ଜ୍ୟୋତିଷ

ଆଜି ରାତି 12ଟା ପରଠାରୁ ଏହି 5ଟି ରାଶିର ଭୟଙ୍କର ପରିବର୍ତ୍ତନ

ଆମ ର ଜୀବନରେ କେତେବେଳେ ଆସି ପାରେ ଉତାର ଚଢାବ ତ କେତେବେଳେ ସମତଳ ଥାଏ । କେତେବେଳେ ମହା ଭୟଙ୍କର ପ୍ରଳୟ ମଧ୍ୟ ଆଶି ଥାଏ । ପ୍ରତେକ ଙ୍କ ଜୀବନରେ ବହୁତ ଭଲ କିମ୍ବା ଖରାପ ସମୟ ଆସିଥାଏ । ଆପଣ ଯଦି ଦେଖିବେ ତ ଜାଣି ପାରିବେ କି ଆପଣ ଯାହାଭି କରିବେ କିମ୍ବା ଜାହଭି କରୁଛନ୍ତି ଏହାର କର୍ମ ର ଫଳ ଆପଣ ନିଶ୍ଚିତ ଭାବେ ଆଗାମୀ ଦିନରେ ପାଇବେ । ଏହା ସହ ଯେଉଁ ଗ୍ରହର ପ୍ରଭାବ ଆମ ଉପରେ ଯେଉଁ ଭାବରେ ଥିବ ଏହା ଆମକୁ ସେହି ଭଳି କର୍ମର ଫଳ କୁ ଅଧିକ କିମ୍ବା କମ କରାଇ ବାରେ ସାହାଜ୍ଯ କରିବ ।

ତେବେ କିଛି ଲୋକମାନେ ଖରାପ ସମୟ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଅନେକ ସମୟରେ ଅନେକ ଉପାୟ ମାନ କରି ଥାନ୍ତି କିଛି ଜଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖି କାମ କରନ୍ତି କହିବାର ମାନେ ହେଉଛି କି ସେମାନେ ଜ୍ଯୋତିଷ ମାନଙ୍କ ପାଖକୁ ଯାଇ ଥାନ୍ତି । ଦେଖନ୍ତୁ ଭଗବାନ ଆମକୁ ବନେଇବା ବେଳେ ଆମ କ୍ଷମତା ମଧ୍ୟ ଆମକୁ ଦେଇ ଥାନ୍ତି ଆମେ ଯେଉଁ ଭଳି ଏହାକୁ ବ୍ୟବହାର କରିବା ସେହି ଭଳି ଭାବେ ଆମର ପରିଣାମ ଆମକୁ ମିଳିବ କହିବାର ଅର୍ଥ ହେଉଛି କି ଯଦି କେହି ଆମକୁ କହେ କି ଆମେ ଏକ ବଡ ଲୋକ ହେବା ପାଇଁ ଯାଉଛୁ ଏହା ପାଇଁ ଆମେ ଘରେ ବଶି ସବୁ ବେଳେ ଖାଇ ପି ଶୋଇବା ଓ ଭାବିବା କି ଆମେ ବଡ ଲୋକ ନିଶ୍ଚିତ ଭାବେ ହେବ ଏହା କଣ ଠିକ ଅଟେ ।

ନା ଏହା ଠିକ ନୁହେଁ । ତେଣୁ କରି ଆମେ ଏକ ଥର ନୁହେଁ ବରଂ ବାର ବାର ଚେଷ୍ଟା କରିବା ଓ ସଫଳ ହେବା । ଏହା ସହ ଆମେ ଆଜି କହିବା ପାଇଁ ଯାଉଛି କି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ମାନଙ୍କ ସମୟ ଖୁବ ଭକଳ ହେବା ପାଇଁ ଯାଉଅଛି ଯାହା ଦ୍ଵାରା ଆପଣ ନିଜର ସବୁ ସ୍ଵପ୍ନ ପୂରଣ କରି ପାରିବେ । ତେବେ ପାଞ୍ଚ ଗୋଟି ରାଶିରେ ମାତା ଲକ୍ଷ୍ମୀ ଙ୍କ କୃପା ହେବ । ପ୍ରଥମ ରାଶି ହେଉଛି ମେଶ ରାଶି – ଏହାଙ୍କ ଉପରେ ଭଲ ସମୟ ଆରମ୍ଭ ହୋଇ ଗଲାଣି ଆପଣ ଯଦି ଏହାକୁ ଭଲ ବାଟରେ ନେବେ ଭଲ ଫଳ ପାଇବେ । ଏହା ପରେ ବିଛା ରାଶି – ଏହି ରାଶିର ଲୋକମାନେ ଏବେ ଭଲ ସମୟ ବିତାଇବେ ନିଜ ସହ ଓ ନିଜ ପରିବାର ସହ ।

ସିଂହ ରାଶି – ଏହି ରାଶିର ଲୋକମାନେ ଏବେ କିଛି ନୂଆ କରିକି ଦେଖାଇବେ କିନ୍ତୁ ଆପଣ ନିଜ ରାଗକୁ ଛାଡିବା ଶିଖନ୍ତୁ । କୁମ୍ଭ ରାଶି – ଏହି ରାଶିର ଲୋକମାନେ ଏବେ କିଛି ନୂଆ ଜାଗାକୁ ଯିବା ପାଇଁ ଯୋଗ ଅଛି ଆପଣ ସେହି ଜାଗାରେ ନିଜର ବ୍ୟାପାର ମଧ୍ୟ ଆରମ୍ଭ କରି ପାରିବେ । କନ୍ୟା ରାଶିର – ସବୁ ଆସା ପୂରଣ ହେବ ଏହା ସହ ମନରେ ଶାନ୍ତି ଓ ପରିବାର ରେ ହସ ଖୁଶି ର ମାହଲ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button