ଦେଶ- ବିଦେଶ

ଏହି ପଶୁମାନେ ଆପଣଙ୍କୁ ମୃତ୍ୟୁ ସଂକେତ ଦେଇଥାନ୍ତି- Sakuna Shastra

ଯିଏ ଜନ୍ମ ନେଇଛି ସେ ନିଶ୍ଚିତ ଭାବେ ମରିବ । କିନ୍ତୁ ସମୟ ଆଗରୁ ନିଜ କାମ ଅଧା କରି କେହି ଛାଇବା ଦ୍ଵାରା ଆମେ ତାକୁ ଅକାଳ ମୃ-ତ୍ୟୁ ବୋଲି କହି ଥାଉ । ଆପଣ ମାନାଙ୍କ ମଧ୍ୟରୁ କିଛି ଲୋକ ମାନେ ଜାଣି ଥିବେ କି ଆମେ ବେଳେ ବେଳେ କିଛି ପଶୁ ମାନଙ୍କ ଏଭଳି କିଛି କରୁଣ କ୍ରନ୍ଦନ ର ଆବାଜ କିମ୍ବା କିଛି ଆଜୀବ ଆବାଜ ଶୁଣି ଥାଉ ଯାହାକୁ ଆପଣ ଶୁଣିବା ଦ୍ଵାରା ଡଋ ଯାଇ ଥାଉ । କହିବାର ଅର୍ଥ ହେଉଛି କି ଆମେ ଯାହାଭି ଶୁଣି ଥାଉ ତାହା କିଛି ମାତ୍ରାରେ ଭଲ ଓ କିଛି ମାତ୍ରାରେ ଖରାପ ହୋଇ ଥାଏ ।

ଭଲ କହିବାର ମାନେ ହେଉଛି ଏହା ଦ୍ଵାରା ଆନେକ ସମୟରେ ଆସିବା ପାଇଁ ଯାଉଥିବା ଖରାପ ପ୍ରଭାବ କିମ୍ବା କଷ୍ଟ ଦାୟକ ସମୟ କୁ ଆମେ ଜାଣି ଯାଇ ଥାଉ ଏହା ଅସହ ଭଲ ଏହା ପାଇଁ କି ଯଦି ଘରେ ଲାମ୍ବା ସମାୟରେ କେହି ବେମାର ଅଛନ୍ତି ସେମାନେ ଏହି ସମୟରେ ମୃ-ତ୍ୟୁ କରିବାର ଆଶଙ୍କା ଅଧିକ ଥାଏ । ତେଣୁ କରି ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି କିଛି ନା କିଛି କାମ ପାଇଁ ପ୍ରକୃତି ଆମ ଆଖ ପାଖରେ ସବୁ ଜୀବ ଜନ୍ତୁ ଙ୍କୁ ଖଞ୍ଜି ଦେଇ ଯାଇ ଛି । ସେମାନେ ସେହି ସବୁ ଜିନିଷ କୁ ଦେଖ ପାରନ୍ତି ଓ ଅନୁଭବ କରି ପାରନ୍ତି ଯାହା ସାଧାରଣ ମଣିଷ କରିବା ଅସମ୍ଭବ ଥାଏ ।

ଆଜି ଆମେ ସେହି ଭଳି କିଛି ସଂକେତ ବିଷୟରେ ଯାହାକାଉ ଜାଣିବା ଦ୍ଵାରା ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ପରିବାର ଉପରେ କିଛି ବିପଦ ଆସିବା ପାଇଁ ଯାଉଛି । ପ୍ରଥମ ହେଉଛି ବିଲେଇ ଏହା ଯଦି ଅଲଗା ଅଲଗା ପ୍ରକାର ଶବ୍ଦ ବାହାର କରେ ବା କାନ୍ଦେ ତେବେ ଏହା ଆମକୁ ମୃ-ତ୍ୟୁ ର ସଂକେତ ଦେଇ ଥାଏ । କିଛି ସମୟରେ ଏହା ମଧ୍ୟ କୁହ ଅଜାଏ କି ଯଦି ବିଲେଇ ଅଧା ରାତିରେ ଉଠିକି କାନ୍ଦିବା ପାଇଁ ଲାଗେ ତାହେଲେ ଏହା ଅଶୁଭ ଅଟେ । ସେମାନାଙ୍କୁ ଭୂତ ପ୍ରେତ ଦେଖା ଯାଇ ଥାନ୍ତି ଯାହା ପାଇଁ ସେମାନେ ଏହି ଭଳି କାନ୍ଦି ଥାନ୍ତି । ଆପଣ ଯଦି ଏହି ଭଳି କ୍ଛି ଶବ୍ଦ ସୂନୁ ଛନ୍ତି ତ ସାବଧାନ ହେବା ନିହାତି ଆବଶ୍ୟକ ଅଟେ ।

ଯଦି ଆପଣ କୁକୁର କୁ ଧୀର ଆବାଜ ରେ କାନ୍ଦିବା ପାଇଁ ଆରମ୍ଭ କରେ । ଆପଣ ଜଣାଇ ନିଅନ୍ତୁ କି ଏହା ଖରାପ ସମୟ ଆଶିବା ଆଗର ସଂକେତ କେବଳ ସେତିକି ନୁହେଁ ଯଦି କୁକୁର ପିଠିକୁ ମାଟିରେ ଘଷି କାନ୍ଦେ ଓ ଏହା ଦିହିପର କିମ୍ବା ସଂଧ୍ୟା ସମୟ ରେ ହୋଇ ଥାଏ ଏହା ଖୁବ ଖରାପ ପରିଣାମ ଦେଇ ଥାଏ । ତୃତୀୟ ରେ କାଉ । ଆପଣ ଯଦି ଏହି ପକ୍ଷୀର ଆବାଜ ଶୁଣିବେ ତେବେ ଜାଣି ନିଅନ୍ତୁ କି କିଛି ମହା ବିପଦ ରୁ ଆପଣଙ୍କୁ ଉଧାର କରିବା ପାଇଁ କେହି ନାହି । ଆପଣ ସାଧାରଣ ଭାବେ କାଉ କୁ ଦିନ ବେଳା ବୋବାଇବା ର ଶୁଣି ଥିବେ କିନ୍ତୁ ଏହା ରାତି ରେ ହେବା ଅଶୁଭ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button