ରାଜ୍ୟ

ସାବିତ୍ରୀ ବ୍ରତରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ସ୍ଵାମୀଙ୍କ ଜୀବନ ଉପରେ ଆସିପାରେ ବିପଦ

ସାବିତ୍ରୀ ବ୍ରତ ହେଉଛି ଆମ ଭାରତ ନାରୀ ଙ୍କ ପାଇଁ ବହୁତ ଶୁଭ ଦିନ । ଆପଣ ଯଦି ଏହି ଦିନ ଏହି 6 ଟି କାମ କରୁଛନ୍ତି ତେବେ ଆପଣ ଏହି କାମ କରିବା କଥା ନୁହେଁ । ଓଡିଶାରେ ଏହାକୁ ଅଧହିକ ମାନ୍ୟତା ଦିଆ ଯାଇ ଥାଏ । ଏହି ପର୍ବ ରେ ନିଜ ସ୍ଵାମୀ ମାନଙ୍କ ପାଇଁ ଏହାକୁ କରି ଥାନ୍ତି । ସବୁ ମହିଳା ମାନେ ଚାହିଁ ଥାନ୍ତି କି ତାଙ୍କ ସ୍ଵାମୀ ମାନେ ତାଙ୍କ ସହ ସବୁ ବେଳେ ଥାନ୍ତି । ଏହି ବ୍ରତ ଦିନ ଆପଣ କିଛି ଭୁଲ ନ କରିବା ଭଲ ହୋଇ ଥାଏ ।

ଆପଣ ଏହା ପାଇଁ ଧ୍ୟାନ ରଖିବା ଭଲ ହୋଇ ଥାଏ । ଆପଣ ଯଦି ଜାଣି ଥିବେ ଏହି କଥା ଅନୁସାରେ ଆମେ ଜାଣି ପାରିବା କି ଯମ ଯେତେବେଳେ ସତ୍ୟବାନ ଙ୍କୁ ନେବା ପାଇ ଆସିଥିଲେ ସେହି ସମୟରେ ସାବିତ୍ରୀ ନିଜ ସ୍ଵାମୀ ଙ୍କୁ ଯିବା ପାଇଁ ଦେଇ ନଥିଲେ ।

ସେ ଯମ ଙ୍କୁ କହି ଥିଲେ ଆପଣ ମୋ ସ୍ଵାମୀ ଙ୍କୁ ନେଇ ଯିବେ ଯଦି ନେଇ ଯାଅନ୍ତୁ କିନ୍ତୁ ଆପଣ ମତେ ଏକ ବରଦାନ ଦେଇକି ଯାନ୍ତୁ କି ମୁ 100 ଟି ସନ୍ତାନ ର ମା ହୋଇ ପାରେ ଯେଉଁ ଭଳି ଭାବେ । ଏହାକୁ ଦେଖିକି ଯମ ବାଧ୍ୟ ହୋଇ ଥିଲେ କି ସେ ସତ୍ୟବାନ ଙ୍କୁ ଫେରାଇବା ପାଇଁ ।

ମାତ୍ର ଏହା ଏତେ ସହଜ କଥା ନୁହେଁ । ତେଣୁ ସବୁ ସଧବା ନାରୀ ମାନେ ନିଜ ସ୍ଵାମୀ ଙ୍କୁ ବଞ୍ଚାଇବା ପାଇଁ ଏହି ବ୍ରତ କରି ଥାନ୍ତି ଏହି ଦିନ ଯମ ଙ୍କୁ ପୂଜା କରା ଯାଇ ଥାଏ । ଏହା ସହ ମା ସାବିତ୍ରୀ ଙ୍କୁ ମଧ୍ୟ ପୂଜା କରା ଯାଇ ଥାଏ ।

ଏହି ଦିନ ଆମେ ଭୁଲ ରେ କିଛି କାମ କରି ଦେଇ ଥାଉ ଯାହା ସାଧାରଣ ଭାବେ ଆମେ କରିବା କଥା ନୁହେଁ । ଆମେ ଏହି ଦିନ କଳା ରଙ୍ଗର ସାରୀ ପିନ୍ଧିବା କଥା ନୁହେଁ । ଯଦି ଆମ ଘରେ କାହାର ନବଜାତ ଶିଶୁ ଜନ୍ମ ହୋଇ ଥାଏ ତେବେ ଆମେ ଏହାକୁ କରିବା କଥା ନୁହେଁ ।

ଯଦି କାହାର ମୃତ୍ୟୁ ହୋଇ ଥାଏ ତେବେ ଏହା କରିବା ମନା ହୋଇ ଥାଏ । ମହିଳା ମାନେ ଏହି ଦିନ ଉପବାସ ଥାନ୍ତି ମାତ୍ର ଏହା ପର ଘର କାମରେ ବ୍ୟସ୍ତ ହୋଇ ଯାଇ ଥାନ୍ତି କିନ୍ତୁ ଏହି ଦିନ ଆପଣ କିଛି ଜିନିଷ କାଟିବା, ସିଲାଇ କରିବା, ମାଟି ହାଣିବା, ପଣି ପାରିବା ମଧ୍ୟ କାଟିବା ମନା ହୋଇ ଥାଏ ଏହି ଦିନ ।

ଏହି ଦିନ ଆପଣ ସ୍ଵାମୀ କୁ ପବିତ୍ର ଭାବନା ରେ ଦେଖିବା ଭଲ ହୋଇ ଥାଏ । ଆପଣ ଏହି ଦିନ ବାହାରେ କପଡା ସୁଖାଇବା ଖରାପ ଅଟେ । ଆପଣ ଏହି 6 କାମକୁ କେବେହେଲେ କରନ୍ତୁ ନି । ଆପଣ ପୂଜା ସାମଗ୍ରୀ କୁ ବିସର୍ଜନ କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button