ଦେଶ- ବିଦେଶ

ବହୁତ ଗର୍ବୀ ହୋଇ ଥାନ୍ତି ଏହି 3ଟି ନାମର ଝିଅମାନେ- Jyotisha Shastra

ମଣିଷହ ପାଖରେ ଭଗବାନ ସବୁ କିଛି ଦେଇ ଛନ୍ତି କିନ୍ତୁ ତଥାପି ଏହାକୁ ସଫଳ କରିବା ପାଇଁ ମଣିଷ ଆଜି  ଅସମର୍ଥ କାରଣ ହେଉଛି ତା ମନରେ ଥିବା ଲୋଭ, କାମନା, ଘମଣ୍ଡ ଆଦି ଆଜି ଆମେ କହିବା କି ଏହି ଭଳି ମହିଳା ମାନେ କିଭଳି ହୋଇ ଥାନ୍ତି । ଆପଣମାନେ ଭାବୁ ଥିବେ ଆମେ ମହିଳା ମାନଙ୍କ କଥା କଣ ପାଇଁ କହିଲୁ ଆପଣ ମାନ ଏତ ଜାଣି ଥିବେ କି ପୁରୁଷ ମାନଙ୍କ ଅପେଖା ମହିଳା ମାନଙ୍କ ମନରେ ଅଧିକ ଈର୍ଷା ଥାଏ ।

ଆପଣ ଏହା ମଧ୍ୟ ଜାଣି ଥିବେ  କି ଏହା ପାଇଁ କାରଣ ହେଉଛି ସେମାନେ କାହାକୁ ନିଜ ଠାରୁ ଅଧିକ ଭାବି ନଥାନ୍ତି । ଆପଣ ମାନେ ଜାଣି ଥିବେ କି ଆମେ ସବୁ କିଛି କରିବା କିମ୍ବା ଯେଉଁ ଥିରେ କେବଳ ଆମର ସ୍ଵାର୍ଥ ପୂରଣ ହେବ ଭଳି କରିବା କଥା ନୁହେଁ । କାହାକୁ ନିଜ ସୁନ୍ଦରତା ର  ଘମଣ୍ଡ ଅଛି ତ କାହାକୁ ନିଜ ପଇସା ର ଘମଣ୍ଡ ଥାଏ । ଆପଣ ମାନେ ଦେଖି ଥିବେ କିଛି ଜଣ ଈର୍ଷା ରେ ଅନ୍ଧ ହୋଇ ଏତେ ଘମଣ୍ଡି ହୋଇ ଯାଇ ଥାନ୍ତି କି ସେମାନେ ଜାଣି ଭି ନଥାନ୍ତି ଏହା ତାଙ୍କ ପ୍ରକୃତି ହୋଇ ଯାଇ ଥାଏ ।

ଆପଣ ମାନଙ୍କୁ ଆମେ କହିବା ପାଇଁ ଯାଉଥିବା ନାମ ମଧ୍ୟରେ ଏହି କିଛି ନାମ ଆମେ ଆପଙ୍କୁ କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଏମାନେ ଘମଣ୍ଡି ହୋଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ପ୍ରଥମ ଅକ୍ଷର ହେଉଛି “A” ଏହାଙ୍କ ଷ୍ଟାଟସ ଖୁବ ଉଚ୍ଚ ଥାଏ ଯାହା ପାଇ ଏମାନେ ଅନ୍ୟ ମାନଙ୍କୁ ପଚାରି ନଥାନ୍ତି । ଏମାନେ ନିଜ ଠାରୁ ଆଗକୁ କାହାକୁ ଦେଖି ନଥାନ୍ତି । ଏମାନେ ଜାଣି ନଥାନ୍ତି କି ଏମାନେ କେତେ ଘମଣ୍ଡି ହୋଇ ଯାଇ ଥାନ୍ତି ।

ଏହା ପରେ “D” ନାମର ମହିଳା ମାନେ ଏମାନେ ଦେଖାଇ ହୁଅନ୍ତି କି ଏମାନେ ଘମଣ୍ଡି ନୁହଁନ୍ତି କିନ୍ତୁ ଯଦି ପ୍ରକୃତ ଜୀବନରେ କିଛି କାମ କରିବା ପାଇଁ ପଡି ଥାଏ ତେବେ ଏମାନଙ୍କ ନିଜ ରୂପ ଆସି ଥାଏ ସାମନାକୁ । ଏମାନେ ନିଜକୁ ମାଟିର  ପରି ଭାବି ଥାନ୍ତି । ଏମାନଙ୍କ ପାଖରେ ଯାହା  ଭି ଅଛି  ତାକୁ ନେଇ ଏମାନେ ଘମଣ୍ଡ କରି ଥାନ୍ତି । ଏହା ପରେ ଆସେ “K” ନାମର ମହିଳା ମାନେ ଏମାନେ ନିଜ ସ୍ଥାନ ଠାରୁ କେହି ଆଗକୁ ଯିବାର ଦେଖିଲେ କେବେହେଲେ ତାକୁ ସାହି ପାରି ନଥାନ୍ତି । ଏହା  ପରେ ଧୀରେ ଧୀରେ ଏମାନଙ୍କ ଘମଣ୍ଡ ରେ ପଡି ଯାଇ ଥାନ୍ତି । ଏହି କଥା ଅଧିକାଂଶ ଝିଅ ମାନଙ୍କ ପାଖରେ ଲାଗୁ ହୋଇ ଥାଏ । କିନ୍ତୁ ଅନେକ ଝିଅ ମାନେ ଅଛନ୍ତି ଯେଉଁ ମାନେ ଖୁବ ଭଲ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button