କୁକୁର କରିବ କୋଟିପତି, କେମିତି ଜାଣିବା ପାଇଁ ଠାରେ ନିଶ୍ଚୟ ଦେଖନ୍ତୁ – Shakuna Shastra

ଆମେ ଜାଣିଛେ କି ଆମ ଆଖ ପାଖରେ ଥିବା ଜୀବ ମାନେ ଆମକୁ କିଛି ନା କିଛି ସଂକେତ ଦେଇ ଥାନ୍ତି । ସେହି ଭଳି ଆମେ କହିବା କି କୁକୁର କିଭଳି ଭାବେ ଧନ ଲାଭ ଦେଇ ଥାଏ । ଏହା ସହ ସେମାନେ କିଭଳି ଭାବେ ଆମକୁ ସୂଚନା ଦେଇ ଥାନ୍ତି ଭଲ ହେବା କିମ୍ବା ଖରାପ ହେବାର । ଆଜି ଆମେ କହିବା କି କୁକୁର ମାନେ ଆମ ଘର ର ଅତି ପରିଚିତ ଅଟେ । ଶକୁନ ଶାସ୍ତ୍ର ଅନୁସାରେ କୁହାଯାଇଛି କି କୁକୁର ମାନଙ୍କ ଷଷ୍ଠ ଇନ୍ଦ୍ରିୟ ଖୁବ ଭଲ ହୋଇଥାଏ ।
ଯାହା ଦ୍ଵାରା ସେମାନେ ସବୁ ବେଳେ ଆଗାମୀ ଦିନ କଥା ଜାଣି ଯାଇ ଥାନ୍ତି । ଆଜି ଆମେ କହିବା କି ଏମାନେ ଆମକୁ ଆସୁଥିବାର ଧନ କଥା କିଭଳି କହିବେ । ଶକୁନ ଶାସ୍ତ୍ର ରେ ବହୁତ କିଛି ଶୁଭ ଅଶୁଭ କଥା କୁହାଯାଇଛି । ଆସନ୍ତୁ ଆଲୋଚନା କରିବା ।
କୁକୁର ଯଦି ଆପଣଙ୍କ ପାଦକୁ ଆସି ଚାଟିବା ପାଇଁ ଲାଗେ ଏହା ଧନ ଲାଭ ହେବ । ଆପଣ ଯଦି ତାକୁ ସବୁ ବେଳେ ଏକ ଜାଗାରେ ମୁଙ୍ଗ ଘ୍ସିବାର ଦେଖୁଛନ୍ତି ତେବେ ସେହି ଜାଗାରେ ନିଶ୍ଚିତ ଭାବେ କିଛି ଧନ ଥିବାର ସନ୍ଧାନ ମିଳିବ ।
ଯଦି ଆପଣ ବାଟରେ ଜୀବ ଅସମୟରେ କୁକୁର ଆପଣଙ୍କ ବାମ ପାଟରେ ଯାଇ ଥାଏ ଏହା ସୁନ୍ଦର ସ୍ତ୍ରୀ ଓ ଧନ ଲାଭ ର ସଂକେତ ଦେଇଥାଏ । ଏହାର ବିପରୀତ ହୋଇ ଥାଏ ତେବେ ଧନ ହାନି କିମ୍ବା ଚୋରୀର ଲକ୍ଷଣ ଦେଖା ଯାଇ ଥାଏ । ଯଦି ଆପଣ ନିଜ ଘର ଆଗରେ ଗାଈ ଓ କୁକୁର କୁ ଖେଳୁ ଥିବାର ଦେଖୁଛନ୍ତି ।
ତେବେ ଏହା ଭଲ ସଂକେତ କି ଆପଣଙ୍କ ଘରେ ସନ୍ତାନ ଆସିବ । ବର୍ଷା ଦିନେ ଯଦି କୁକୁର ଗଛ ମୂଳରେ ଠିଆ ହୋଇ ଭୁକି ଦେଇଥାଏ । ତେବେ ଆଗକୁ ଆହୁରି ଭଲ ବର୍ଷା ହେବାର ସଂକେତ ଦେଇଥାଏ ।
ଏହା ସହ ଯଦି କେହି ଜୁଆଡି ନିଜ ଜୁଆ ଆଖେଳ ପାଇଁ ଯାଉଥାଏ ଓ ଏହାର ବାମ ପାଖରେ ସେ କୁକୁର ର ମଳତ୍ଯାଗ ର ଦ୍ରୁଶ୍ଯ ଦେଖି ଥାଏ ତେବେ ସେ ନିଶ୍ଚିତ ଭାବେ ପଇସା ଜିତିବ ବୋଲି ଜାଣି ଯାଉ । ଯଦି ଆପଣଙ୍କ ଘରେ କୁକୁର ସବୁ ବେଳେ ଆକାଶ କୁ ଦେଖିକି ଭୁକି ଥାଏ ।
ତେବେ ଏହା ଆପଣଙ୍କ ପାଇଁ ସୁନ୍ଦର ଜୀବନସାଥି ଆଣିବ ବୋଲି ଜାଣନ୍ତୁ । ଯଦି ଆପଣଙ୍କ ଆଡକୁ ସେ ଏକ ଜାଳା କାଠ କୁ ନେଇକି ଆସୁଛି ଏହା ର ମାନେ ହେଉଛି କି ଆପଣଙ୍କ ଜୀବନରେ କ୍ଖୁବ ଅସୁବିଧା ଆସିବା ପାଇଁ ଯାଉଛି ।