ଆଜି ରାତି 12ଟା ପରେ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ବର୍ଷିବ ଶନି ଦେବଙ୍କ କୃପା

ଯେତେବେଳେ ଗ୍ରହ ମାନଙ୍କ ସ୍ଥିତି ବଦଳି ଥାଏ ସେତେବେଳେ ଆମ ଜୀବନରେ କିଛି ନା କିଛି ପ୍ରଭାବ ଦେଖି ବା କୁ ମିଳିଥାଏ ଏହା ହୁଏତ ଭଲ ପ୍ରଭାବ ଥାଏ କିମ୍ବା ଏହା ହୁଏ ତ ଖରାପ ପ୍ରଭାବ ହୋଇ ଥାଏ କିନ୍ତୁ ଏହା ହୋଇ ଥାଏ ନିଶ୍ଚିତ ଭାବେ । ଆଜି ଆମେ କହିବ ଆକି ଶନି ଦେବଙ୍କ ଖରାପ ପ୍ରଭାବ ପଡିବା ଦ୍ଵାରା ଯେଉଁ ଭଳି ଭାବେ ସବୁ କିଛି ନଷ୍ଟ ହୋଇ ଯାଇ ଥାଏ ସେହି ଭଳି ଭାବେ ଭଲ ପ୍ରଭାବ ପଡିବା ଦ୍ଵାରା ସବୁ କିଛି ଶୁଭ ହୋଇ ଥାଏ ।

ତେବେ ଭଗବାନ ଶନି ଦେବ ହେଉଛନ୍ତି ସୂର୍ଯ୍ୟ ଙ୍କ ପୁତ୍ର । ଶନି ଭଗବାନ କାହାର ଶତ୍ରୁ ନୁହଁନ୍ତି । ସେ ନ୍ୟାୟ ପ୍ରିୟ ଅଟନ୍ତି । ସେ ନିଜ କାମ ପାଇଁ ଲୋକମାନଙ୍କୁ ସବୁ ବେଳେ ତାଙ୍କ ଫଳ ଦେଇ ଥାନ୍ତି ସେ କେତେବେଳେ ନିଜ ଚଳନ ଅନୁସାରେ କାହାର ଖରାପ କରିଲେ ମଧ୍ୟ ଯିବା ସମୟରେ ସେ ନିଶ୍ଚିତ ଭାବେ କିଛି ନା କିଛି ଶୁଭ ଫଳ ଦେଇ ଯାଇ ଥାନ୍ତି ।
ଯଦି ଆମେ ଦେଖିବା ପାଇଁ ଯିବା ତ ଭଗବାନ ଶନି ଦେବ ନିଶ୍ଚିତ ଭାବେ ନିଜ ଚଳନ ର ପ୍ରଭାବକୁ କମ କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି ଯଦି ଏହା କେଉଁ ଭଲ ଲୋକ ଉପରେ ପଡିଥାଏ । ସେମିତିରେ 12 ରାଶିର ଉପରେ ଭାଗଗବାନ ଶନି ଦେବଙ୍କ କୃପା ରହି ଥାଏ ।

କିନ୍ତୁ ଏହି ଆଗାମୀ ମାସ ପରଠାରୁ ଭଗବାନ ଶନି ଦେବ କିଛି ରାଶି ମାନଙ୍କ ଉପରେ 21 ବର୍ଷ ପାଇଁ କୃପା ଦ୍ରୁଷ୍ଟି ଦେବେ । ତେବେ ଏହି ରାଶି ମାନେ କିଏ କିଏ ଅଟନ୍ତି ଆସନ୍ତୁ ଜାଣିବା । ପ୍ରଥମ ରାଶି ହେଉଛି ମେଶ ରାଶି – ଆପଣଙ୍କ ଉପରେ ଭଗବାନ ଙ୍କ ଅସିମ କୃପା ହେବ । 21 ବର୍ଷ ଯାଏ । ଏମାନଙ୍କ ସବୁ ମାନକାମନା ପୂରଣ ହେବ । କେବେହେଲେ ଏମାନଙ୍କ ଧନର ଅଭାବ ହେବନି ।
ଏହା ପରେ ଆସେ ସିଂହ ରାଶି – ଏମାନଙ୍କ ଉପରେ ଏବେ ଭଗବାନ ଶନି ଦେବଙ୍କ କୃପା ରହିବା ଯୋଗୁ ଏମାନଙ୍କ ସବୁ ସମସ୍ଯା ଦୂର ହୋଇଯିବ । ଆତ୍ମବିଶ୍ବାଶ ବଢିବାରେ ଲାଗିଆବ । ଏମାନଙ୍କ ସବୁ ମାନକାମନା ପୂରଣ ହେବ କିନ୍ତୁ ଆପଣ ସବୁ ପ୍ରକାର ଚେଷ୍ଟା କରିବେ ନିଜ କାମକୁ ନେଇକି ।

କନ୍ୟା ରାଶି – ଏହି ରାଶିର ଲୋକମାନେ ଏବେ ସାରା ଜୀବନ ଖୁଶିରେ ରହିବେ । କିନ୍ତୁ ଆପଣ କେବେହେଲେ ନିଜ ଜୀବନସାଥିର ହାତ ଛାଡିବେନି । ଆପଣ ନିଜ ଖୁଶି ପାଇଁ କେବେହଲେ ନୀଜ ପରିବାରକୁ ମଧ୍ୟ ଛାଡିବେନି ।
ତୁଳା ରାଶି – ଆପଣଙ୍କ ଆଗରେ ସଫଳତା ଆସୁଛି ଆପଣ କେବଳ ନିଜକୁ ଅନ୍ୟ କାହାର ଘଟଣା ରେ ଅଧିକ ମୁଣ୍ଡ ନ ଖେଳାଇ କି ନିଜ କାମରେ ମନ ଦିଅନ୍ତୁ ଦେଖିବେ ଭଲ ପରିଣାମ ପାଇବେ ଆପଣ ।
ଏହା ପରେ ଆସେ କର୍କଟ ରାଶି – ଆପଣଙ୍କ ସମୟ ଖୁବ ଭଲ ଅଛି । ଆପଣଙ୍କ ଆଗରେ ଧନର ଗାଡି ଅଛି । ଆପଣ ନିଜ କାମକୁ ନେଇ ଖୁବ ଚିନ୍ତାରେ ରହୁଥିବା ବେଳେ ଆପଣ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖି ନଥାନ୍ତି । ଏହା ଆପଣଙ୍କ ପାଇଁ ଖୁବ ଜରୁରୀ କି ଆପଣ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ ।




