ଜ୍ୟୋତିଷ

ସିଂହ ରାଶି ସାବଧାନ! ଏହି 4ଦିନ ରୁହନ୍ତୁ ନାହିଁ ଏକା… ମାନନ୍ତୁ କି ନାହିଁ କିଛି ତ ଖରାପ ହେବ

ଆପଣଙ୍କ ଜୀବନରେ କେଉଁ ଭଳି ରହିବ ଏହି ଦିନ ମାନଙ୍କ ରେ । ଆଜି ଆମେ ଖିବା ସିଂହ ରାଶିର ଲୋକଙ୍କ କଥା । ସିଂହ ରାଶିର ଲୋକମାନେ ସବୁ ବେଳେ ନିଜ ଇଚ୍ଛାରେ କାମ କରିବବା ପାଇଁ ଭଲ ପାଇ ଥାନ୍ତି ସେମାନେ ସବୁ ବେଳେ ଚାହାଁନ୍ତି କି ତାଙ୍କୁ କେହି ସାହାଜ୍ଯ କରୁ କିମ୍ବା ସେ କାହା ପାଖରୁ ସାହାଜ୍ଯ ନିଅନ୍ତୁ ସେମାନେ ସବୁ ବେଳେ ଏହା ଚାହିଁ ଥାନ୍ତି କି ସେମାନେ ସବୁ ବେଳେ ନିଜ ଇଚାରେ କାମ କରିବେ ।

କିଛି ସମୟରେ ଏହି ରାଶିର ଲୋକମାନେ ନିଜ ବୁଦ୍ଧି ଲଗାଇକି କାମ କରିବା ପରେ କିଛି ଲୋକମାନେ ନିଜର ମନ ଇଚ୍ଛାରେ କାମ କରିଥାନ୍ତି । ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଲୋକମାନେ ସିଂହ ରାଶିର ଯେଉଁ ମାନେ ଆମ ଆଖ ପାଖରେ ଅଛନ୍ତି ସେମାନେ ସବୁବେଳେ ନିଜ କାମରେ କେହି ହସ୍ତକ୍ଷେପ କରିଲେ ଭଲ ପାଇ ନଥାନ୍ତି ।

ଆଜି ଆମେ କହିବା ପାଇଁ ଯାଉଛୁ କି କିଛି ଲୋକମାନେ ଯେଉଁ ମାନେ ସବୁ ବେଳେ ରାଗି ଥାନ୍ତି ସେମାନେ ସବୁ ବେଳେ ହରାଇ ଥାନ୍ତି । ଆପଣ ନିଜେ ଚିନ୍ତା କରନ୍ତୁ କି ଆପଣଙ୍କ ସମୟ ଆସିବା ଆଗରୁ ଆପଣ କଣ ସବୁ କିଛି ପାଇ ଯାଇଥିଲେ ।

ତେବେ ସିଂହ ରାଶିର ଲୋକମାନେ ଯେଉଁ ମାନେ ଏହି ଚାରି ଦିନ କିଛି କାମ କରିବା ପାଇଁ ଚାହୁଁ ଛନ୍ତି ରହି ଯାଅନ୍ତୁ 3,4, 5, 6 ତାରିଖ ଆଗାମୀ ମାସର ଭଲ ନାଇ ଆପଣଙ୍କ ପାଇଁ ଆପଣ ଯଦି ଏହି ସବୁ କାମରେ ନିଜକୁ ବ୍ୟସ୍ତ ରଖିବେ ତେବେ ଏହା ଆପଣଙ୍କ ପାଇଁ ଭଲ ଅଟେ । ନିଜ ଘରୁ ବାହାରିକି ଜୀବ ଅବେଳେ ଆପଣ କିଛି ମଙ୍ଗଲ ମାୟା ଜିନିଷର ଦର୍ଶନ କରିକି ଯାଅନ୍ତୁ ।

କିମ୍ବା ଯଦି ଜରୁରୀ ନାଇ ତେବେ ଆପଣ କେବେହେଲେ ଯାଅନ୍ତୁ ନି । ଆଜି ଆମେ କହିବା ପାଇଁ ଯାଉଥିବା ଦିନ ମାନଙ୍କ ରେ ଆପଣ କିଛି ହରାଇ ଖବର ପାଇ ପାରନ୍ତି ଏହି ଦିନ ସକାଳୁ ଆପଣ ଭଗବାନ ସଙ୍କଟ ମୋଚନ ଙ୍କ ନାମ ଜପ କରିବା ଭଲ । ଆପଣ ନିଜ କୁଶଳତା ର ସହ ଆପଣଙ୍କ ଜୀବନରେ ଭଲ ସମୟ ପାଇବେ ।

ଆପଣଙ୍କ ଏହି ଦିନ ମାନ କାଟିବା ପରେ ଭଲ ସମୟ ଅଛି ଆପଣ ଯଦି ବେପାର କରୁଛନ୍ତି ତେବେ ଆପଣ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ଯେଉଁ ମାନେ ବେପାର କରିବା ପାଇଁ ଲୋନ ଆବଶ୍ୟକ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

ଯେଉଁ ମାନେ ଚାକିରି କରିକି ନିଜ କାମକୁ ଆଗକୁ ନେବା ପାଇଁ ଚାହୁଁ ଛନ୍ତି ଏହି ସମୟ ଯିବା ପରେ ଭାଲ ପରିଣାମ ପାଇବେ । କିଛି ନହଲେ ମଧ୍ୟ ଆପଣ ନିଜର ସମ୍ମାନ ଓ କ୍ଷମତା ନିଶ୍ଚିତ ଭାବେ ପାଇବେ । ଯେଉଁ ମାନେ ବାହାରେ ଅଛନ୍ତି ସେମାନେ ନିଜ ପରିବାର ପାଖରେ ରହିକି କାମ କରିବା ର ସୁଯୋଗ ମଧ୍ୟ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button