ଦେଶ- ବିଦେଶ

ଆସୁଛି ନୂଆ ବର୍ଷ 2022, କେମିତି କଟିବ ମେଷ ରାଶିର, ପୁରା ମୁଣ୍ଡ ଖରାପ ଘଟଣା

ଆଜି ଆପଣ ମାନେ ଜାଣିବେ କି ଆଗାମୀ ବର୍ଷ ଟି ମାନେ 2022 କିଭଳି ରହିବ ମେଶ ରାଶି ର ଲୋକଙ୍କ ପାଇଁ । ସେମାନେ କେଉଁ ଭଳି ଭୋଗ ଅଭୋଗ ପାଇବେ । ଆପଣ ମାନେ ଜାଣି ଥିବେ କି ଆମେ ଜାଣିଛେ କି ଆମେ ନିଜ ଜୀବନରେ କିଛି ଆସା କରି ତାଉଆ କି ଏହି ବର୍ଷ ନୂଆ ବର୍ଷ ରେ ଆମ ଚାକିରି ପାଇଁ କିଭଳି ସମୟ ଅଛି ଆମ କାମ କିଭଳି ଜୀବ ପାରିବାରିକ ଜୀବନ କିଭଳି ଜୀବ । ଏହା ସହ ଏହା ମଧ୍ୟ ଆମେ ଜାଣି ବା ପାଇଁ ଚାହୁଁ ଛୁ କି ଆମ ଜୀବନରେ ଥିବା ସମସ୍ଯା ମାନ ଦୂର ହୋଇ ପାରିବ କି ନାଇ ।

ଏହା ସହ ଆମେ ଏହା ମଧ୍ୟ କହିବା କି ଆମେ ଯାହା ଭି କରିବା ଏହା ଭଲ ହେବ କି ନାଇ । ତେବେ ଏହି ସବୁ ପ୍ରସନ୍ନର ଉତ୍ତର ଆମେ ଆଣିଛୁ କିନ୍ତୁ ମେଶ ରାଶି ର ବ୍ୟକ୍ତି ମାନଙ୍କ ପାଇଁ । ମେଶ ରାଶିର ବ୍ୟକ୍ତି ଏମାନେ ଖୁବ ପରିଶ୍ରମୀ ଅଟନ୍ତି । ଏମାନେ କାହା ଠାରୁ ନିଜ ଜୀବନ ବିଷୟରେ ଜାଣିବା ପାଇ ପସନ୍ଦ କରନ୍ତି ନି । ଏମାନେ ନିଜ ପରିଶ୍ରମ ଦ୍ଵାରା ସବୁ କିଛି କୁ ହାସଲ କରି ନେବାର କ୍ଷମତା ରଖୀ ଥାନ୍ତି । ଏମାନଙ୍କ ର ଏକ ସ୍ଵତନ୍ତ୍ର ସ୍ଥାନ ଥାଏ ପରିବାରରେ । ଏମାନେ ବେଳେବେଳେ କିଛି କଥାକୁ ନେଇ ମନ ଦୁଃଖ କରି ବସିଲେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟ ହୋଇ ଥାଏ ।

ଏମାନଙ୍କୁ କେହି ଖୋସାମତ କାଲେ ଏମାନେ ଖୁବ ଭଲ ପାଇ ଥାନ୍ତି । ଏମାନଙ୍କୁ କେହି ଟିକେ ହସିକି କଣ କହି ଦେଲେ ଏମାନେ ଖୁବ ଭଲ ପାଇ ଥାନ୍ତି । ଏମାନେ ଏବେ ଏହି ବର୍ଷ ଆପଣଙ୍କ ପାଇଁ ଖୁବ ଭଲ ଅଛି ଏମାନଙ୍କ ପାଇଁ ସମୟ ଏହି ବର୍ଷ ଟିକେ ସାମାନ୍ଯ ଥିଲା କିନ୍ତୁ ଆସନ୍ତା ବର୍ଷ ଖୁବ ଭଲ ଅଛି ଆପଣଙ୍କ ପାଇଁ । ଯଦି ଆପଣ ଚାକିରି କରିଛନ୍ତି ତେବେ ଆପଣ ଖୁବ ଆଗକୁ ଯିବେ । ଯଦି ଆପଣ ବ୍ୟାପାର କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଜଦି ଆପଣ ଙ୍କ ବ୍ୟାପରା କିମ୍ବା ଚାକିରି କିଛି ଭି ନାଇ ତେବେ ଏହି ବର୍ଷ ଏହାର ଆରମ୍ଭ ହୋଇଯିବ ।

ଏହା ସହ ଆପଣ ଆଉ ଏକ କାମ କରି ପାରିବେ କି ଆପଣ ଯଦି ବିବାହ ପାଇଁ ମନ କରି ଛନ୍ତି ଏହି ବର୍ଷ ଭଲ ସମୟ ଅଛି ଆପଣ ବିବାହ କରି ପାରିବେ । ନିଜ ପ୍ରେମ ବିଶାୟରେ ଘରେ ଖିବା ଅପାଇନ କିମ୍ବା ନିଜ ପ୍ରେମିକା କୁ ନେଇ ଦେଖିଆବ ଅପାଇନ ଏହି ସମୟ ଖୁବ ଭଲ ଅଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଖୁବ ଭଲ ଅଛି ନିଜ ପରିଶ୍ରମ ଅନୁସାରେ ଆପଣ ଫଳ ପାଇବେ । ଏହା ସହ ଆପଣ କିଛି ନୂଆ ଜାଗାକୁ ଯିବେ କଣୁଆ ଜିନିଷ ଶିଖିବା ଅଭଳି ଯୋଗ ଅମଧ୍ୟ ଅଛି ଦାଂପତ୍ଯ ଜୀବନ ଖୁବ ଭଲ ହେବ ଆପଣଙ୍କ ର । ଏହା ସହ ଆପଣ ପରିବାରେ ଓ ବାହାରେ ଉଭୟ ଜାଗାରେ ସମ୍ମାନ ପାଇବା ଭଳି କାମ ଅକରିବେ । ଆପଣଙ୍କ ଧନର ବୃଦ୍ଧି ନିରନ୍ତର ଭାବେ ବଢି ଚାଲିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button