ଦେଶ- ବିଦେଶ

କାଲିଠାରୁ ଏହି 5ଟି ରାଶି ଘରକୁ ଆସିବେ ସ୍ଵୟଂ ମା ଲକ୍ଷ୍ମୀ, ଛପରଫାଡି କରିବେ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଯୋଗୁଁ ଏପରି ମହାସଂଯୋଗ ଘଟୁଛି ଯାହାର ଶୁଭ ଫଳ କିଛି ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ଏମାନଙ୍କ ର ଜୀବନର ସବୁ ସମସ୍ୟା ଦୂର ହେବ । ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ରାଜା ଭଳି ଜୀବନ ବ୍ୟତୀତ କରିବେ ଏହି ରାଶିର ଲୋକମାନେ । ଧନର ଦେବୀ ମା ଲଷ୍ମୀଙ୍କ କୃପା ଏମାନଙ୍କର ଉପରେ ବିଶେଷ ଭାବେ ରହିବ । ପ୍ରଥମ ରାଶି ହେଉଛି ମେଷ ରାଶି – ଆପଣଙ୍କ ର ଏବେ ବ୍ୟବସାୟ ଓ ବାଣିଜ୍ୟରେ ବହୁତ ଲାଭ ହେବ ।

ଆପଣ ଙ୍କର ସବୁ ସମସ୍ୟା ଦୂର ହେବ । ଆପଣଙ୍କ ପରିବାର ରେ ସୁଖ ଓ ଶାନ୍ତି ବଜାୟ ମାନ ରହିବ । ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ଧନ ଲାଭ ର ଯୋଗ ମଧ୍ୟ ଅଛି । ଏପରି କୁହାଯାଇ ପାରେ କି ମେଷ ରାଶିର ଲୋକଙ୍କର ଭାଗ୍ୟ ଏବେ ଉଦୟ ହେବାକୁ ଯାଉଛି ।

ଦ୍ଵିତୀୟ ରାଶି ହେଉଛି ସିଂହ ରାଶି – ଆପଣଙ୍କର ଜମି ବା ପଇସା ଜନିତ କିଛି କେସ ବା କିଛି ଅସୁବିଧା ଥିଲେ ତାହା ଏବେ ସମାଧାନ ହୋଇଯିବ । ମାତା ଲଷ୍ମୀଙ୍କ କୃପାରୁ ଆପଣଙ୍କ ପାଖରେ ଅର୍ଥ ଅଭାବ ରହିବ ନାହିଁ । ଆପଣଙ୍କ ର ପରିବାରରେ କିଛି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇ ପାରେ । ମାନସିକ ଶାନ୍ତି ବୃଦ୍ଧି ହେବ ।

ତୃତୀୟ ରାଶି ହେଉଛି କୁମ୍ଭ ରାଶି – ଆପଣଙ୍କର ଚାକିରୀ କ୍ଷେତ୍ର ରେ ଭଲ ରହିବ । ଆପଣ କୌଣସି ବାହାର ସ୍ଥାନ କୁ ଯାଇ ପାରନ୍ତି । ପଦୋନ୍ନତି ଯୋଗ ଅଛି । ବ୍ୟବସାୟ ରେ ଉଚିତ ଲାଭ ହେବ । ଧନ ଲାଭ ହେବ । କୌଣସି ନୂଆ ଯୋଜନା ରେ ଆପଣ କାର୍ଯ୍ୟ କରିପାରନ୍ତି ।

ଚତୁର୍ଥ ରାଶି ହେଉଛି କନ୍ୟା ରାଶି – ଏହି ରାଶିର ଛାତ୍ର ଛାତ୍ରୀ ମାନଙ୍କର କ୍ୟାରିୟର ପାଇଁ ଭଲ ସମୟ ଅଟେ । ପରୀକ୍ଷା ରେ ଭଲ ଫଳ ପାଇବେ । ଯଦି ଏହି ରାଶିର ବ୍ୟକ୍ତି କେହି ନୂଆ ଭୂମି କିଣିବାକୁ ଇଛା କରୁ ଛନ୍ତି ତେବେ ଏହି ସମୟ ବହୁତ ଉପଯୁକ୍ତ ଅଟେ ।

କୌଣସି ଯୋଜନା ଯଦି ନିଜର କ୍ୟାରିୟର କୁ ନେଇ ଭାବୁ ଛନ୍ତି ତେବେ ସେଥିରେ ଆପଣ ସଫଳ ହେବେ । ମା ଲଷ୍ମୀଙ୍କ କୃପା ରୁ ଏହି ରାଶିର ଲୋକମାନେ ପ୍ରତେକ କାର୍ଯ୍ୟ ରେ ସଫଳତା ପାଇବେ । ପଞ୍ଚମ ରାଶି ହେଉଛି ମୀନ ରାଶି – ଆର୍ଥିକ ସ୍ଥିତି ରେ ପରିଵର୍ତନ ହେବ ।

ମା ଲଷ୍ମୀଙ୍କ କୃପାରୁ ଆପଣଙ୍କ ବ୍ୟବସାୟ ବା ଚାକିରୀ ରେ ଉନ୍ନତି ହେବ । ଧନ ଲାଭ ହେବ କୌଣସି ଧାର୍ମିକ ସ୍ଥାନ ଭ୍ରମଣ କରିବେ । ପରିବାରରେ ଏକତ୍ର ବଢିବ । ଗୁରୁଜନଙ୍କ ଆଶ୍ରିବାଦ ରୁ ପ୍ରତେକ କାର୍ଯ୍ୟ ରେ ଆପଣ ସଫଳ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button