ଜ୍ୟୋତିଷ

ତୁଳସି ଗଛ ପାଖରୁ ଯେତେ ଶିଘ୍ର ସମ୍ଭବ ଏହି ଜିନିଷ ବାହାର କରିଦିଅନ୍ତୁ ନହେଲେ ଶିଘ୍ର ମୃତ୍ୟୁ ହୋଇପାରେ

ଯଦି ଆପଣ ନିଜର ଭଲ ଚାହୁଁଛନ୍ତି ତେବେ ଭୁଲରେ ବି କେବେ ଏହି ୫ଟି ଜିନିଷ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ । ନ ହେଲେ ଅନର୍ଥ ହୋଇଯିବ । ଆଉ ଯଦି ଭୁଲରେ ବି ଏମିତି କରିବେ ତେବେ ମାତା ତୁଳସୀ ଆପଣଙ୍କୁ କେବେବି କ୍ଷମା କରିବେ ନାହିଁ । ହିନ୍ଦୁ ଧର୍ମରେ ତୁଳସୀ ମାଙ୍କୁ ପ୍ରତ୍ୟକ ଘରେ ପୂଜା କରାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କ ପାଖାରେ ବିନା ତୁଳସୀରେ ଭୋଗ ଲଗାଯାଏ ନାହିଁ । ତୁଳସୀରେ ତେତିଶି କୋଟି ଦେବତାଙ୍କ ବାସ ଅଛି ବୋଲି କୁହାଯାଏ ।

ଯେଉଁ ଘରେ ତୁଳସୀଙ୍କୁ ପୂଜା କାରଯାଏ ସେଠାରେ କେବେ ଦାରିଦ୍ର୍ୟତା ଦେଖା ଯାଏ ନହିଁ । ତେବେ ଆପଣ ଜାଣିଛନ୍ତି କି ଯଦି ଆପଣ ତୁଳସୀ ଗଛ ପାଖରେ ଏହି ସବୁ ବସ୍ତୁ ରଖନ୍ତି ତେବେ ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି ଓ ସେହି ଘରେ କେବେ ବି ଶାନ୍ତି ରୁହେ ନାହିଁ ।

କପଡା ସୁଖାଇବା: କପଡା ଆଦି ତୁଳାଷୀ ଗଛ ପାଖରେ ଶୁଖାଇଲେ ଘରୁ positive ଏନର୍ଜି ନଷ୍ଟ ହୁଏ ଓ ମାତା ତୁଳସୀ କ୍ରୋଧିତ ହୁଅନ୍ତି, ସେହି ଘରେ ଦାରିଦ୍ର୍ୟତା ଦେଖା ଦିଏ ।

ସଫସୁତୁରା ନ ରଖିବା: ଯଦି ଆପଣ ତୁଳସୀ ଗଛର ପାଖାପାଖି ସାଫା ସୁତୁରା ନ ରଖିବେ ତେବେ ମା ସେହି ସ୍ଥାନ ଛାଡି ଚାଲିଯାନ୍ତି, ଓ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି, ଯାହା ଫଳରେ ଆପଣ ଦରିଦ୍ର ହୋଇପାରନ୍ତି । ତେଣୁ ସର୍ବଦା ତୁଳସୀ ଗଛର ପାଖାପାଖି ସାଫା ସୁତୁରା ରଖନ୍ତୁ ।

ଗଣେଶ ଭଗବାନ: କେବେବି ଭୁଲରେ ଗଣେଶଙ୍କ ମୂର୍ତ୍ତି ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ, ବେଳେ ବେଳେ ଲୋକମାନେ ଗଣେଶଙ୍କ ମୂର୍ତ୍ତି ଭାଙ୍ଗି ଗଲେ ତାକୁ ତୁଳସୀ ମୂଳରେ ରଖିଦିଅନ୍ତି, କିନ୍ତୁ ଏହା ଠିକ ନୁହେଁ, ଏହା ଦ୍ଵାରା ପରିବାରରେ ସର୍ବଦା ଆସନ୍ତି ଲହଗି ରୁହେ ।

ଜୋତା ଚପଲ: ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖନ୍ତୁ ନାହିଁ, ଏହା ଦ୍ଵାରା ଆପଣଙ୍କର ବରବାଦୀ ଆରମ୍ଭ ହୋଇଯିବ ଓ ଲକ୍ଷ୍ମୀ ସେ ଘର ଛାଡି ଚାଲିଯିବେ ।

ଶିବ ଲିଙ୍ଗ: ଭୁଲରେ ବି ତୁଳସୀ ପାଖରେ ଶିବ ଲିଙ୍ଗ ରଖନ୍ତୁ ନାହିଁ, ଅନର୍ଥ ହୋଇଯିବ, ଏବଂ ଆପଣ ଶିବଙ୍କ କ୍ରୋଧର ଶିକାର ମଧ୍ୟ ହୋଇପାରନ୍ତି, ତେବେ ଏହା ହେଉଛି ସେହି ୫ଟି ଜିନିଷ ଯାହାକୁ ତୁଳସୀ ପାଖରେ ରଖିବା ଦ୍ଵାରା ଆପଣଙ୍କର ସର୍ବନାଶ ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button