକି ଏହାକୁ ବନ୍ଦାଇ ଦେବେ ।

ଆପଣଙ୍କୁ ଯଦି ଆଲଗୁଛି କି ଆପଣଙ୍କ ଉପରେ ବଡ ଲୋକଙ୍କ ଅଭିଶାପ ଅଛି ତେବେ ଆପଣ ଏକ ଦୀପ ଲଗାଇ ହାକୁ ଶ୍ନୟ ବାର ଦିନ ଦୁଇ ମୁହାଁଣ ଛକରେ ରଖୀ ଆସନ୍ତୁ ଦେଖିବେ ଏହା ଦୂର ହୋଇଯିବ । ଏହା ଅପରେ ଆସେ ଆପଞ୍ଜଡୀ ଶନି ଦେବଙ୍କ କୃପା ପାଇବା ପାଇ ଚାହୁଞ୍ଚନ୍ତି ଚାକିରି କ୍ଷେତ୍ରରେ ତେବେ ଆପଣ କିଛି କଳା ଚଣା କୁ ଆଣିକି ଶୁକ୍ରବାର ଦିନ ଏହାକୁ ଭିଯାଇକି ରଖିବେ ।

ଓ ଏହା ପରେ ଆପଣ ଏହାକୁ ସକାଳେ ଶନିବବାର ଦିନ କିଛି ତେଲରେ ଏଖକଉ ଗଡାଇ ଦେବେ କିନ୍ତୁ ଏହା ମଧ୍ୟରେ କିଛି ଭି ମସଲା କିମ୍ବା ଆଲୂନ ପକାଇବେ ନି ଏହାକୁ ସେଇ ଭଳି ଭାବେ କରିକି ଆପଣ ଏହାକୁ ନେଇ ଯେଉଁ ଭି ପଶୁକୁ ଖୁଆଇକି ଆସିବେ ଆପଣଙ୍କ ସବୁ ସମସ୍ୟାର ଅନ୍ତ ହୋଇଯିବ । ଯଦି କେହି ଆପଣଙ୍କ ପଛରେ ଚକଇରୀ ପାଇଁ ପଡିଥିବା ସେ ଆପଣଙ୍କର କିଛି ଭି କରି ପାରିବନି ।

ଆପଣ ଶେଷ ରୁଟି କି କାଢିକି ଏହା ଆଉପରେ ଏକ ସୋରିଷ ତେଲ ଲଗାଇକି ଏହା ଉପରେ ତିଲ ଟିକେ ରଖିବେ ଓ ଯଦି ସମ୍ଭବ ଗୁଡ ମଧ୍ୟ ରଖିକି ଏହାକୁ ଆପଣ ନିଜ ଘରର ପିଲାଙ୍କ ଉପରେ ହେଉ କିମ୍ବା ଅନିଜ ଉପର ଓଲଟା ବୁଲାଇକି ଏହାକାଉ କୁକୁର ଆଗରେ ଦେଇ ଦେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button