ଜ୍ୟୋତିଷ

ବ୍ରାହ୍ମ ମୂହୁର୍ତ୍ତ ଏକ ରହସ୍ୟମୟୀ ସମୟ, ଜାଣନ୍ତୁ ଏହା ପଛରେ ଲୁଚି ଥିବା ରହସ୍ୟ କଣ

ଆମେ ଜାଣିଛେ କି ବ୍ରହ୍ମ ମୁହୂର୍ତ ରେ ଆମେ ଯଦି କିଛି ଭି କରିଥାଉ ତେବେ ଆମେ ନିଶ୍ଚିତ ଭାବେ ସେହି କାମରେ ସଫଳତା ପାଇଥାଉ । ତେବେ ଏହା କିଭଳି କରିବା ଓ କିଭଳି କାମ ଦେଇଥାଏ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବା ପାଇଁ ଯାଉଛୁ । ଆମେ ଆଜି ଦେଖିବା କି ଯଦି ଆଧ୍ୟୟାତ୍ମିକ ଦ୍ରୁଷ୍ଟି କୋଣରୁ, ଧାର୍ମିକ ଦ୍ରୁଷ୍ଟି କୋଣରୁ ଓ ବିଜ୍ଞାନ ଅନନୁସାରେ ମଧ୍ୟ ଦେଖିଲେ ଏହା କିଭଳି ଲାଭ ଦାଯକ ତାହା ଜାଣିବା ଆସନ୍ତୁ ।

ଆଧ୍ୟାତ୍ମିକ ଦ୍ରୁଷ୍ଟି କୋଣରୁ ଦେଖିଲେ ଦୁଇ ପ୍ରକାର ଚେତନା ଅଛି । ସେହି ପ୍ରକାର ଦେଖିଲେ ଆମେ ଯଦି ଆମ ଉର୍ଯା କୁ ଦିନ ଭିତରେ ଆଦାନ ପ୍ରଦାନ କରିଥାଉ । ଆମେ ଯଦି ଦେଖିବା ତ ଆମେ ଅନେକ ଭଲ ଓ ଖରାପ ଉର୍ଯା ସମ୍ପର୍ସ ରେ ଆସିଥାଏ । ମାତ୍ର ଦେଖିବା ପାଇଁ ଗଲେ ଆମେ ଯଦି ନିଜ ପାଇଁ କିଛି କରିବା ପାଇଁ ଚାହୁଁଛୁ ତେବେ ସକାଳ କିମ୍ବା ବ୍ରହ୍ମ ମୁହୂର୍ତ ଖୁବ ଭଲ ଅଟେ ।

ଆୟୁର୍ବେଦ ଅନୁସାରେ ଦେଖିବା ପାଇଁ ଗଲେ ବାତ ପିତ ଓ କଫ ଯଦି ଆମେ ସକାଳୁ ଉଠିବା ପରେ ନିଜକୁ କିଛି ସମୟ ଦେବା ତାହେଲେ ଆମ ମସ୍ତିସ୍କ ଖୁବ ଭଲ ରହିବ । ଯଦି ଯୋଗିକ ଅନୁସାରେ କହିବା ପାଇ ଗଲେ । ଏଥିରେ ପାଞ୍ଚ ପ୍ରକକାର ପ୍ରାଣ ଅଛି ସେଗୁଡିକ ହେଲା ପ୍ରାଣ, ଅପାନ, ବ୍ୟାନ, ସମାନ, ଉଦାନ ।

ଯଦି ଦେଖିବା ପାଇଁ ଗଲେ ଆମେ ସକାଳୁ ଉଠିବା ପରେ ପ୍ରାଣ କୁ ନେଇ ଅପାନ କୁ କାଢି ପ୍ପାରିବା ଏହାର ମାନେ ହେଉଛି କି ଆମେ ନିଶ୍ଚିତ ଭାବେ ଭଲ ଜିନିଷ କୁ ନେଇକି ଖରାପ ଜିନିଷ କୁ କାଢି ପାରିବା ଏହି ସମୟରେ । ଆପଣ ଯଦି ଚାହିଁ ବେ ସକାଳୁ ଉଠିକି ଆପଣ କିଛି ଯୋଗ ମଧ୍ୟ କରିବେ । ଆପଣ କ୍କିଛି ଭଲ କାମ କରି ପାରନ୍ତି ଏହି ସମୟରେ । ଆପଣ ଏହି ସମୟ ରେ ଖୁବ ଭଲ ଭାବେ ନିଜକୁ ଶୌଚ କରି ନିଜକୁ କିଛି ସମୟ ପାଇଁ ଧ୍ୟାନ ରେ ବସାଇ ପାରିବେ ।

ଆପଣ ଜାଣି ନିଅନ୍ତୁ କି ଏହି ସମୟ ସକାଳ ସୂର୍ଯ୍ୟ ଉଦୟ ହେବାର କିଛି ସମୟ ଆଗରୁ ଆରମ୍ଭ ହୋଇଥାଏ । ଏହା ଶେଷ ହେବା ପାଇଁ ସୂର୍ଯ୍ୟ ଉଦୟ ହେବାର ୧ ଘଣ୍ଟା ଯାଏ ରହି ଥାଏ । ଯଦି ଆପଣ ଏହି ସମୟରେ ଗାଧୋଇ ପାଧୋଇ ସଫା ହୋଇ ଯଦି ଠାକୁର ଘରେ ନିଜ ଉର୍ଯା କୁ ବଢେଇବା ପାଇଁ ଚେଷ୍ଟା କରିବେ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ । ଏହି ସମୟରେ ଆପଣ ଯଦି ପଢିବା ପାଇଁ ଚାହିଁ ବେ ଆପଣ ଏହି କାମ ମଧ୍ୟ କରିବେ ।

ବିଜ୍ଞାନ ଅନୁସାରେ ଜଦି ଆମେ ଦେଖିବା ତାହେଲେ ଏହି ସମୟରେ ଆମର ପିନିଏଲ ଗ୍ଲାଣ୍ଡ ଆକ୍ଟିଭ ହୋଇଯାଏ । ଏଥିରୁ ମେଲାଟୋନୀନ ହରମୋନ ବାହାରିଥାଏ । ଏହା ଆମ ମସ୍ତିକ ଖୁବ ଭଲ ଭାବେ ବଢିଥାଏ । କୋରିଷ୍ଟ୍ରୋଲ ହରମୋନ ମଧ୍ୟ ବାହାରିଥାଏ । ଏହା ଆମ ଚିନ୍ତାକୁ ନିଶ୍ଚିତ ଭାବେ ହୋଇଥାଏ । ଏହା ସହ ପ୍ରକୃତି ର ସବୁ ପ୍ରକାର ଆବାଜ ଆମ ଚାରିପାଖରେ ଖୁବ ଭଲ ପରିବେଶ ଦେଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button