ମନୋରଞ୍ଜନ

ଏହି 4 ରାଶିଙ୍କ ଜୀବନରେ ପ୍ରେମ ହିଁ ନାହିଁ…. ସେହି ରାଶି ଆପଣଙ୍କର ନୁହେଁ ତ

ଦୁନିଆରେ ସବୁ ଲୋକମାନେ ନିଜ ପାଇଁ ଏକ ଜୀବନ ସାଥି ଖୋଜି ଥାଆନ୍ତି । କାହାକୁ ସହଜରେ ମିଳି ଯାଇଥାଏ । କାହାକୁ ଏହା ମିଳି ନଥାଏ । ଆମର ଜୀବନସାଥୀ କୁ ଆମେ ବୁଝିବା କଥା ସେମାନଙ୍କ ସହ ଆମେ ନିଜକୁ ଆଗେଇ ନେଇ ଥାଉ । ଜୀବନସାଥୀ ମାନେ କେବଳ ଆମ ସ୍ହହ ଚାଲିବା ପାଇଁ ଆମ ଶବ ନଥାନ୍ତି ଏମନେ ଆମ ଦୁଃଖ ଓ ସୁଖ କୁ ନେଇ ଆମକୁ ଚଳାଇ ଥାଆନ୍ତି କିଛି ଜଣା ଆମେ ଯେଉଁ ବଳି ବ୍ୟକ୍ତି ଅଟୁ ସେହି ହିସାବରେ ଅମକୁ ସବୁକର କରିଥାନ୍ତି ମାତ୍ର କିଛି ଜଣ ଅଛନ୍ତି ଯେଉଁ ମାନେ ।

ଆମ ହାତକୁ ଅଧରେ ଛାଡି ଦେଇ ଥାଆନ୍ତି । ଆପଣ ମାନେ ଯଦି ଦେଖିବା ପାଇଁ ଯିବେ ତ ଗୋଟେ ଜିନିଷର ଧ୍ୟାନ ରଖିବେ କି ଆପଣ ଯାହାଭି କରବେ କିମ୍ବା ନିଜ ଜୀବନ ସାଥି ଙ୍କ ପାଖରୁ ଆପଣ ଯାହା ଭି ଚାହିଁ ବେ ତାହା ଆପଣନାକୁ ଖୁବ ସହାଯତେ ମିଳିଯିବ ।

କିଛି ଭାଗ୍ୟବାନ ଲୋକ ମାନେ ହିଁ ସାରା ଜୀବନ ହେଉ କିମ୍ୱା କିଛି କ୍ଷଣ ପାଇଁ ହେଉ ସେମାନେ ଭଲ ଜୀବନ ସାଥି ପାଇଁ ଥାନ୍ତି ମାତ୍ର କିଛି ଏହି ଭଳି ଲୋକ ମାନେ ଅଛନ୍ତି ଯେଉଁ ମାନେ ଜୀବନ ସାଥି ପାଇଁ ଚେଷ୍ଟା କରିଥାନ୍ତି ଓ ଭାବି ଥାନ୍ତି କି ସେମାନେ ଯାହାକି ଭଲ ପାଇଁ ଥାନ୍ତି ।

ତାକୁ ବିବାହ କରିବା ପାଇଁ ମାତ୍ର ସେମାନେ ବିବାହ କରି ନଥାନ୍ତି ଏହା ସେମାନଙ୍କ ଭାଗ୍ୟ ଖରାପ ଥାଏ । କିମ୍ବା ଏହା ମଧ୍ୟ କହି ପରିବା କି କିଛି ରାଶି ମାନେ ଭଲପାଇବା ପାଇଁ ନଥାନ୍ତି । ଆପଣ କଁ ଜାଣିଛନ୍ତି କି କେଉଁ କେଉଁ ରାଶି ମନେ ଭାଗ୍ୟବାନ ନଥାଆନ୍ତି ଭଲ ପାଇବା କ୍ଷେତ୍ରରେ ।

ଆଜି ଆମେ ଆପଣଙ୍କ ସହ ସେହି ରାଶିର ଲୋକଙ୍କ କଥା ସେୟାର କରିବା । କୁହାଯାଏ କି ରାଶି ଅନୁସାରେ ଲୋକଙ୍କ ଭାଗ୍ୟ ବଦଳି ଯାଇଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବା କି ସବୁ ରାଶି ମାନଙ୍କ ର କିଛି ଅଲଗା ଅଲଗା ପ୍ରକାର ସ୍ଵଭାଵ ଥାଏ ।

କିନ୍ତୁ ଏହି କିଛି ରାଶି ଙ୍କୁ କେବେ ଭି ତାଙ୍କ ପ୍ରକୃତ ଭଲ ପାଇବା ମିଳି ନଥାଏ । କାରଣ ସେମାନେ ନିଜ ଜୀବନ ସାଥି ଙ୍କୁ ପାଇବା ମୂଳରୁ ଲେଖା ନଥାଏ । ଯାହାକୁ ଭଲ ପାଇଁ ଥାନ୍ତି ତାକୁ ବାହା ହୋଇ ପରି ନଥାନ୍ତି କିଛି ଭି ଅସୁବିଧା ଆସି ଯାଇ ଥାଏ ଯେତେବେଳେ ପରିବାର ସହ ଠିଆ ହୋଇ ଥାଉ ତା ତା କେତେବବଲ୍ବ ସମାଜ ଆଗରେ ମଜବୁରୀ ହୋଇ ଥାଉ ଆଉ କେଉଁ ସମୟରେ କିଛି ଭୁଲ ଧାରଣା ର ଶିକାର ହୋଇ ସେମାନେ ଅଲଗା ହୋଇ ଯାଇଥାନ୍ତି ।

କେବେ ଧୋକା ମିଳି ଥାଏ ତା କେତେବେଳେ ଜୀବନସାଥୀ ତାଙ୍କୁ ଅଧାରୁ ଛାଡି ଦେଇ ଥାଏ । ମାତ୍ର ଜୀବନ ସାରା ଏକ ହିଁ ରହିବା ସମ୍ଭବ ହୋଇ ପରି ନଥାଏ ଲୋକଙ୍କ ଆଗରେ । ଏହି ରାଶି ଗୁଡିକ ହେଲେ ତୁଳା, ବିଛା, କନ୍ୟା, ମକର ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button