ଦେଶ- ବିଦେଶ

ଶୋଇବା ସମୟରେ ଜଦି ନିଜ ମୁଣ୍ଡ ପାଖରେ ଏହି ଜିନିଷ ରଖିବେ – ଅଧା ବୟସରେ ମୃତ୍ୟୁ ହୋଇପାରେ

କିଛି ଲୋକ ମାନେ ଶୋଇବା ସମୟରେ କିଛି ଭୁଲ କରି ଦେଇ ଥାନ୍ତି ଯାହା ଦ୍ଵାରା ସେମାନେ ବହୁତ ଖରାପ ପରିଣାମ ପାଇ ଥାନ୍ତି । ଆଜି ଆମେ ଆପଣ ମନାଙ୍କୁ କହିବା ପାଇଁ ଯାଉଛୁ ଏହି ଭଳି କିଛି ବସ୍ତୁ ବିଷୟରେ ଯାହାକୁ ଆମେ ଆମ ମୁଣ୍ଡ ପାଖରେ ରଖିବା ଦ୍ଵାରା ଆମେ ଖରାପ ପ୍ରଭାବ ର ଶିକାର ହୋଇ ଥାଉ । ରାତିରେ ପ୍ରତେକ ଲୋକ ଜଲ୍ଦି କିଛି ସମୟ ଶୋଇବା ପାଇଁ ଚାହିଁ ଥାଏ ।

ଆଜି କାଲିର ସମାଜ ରେ ବହୁତ କାମ ଥିବାରୁ ରାତିରେ ବହୁତ ଜଲ୍ଦି ଶୋଇବା ପାଇଁ ଜୀବ ଅବେଳେ ଅନେକ ସମୟରେ ମୁଣ୍ଡ ଉପର ପାଖେ ନିଜ ଚପଲ କିମ୍ବା ଜୋତା କୁ ରାଖୀ ଦେଇ ଥାନ୍ତି କୁହା ଯାଏ କି ଜୋଟା ଚପଲ କୁ ମୁଣ୍ଡ ଉପରେ ରଖିବା ଦ୍ଵାରା ଖରାପ ସ୍ଵପ୍ନ ଆସି ଥାଏ । କିଛି ଲୋକ ମାନଙ୍କୁ ଖଟରେ ବସିକି ଖାଇବା ଅଭ୍ୟାଶ କରି ଥାନ୍ତି ସେମାନେ ଜାଣତ କିମ୍ବା ଅଜାଣତରେ ଲୁଣ ରାଖୀ ଦେଇ ଥାନ୍ତି ସେହି ଜାଗାରେ ଯାହା ଦ୍ଵାରା ସେମାନଙ୍କ ପାଇଁ ଖରାପ ସମୟ ଆଣି ଦେଇ ଥାଏ । ଏହା ସହ କିଛି ମହିଳା ମାନେ ଝାଡୁ କୁ ସଠିକ ଜାଗାରେ ନ ରାଖୀ ଏହାକୁ ସେହି ଜାଗାରେ ରଖୀ ଦେଇ ଥାନ୍ତି ଯେଉଁ ଜାଗାରେ ଆମର ଶୋଇବା ମୁଣ୍ଡ ଥାଏ ।

ଏହା ଅଶୁଭ ଅଟେ କାରଣ ଝାଡୁ ସବୁ ଖରାପ ଶକ୍ତି କୁ ଆମ ପାଖରୁ ଦୂରେଇ ଦେଇ ଥାଏ ଏହାକୁ ଯଦି ଆମେ ମୁଣ୍ଡ ଉପରେ ରଖି ଶୋଇବା ତେବେ ସବୁ ଖରାପ ଶକ୍ତିର ପ୍ରଭାବ ଆମ ମସ୍ତିସ୍କ ଉପରେ ପଡିବ । ଏହା ଅପରେ ନାମ ଆସେ ତେଲ । ଏହାକୁ ଆମେ ଖାଇବା ପାଇଁ ବ୍ୟବହାର କରୁ କେବଳ ସେତିକି ନୁହେଁ ଆମେ ଏହାକୁ ଆମ ଚୁଟିରେ ମଧ୍ୟ ଲଗାଇ ଥାଉ । ଏହାକୁ ଆମେ ଆମ ମୁଣ୍ଡ ଉପରେ ରଖି ଶୋଇବା ଦ୍ଵାରା କୁହା ଯାଏ କି ଶନି ଦେବଙ୍କ ଖରାପ ପ୍ରଭାବ ପଡି ଥାଏ । ଏହା ସହ ଯଦି ଆପଣ ନିଜ ପିନ୍ଧା ବସ୍ତ୍ର କୁ ଭୂଲ ଦିଗରେ ଶୁଖାଇବେ ଏହା ମଧ୍ୟ ଆପଣଙ୍କ ପାଇଁ ଖରାପ ସମୟ ଆଣି ଦେଇ ଥାଏ ।

ଭୁଲ ଜାଗାରେ ଯଦି ଆମେ ନିଜ ଲୁଗା ସୁଖାଇବା ତେବେ କିଛି ଓଲଟା ପରିଣାମ ଆମେ ପାଇ ଥାଉ ତେଣୁ ଏହା ଅପାଇନ ଆପଣ ସଜାଗ ରୁହନ୍ତୁ । ଆପଣ ଆଉ ଏକ ଜିନିଷ କୁ ନିଜ ମୁଣ୍ଡ ଉପରେ ରଖିବା ଦ୍ଵାରା ଖରାପ ହୋଇ ଥାଏ । ଏହା ହେଉଛି ମୋବାଇଲ ଫୋନ ଆଜି କାଲିର ପିଲା ମାନେ ଫୋନ ବିନା ଶୋଇବା କୁ ହିଁ ଯାଉ ନାହାଁନ୍ତି କିନ୍ତୁ କେବଳ ପିଲା ମାନେ ନୁହେଁ ବଡ ଲୋକ ମାନେ ମଧ୍ୟ ଏହାକୁ ନିଜ ମୁଣ୍ଡ ଉପରେ ରଖି ଶୋଇବା ଊ ପସନ୍ଦ କରୁ ଛନ୍ତି କିନ୍ତୁ ଏହାର କୁ ପ୍ରଭାବ ଆମ ମସ୍ତିସ୍କ ସହ ଆମ ଶରୀର ଉପରେ ମଧ୍ୟ ପଡିବାରେ ଲାଗିଛି ଯାହା ଦ୍ଵାରା ଚିଡା ଗୁଣ ଓ ଅନିଦ୍ରା ଆମ ସହ ଲାଗି ରହୁଛି । ଏହି ସବୁ ଜିନିଷ କୁ ଆମେ ଆମ ମୁଣ୍ଡ ଉପରେ ନ ରଖିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button