ଦେଶ- ବିଦେଶ

ଦୀର୍ଘ 41 ବର୍ଷ ପରେ ଅଭୁତ ମହାସଂଯୋଗ 4ଟି ରାଶିକୁ ଧନବାନ କରିବେ ମହାଦେବ

ଯେଉଁ ଭଳି ଭାବ ସେହି ଭଳି ଭଗବାନ ଏହା କହିବାର ଅନେକ ଥର ଆପଣ ମାନେ ତ ନିଶ୍ଚିତ ଭାବେ ଶୁଣି ଥିବେ ଆମେ ଆଜି କହିବା ପାଇଁ ଯାଉଛୁ କି ଯେଉଁ ଭଳି ଆମେ ଭଗବାନ କୁ ଡାକି ଥାଉ ସେହି ଭଳି ଭଗବାନ ଆମକୁ ଦର୍ଶନ ଦେଇ ଥାନ୍ତି । ଆମେ ଯଦି ମନରେ କିଛି ଖରାପ ଚିନ୍ତା କରି ଭଗବାନ ଙ୍କୁ ଡାକୁ ତେବେ ଆମେ ନିଶ୍ଚିତ ଭାବେ ଖରାପ ପରିଣାମ ପାଇ ଥାଉ ଯଦି ଆମେ ଭଲ ଭାବନା ନେଇ ଭଗବାନ ଙ୍କୁ ପ୍ରାର୍ଥନା କରି ଥାଉ ତେବେ ଆମେ ଭଲ ଜିନିଷ ପାଇ ଥାଉ ।

ଆଜି ଆମେ ଯେଉଁ ମାନାଙ୍କ କଥା କହିବା ପାଇଁ ଯାଉଛେ ସେମାନେ ଏବେ ଖୁବ ଭଲ ସମୟ ବିତାଇବା ପାଇଁ ଯାଉ ଛନ୍ତି । କୁହା ଯାଏ କି ଆମେ ଯେଉଁ ଲୋକଙ୍କୁ ସାହାଜ୍ଯ କରୁ ର୍ହା ଫେରିକି ଆସି ଥାଏ ହୁଏ ତ କିଛି ସ୍ମାୟ ପାଇଁ ଗ୍ରହ ଖରାପ ହୋଇ ଥାଇ ପାରେ କିନ୍ତୁ ଏହା ସଫଳ ନିଶ୍ଚିତ ଭାବେ ହୁଏ । ସେହି ଭଳି କିଛି ରାଶି ମାନଙ୍କ ଉପରେ ଭଗବାନ ଶିବ ପ୍ରସନ୍ନ ହୋଇ ଥାନ୍ତି । ଏହା କିଛି ମହା ସଂଯୋଗ ଦ୍ଵାରା ହେବ ପାଇଁ ଯାଉଅଛି ଆଜି ଆମେ କହିବ ଅପାଇନ ଯାଉଛୁ କି ଭଗବାନ ଭୋଳା ଶଙ୍କର କିଛି ନା କିଛି ଦୟା ନିଜ ଭକତ ଙ୍କ ଉପରେ ରାଖୀ ଥାନ୍ତି ଏବେ ଏହି ଦୟା ଚାରି ରାଶି ବଳ ଙ୍କୁ ମିଳିବା ପାଇଁ ଯାଉଛି ।

ଏମାନେ ଏବେ ରାଜା ଙ୍କ ଭଳି ଜୀବନ ଜାପାନ କରିବେ ଯାହା ଭି କରିବେ କିମ୍ବା ଯାହା ଭି କହିବେ ଏମାନେ ସବୁ କାମରେ ସଫଳ ହେବେ । ଏମାନେ ଚାକିରି ପାଇଁ କେଉଁ ଜାଗାକୁ ଯାଇ ପାରନ୍ତି ପଦରେ ଉରନ୍ନତି ହେବା ପାଇଁ ଯାଉଛି ଆପଣଙ୍କ ର । ସନ୍ତାନ ମାନଙ୍କ ଠାରୁ ସେମାନେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ବିବାହ କରିବା ପାଇଁ ଯାଉଛନ୍ତି କିମ୍ବା ବିବାହ କରି ଛନ୍ତି ନୂଆ କରି ସେମାନଙ୍କ ପାଇ ସମୟ ଖୁବ ଭଲ ଅଟେ । କିଛି ନୂଆ ରାସ୍ତା ଆପଣଙ୍କ ପାଇଁ ଖୋଲିବ । ଏହି ରାଶି ଭାବ୍ୟବାନ ହେବା ସହ ଧନ ସମ୍ପତ୍ତି ମଧ୍ୟ ଭାର ପୁରା ମାତ୍ରାରେ ମିଳିବ ।

ଏହି ଭଳି ଯୋଗ 41 ବର୍ଷ ପରେ ହେବା ପାଇଁ ଯାଉଛି । ନୂଆ ବାହାନ କିଣିବା, ଆପଣଙ୍କ ପାଇଁ ଥିବା ପୁରୁଣା ଜମି ବାଡି ସମସ୍ଯା ସବୁ ଦୂର ହୋଇ ଜୀବ । ଆପଣ ଯଦି କିଛି ନୂଆ କାମ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ସମୟରେ ଆରମ୍ଭ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଭଲ ଅଛି ନିଜ ପାଇଁ ପରିଶ୍ରମ କରିବାର ଉତ୍ତମ ସମୟ ଆସି ପହଞ୍ଚି ଯାଇଛି ଆପଣଙ୍କ ପାଖରେ । ଯେଉଁ ମାନେ କିଛି ନୂଆ ଜାଗା କିମ୍ବା ବାହାର କେଉଁ ଜାଗାକୁ ଯାଇ ନିଜ ପରିବାର ଶ ଅସମୟ ବିତାଇବା ପାଇଁ ଚେଷ୍ଟା କରୁ ଥିଲେ ସେମାନେ ଏବେ ଏହା କରି ପାରିବେ । ଏହି ରାଶି ମାନେ ହେଲେ ମେଷ, କନ୍ୟା, କୁମ୍ଭ, ମିଥୁନ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button