ଜ୍ୟୋତିଷ

ଏହି ମାସରେ ଲାଗୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, 500 ବର୍ଷ ପରେ ବନୁଛି ମହାସଂଯୋଗ… 8ଟି ରାଶି ହେବେ ମାଲାମାଲ

ଆଜି ଆମେ ଆପଣଙ୍କୁ କହିବା କି ଚନ୍ଦ୍ର ଗ୍ରହଣ ହେଉ କିମ୍ବା ସୂର୍ଯ୍ୟ ପରାଗ ହେଉ ଏହା ଆମ ପାଇଁ ଏକ ଦ୍ରୁଶ୍ଯ ଯାହାକୁ ଆମେ ମାହାଯାଗୀତିକ ଦ୍ରୁଶ୍ଯ କହି ଥାଉ ଏହାକୁ ନେଇକି ଅନେକ ଜାଗାରେ ଅନେକ ପ୍ରକାର ଆମ୍ଟ ମାନ ଅଛି ଯଦି ଆପଣ ଦେଖିବେ ତ ଆପଣ ଜାଣି ପାରିବେ କି ଆମେ ଯାହାଭି କରିବା ପାଇଁ କାମ କରୁଛୁ କିମ୍ବା ଆମ ମତ କୁ ନେଇକି କିଛି ନା କିଛି ସତ ଅଛି । ଆଶନ୍ତା 30 ତାରିଖ ରେ ଆସିବା ପାଇଁ ଯାଉଛି ସୂର୍ଯ୍ୟ ପରାଗ ଯାହା ଦ୍ଵାରା ଆପଣ ମଧ୍ୟ ଖୁବ ଭଲ ପରିଣାମ ପାଇବେ ।

ଏହି ସମୟରେ ଆମକୁ କେଉଁ କେଉଁ ନିୟମ ପାଳନ କରିବା ପାଇଁ ପଡିବ ଆମେ ଜାଣିଛେ ଏହା ଆମ ଦେଶରେ ଦୃଶ୍ୟମାନ ହେବାର ନାଇ ତଥାପି ସବୁ ରାଶି ଙ୍କ ପାଇଁ ଏହା ଭଲ ପରିଣାମ ଦେଖାଉଛି । ତେବେ ଏହି ଭାଗ୍ଯବାନ ରାଶିର ଲୋକମାନେ ଏବେ ମନ ପସନ୍ଦର ଯାଗା ପାଇବେ ।

ସମାନ ରେ ବୃଦ୍ଧି ହେବ ପାଇଁ ଯାଉଛି କିଛି ଅଲଗା ଲଗା ଜାଗାରେ ଏମାନେ ଏବେ ନିଜକୁ ପ୍ରମାଣିତ ଅକରିବେ । ସମ୍ଭାବନା ଅଛି କି ଆମେ ଏହାକୁ ନେଇକି ଖୁବ ଭଲ ପରିଣାମ ପାଇବା । ସବୁଙ୍କ ଆଗରେ ଆମେ ଏହି ଭଳି କିଛି କାମ କରିବା ଭଲ ନୁହେଁ ଯାହା ଦ୍ଵାରା ଆମେ ଭୁଲ ପ୍ରମାଣିତ ହେବା ।

ନୂଆ ବନ୍ଧୁ ମିଳିବାର ଯୋଗ ଦେଖାଉଛି ଯଦି କେହି ଆମକୁ କିଛି କରିବା ପାଇଁ କହୁଛି ଏହାକୁ ନେଇକି ଆମେ ଏହା କରି ପାରିବା କି ଆମେ ଏହାକୁ ନେଇକି ନୂଆ ବ୍ୟାପାର କିମ୍ବା ଆମର ଫାଇଦା ହେବାର କିଛି ସଂସ୍ଥା ଆରମ୍ଭ କରି ପାରିବା ।

ସବୁ ବେଳେ ମାନେ ରଖିବେ କି ଯାହା ଆମେ କରିବା ତାହାର ପରିଣାମ ଭବିଷ୍ୟ ଆମକୁ ଦେବ ଭଲ ସମୟରେ ଭଲ କାମ କରିକି ଉପରକୁ ଉଠିବା ପାଇଁ ଚେଷ୍ଟା ଅରକିବା ତା କି ଖରାପ ସମୟରେ ଆମ ହାତରେ ଭଲ କିଛି ଥିବ ।

ଏହି ପରାଗ ପରେ ଆପଣ ଧନ ସଞ୍ଚୟ କରି ପାରିବା ଭଳି କିଛି କାମ କରି ପାରିବେ । ଆପଣ ନିଶ୍ଚିତ ଭାବେ ଆପଣ ଭଲ ପରିଣାମ ପାଇବେ । କିଛି କାମ କରିବା ଆଗରୁ ଆପଣ ନିଜ ଆରାଧ୍ୟ ଭଗବାନ ଙ୍କୁ ପୂଜା କରିକି କାମ କରିବା ଭଲ ହେବ ।

ଆପଣ ଯଦି କାହାକୁ ଭି କିଛି କହିବେ କେହି ଯେମିତି ଆପଣଙ୍କ କଥାର ଖରାପ ମାନେ ନ କାଢନ୍ତି ତାହା ପାଇଁ ଆପଣ ସବୁ ବେଳେ ସଜାଗ ରହିବେ । ଏହି ରାଶିର ନାମ ହେଲା ବୃଷ, ମିଥୁନ, ସିଂହ, କନ୍ୟା, ଧନୁ, ମକର, କୁମ୍ଭ, ଆଉ ମୀନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button