ମନୋରଞ୍ଜନ

ବିବାହ ସମୟରେ କନ୍ୟାର ଋତୁସ୍ରାବ ହେଲେ କଣ ସୂଚନା ମିଳେ? Ajira Anuchinta

ଆଜି ଆମେ କହିବା କି ଆଜିର ଅନୁଚିନ୍ତା ଆମେ ଆଜି କହିବା ପାଇ ଯାଉଛୁ କି ଯଦି ଆମେ ଦେଖିବା ପାଇଁ ଯିବା ତ ଆମ ଜୀବନରେ ବିବାହ ଚାରି ପ୍ରକାର ଅଛି । ତେବେ ଏହା ଶାସ୍ତ୍ର ଅନୁସାରେ ବ୍ରହ୍ମା, ଦୈବ, ଆର୍ଷ, ପ୍ରଜାପତ୍ୟ ଏହି ଚାରି ପ୍ରକାର ବିବାହ ମାନ ଆଚ୍ଛି । ବାର ଠାରୁ ପଇସା ନେଇକି ଯଦି କନ୍ୟା ବିବାହ କରି ଥାଏ ତାହା ଅଶୂର ବିବାହ କୁହାଯାଏ । ଏହା ପରେ ଯଦି ଦୁହେଁ ଦୁଇଜଣ ମିଶିକି ଯଦି ବିବାହ ଏପାଇଁ ମତ ଦେଇ ଥାନ୍ତି ତେବେ ଏହା ଭଲ ହୋଇ ଥାଏ ।

ଏହାକୁ ଗନ୍ଧର୍ବ ବିବାହ କୁହାଯାଏ । ଯଦି ବାର କନ୍ୟାକୁ ମିଛ କହି ବିବାହ କରି ଥାଏ ତେବେ ଏହା ପଇସାଚ ବିବାହ କୁହାଯାଏ । ଯଦି ବର ଜୋର କରି କନିଆ କୁ ମିଛ କହି ତା ବାପା ଠାରୁ ଜୋର କରି ବିବାହ କରି ଥାଏ । ତେବେ ଏହାକୁ ରାଖଶ ବିବାହ କୁହାଯାଏ ।

କନ୍ୟାଙ୍କୁ ଅଳଙ୍କୃତ କରିବା ଅପରେ ଯଦି ବାର କୁ ଘରକୁ ଆଣିକି ଯଥା ସମ୍ମାନ କରିକି ବିବାହ କରା ଯାଇ ଥାଏ ତେବେ ଏହାଙ୍କ ଠାରୁ ଜାତ ହୋଇଥିବା ସନ୍ତାନ ବହୁତ ଉର୍ଣ୍ଣତି କରିଥାଏ । ଓ ଦୁଇ ଲଉକର 2 ପୁରୁଷ କୁ ଉଧାର କରିଥାଏ । କୁହାଯାଏ କି ଅନ୍ଧ, ରୋଗୀ, ପୁରୁଷ ନଥିବା ପୁରୁଷ, ବଧିର, ଅପରିଷ୍କାର ବ୍ୟକ୍ତି ଙ୍କୁ କନ୍ୟା ଦେବା ଅନୁଚିତ ଅଟେ ।

ବରକୁଳ ଓ ସ୍ଵଭାବ ଓ ବୟଶ, ଚରିତ୍ର ଓ ପିତା ର ଆଜ୍ଞା କାରିକି ନୁହେଁ ଜାଣିକି ଏହାଙ୍କାଉ ବିବାହ ଦେବା ଆଉଚ୍ଛିତ ହୋଇଥାଏ । ଯେଉଁ ପୁରୁଷ ଙ୍କ ଗୃହ ଗଡ଼ିବା ସୁଦୃଢ ହୋଇଥିବ, ଶୁକ୍ର, ଗାଢ ହୋଇଥିବା, ମରୁତ ଶବ୍ଦ ଓ ପେଣ ଯୁକ୍ତ ହୋଇଥିବା ତାକୁ ଉତ୍ତମ ଲକ୍ଷଣ ଯୁକ୍ତ ପୁରୁଷ କୁହାଯାଏ ।

ଯେଉଁ କନ୍ଯାର ନାମ ନିଜ ମାତା ସହ ମିସୁଛି ଏହି ଭଳି କନ୍ୟାକୁ ବିବାହ କରିବା ଅନୁଚିତ ଅଟେ । ଯଦି ଆପଣ ଙ୍କ ବଡ ଭାଇ ବିବାହ କାରିଣୀ ତେବେ ଆପଣ ବିବାହ କରିବା ଅଭଲ ହୋଇ ନଥାଏ ଯଦି ବଡ ଭଉଣୀ ବିବାହ କାରିଣୀ ତେବେ ଆପଣ ମଧ୍ୟ ଏହା ପାଇଁ ବିବାହ କରିବା ଭଲ ହୋଇ ନଥାଏ ।

ଆଜି ଆମେ କହିବାକି ଯଦି ଏକା ବର୍ଷ ରେ ଦୁଇ ଭାଇ କିମ୍ବା ଅଦୁଇ ଭଉଣୀ ଙ୍କ ବିବାହ ଅନୁଷ୍ଠିତ କରିବାର ଧ୍ୟାନ ରେ ରଖୀ ଛନ୍ତି ତେବେ ଆପଣ ଏହାକୁ କରିବା ଚିନ୍ତା ଛାଡି ଦିଅନ୍ତୁ କାରଣ ଏହା ଖରାପ ହୋଇ ଥାଏ । ଆପଣ ଯଦି ବିବାହ କରିବାର ଛଅ ମାସ ମଧ୍ୟରେ ଆପଣଙ୍କ ବଡ ଭାଇ କିମ୍ବା ଆଉ କେଉଁ ଭଉଣୀ ବିବାହ କରିବା ପାଇଁ ଯାଉଛନ୍ତି ତେବେ ଏହା ପାଇଁ ସେମାନେ ହୁଅନ୍ତୁ କିମ୍ବା ଆପଣଙ୍କୁ ମଧ୍ୟ ବିଧବା ଯୋଗ ରହିବ ।

ଯେଉଁ ମାନେ ଯାଁଳା ଥାନ୍ତି ସେମାନେ ଏକ ଦିନରେ ବିବାହ କରିବା ଭଲ ହୋଇ ଥାଏ । ଯଦି ବିବାହ କରିବା ବେଳେ ଅଶୌଚ ହୋଇ ଥାଏ କିମ୍ବା ରାଜସ୍ଫଳା ହୋଇ ଥାନ୍ତି କନ୍ୟା କିମ୍ବା ବରର କେହି ଘର ଲୋକ ଯେଉଁ ମାନେ କର୍ମରେ ଭାଗ ନେବେ ତେବେ ଆପଣ ଶୁଦ୍ଧି ହୋଇ ବିବାହ କାମକୁ ଆଗେଇବା ଭଲ ହୋଇ ଥାଏ । କିନ୍ତୁ କେବେହେଲେ ବିବାହ କୁ ଅଟକାଇବା ଅଶୁଭ ହୋଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button