ଜ୍ୟୋତିଷ

ଆଜି ରାତି ଠାରୁ ଫୁଲ ଭଳି ଚମକିବ ଏହି 5ଟି ରାଶିର ଭାଗ୍ୟ, ଖୁବଶୀଘ୍ର ହେବେ କୋଟିପତି

ହନୁମାନ ଜି ଙ୍କ କୃପା ଠାରେ ଯାହା ଉପରେ ଅଛି ସେ ନିଜ ଜୀବନର ସବୁ ଖୁଶି କୁ ନିଜ ହାତ ପାଖରେ ପାଇଛି । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ ଭୁଲ କାମ କରିଛେ ଯାହା ପାଇଁ ଆମକୁ କିଛି ଭୁଲ ପରିଣାମ ମିଳୁଛି । ଏହା ମଧ୍ୟ ସତ୍ୟ ଅଟେ କି ଆପଣ ଯେଉଁ ଭଳି ପରିଣାମ ଭୋହଗ କରନ୍ତୁ ନା କାହିଁକି ଭଗବାନ ହନୁମାନ ଜି ଆପଣଙ୍କ ସବୁ ସଙ୍କଟ କୁ ଦୂର କରି ଦେବେ । ମଙ୍ଗଳ ବାର ଓ ଶନିବାର ଏହି ରାଶି ମାନଙ୍କ ପାଇଁ ଖୁବ ଭଲ ଅଟେ ।

ଆସନ୍ତା ମଙ୍ଗଳ ବାର ପରଠାରୁ କିଛି ରାଶି ମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଯିବ । ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ । ପ୍ରଥମ ରାଶି ହେଉଛି ତୁଳା ରାଶି – ଆପଣ ଚାହୁଁ ଥିବା କାମ ହୋଇଯିବ । କ୍ଯାରିୟାର ରେ ଆପଣଙ୍କୁ ସଫଳତା ହିଁ ମିଳିବ । ଆପଣ ନିଜ ମାନଶୀକ ଚୀନତାରୁ ଦୂରରେ ରହିବେ । ଆପଣ ଯଦି କରଜ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଥିବା ସବୁ କରଜ ଦୂର ହୋଇଯିବ ଏହି ସମୟରେ । ଆପଣ ନୂଆ କାମରେ ମନ ଦେବେ ।

ମେଷ ରାଶି – ଆପଣ ଚିନ୍ତା କରି ନଥିବେ ଏଭଳି ସୁଖ ଅପଣଙ୍କୁ ମିଳିବା ପାଇଁ ଯାଉଛି । ଆପଣ ବ୍ୟାପାର ରେ ଖୁବ ଭଲ ଲାଭ କରିବେ । ଆପଣ ଆସିମୀତ ଧନୀ ହେବେ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ରହିବ ।

ବୃଷ ରାଶି – କୋର୍ଟ କଚେରୀ ଓ ପୈତୃକ ସମ୍ପତ୍ତି ରେ ଆପଣଙ୍କ ଜୀବନ ଖୁବ ଭଲ ଜୀବନ । ବ୍ୟାପାର କ୍ଷେତ୍ରରେ ଆପଣ ଲାଭ ପାଇବେ । ପାରିବାରିକ ଏବଂ ଆର୍ଥିକ କାମରେ ଆପଣ ଭଲ ପରିଣାମ ପାଇବେ । ଆପଣ ସବୁ ପ୍ରକାର ଚିନ୍ତା ରୁ ମୁକ୍ତ ହୋଇଯିବେ । ଆପଣଙ୍କ ଜୀବନରେ ଖୁଶି ଆସିବା ପାଇଁ ଲାଗିବ ।

ମିଥୁନ ରାଶି – ଆପଣଙ୍କ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଆପଣଙ୍କ ନାମ ସବୁ ଆଡେ ପ୍ରସାର କରିବା ପାଇଁ ଲାଗିବ । ବ୍ୟାପାରୀ ମାନଙ୍କ ସହ ଆପଣଙ୍କ ସୁସମ୍ପର୍କ ସ୍ଥାପନା ହେବ । ଆପଣ ଯଦି ଚାକିରି କରୁଛନ୍ତି ପଦରେ ଉର୍ଣ୍ଣାତ୍ତି ହେବ । ଆପଣଙ୍କ ଧନରେ ପ୍ରସାର ହେବା ପାଇଁ ଲାଗିବ ।

କନ୍ୟା ରାଶି – ମଙ୍ଗଳ କାରୀ ଯୋଗ ରେ ଏମାନେ ରହି ଥିବା ହେତୁ ଏମାନଙ୍କ ଜୀବନରେ ସବୁ ବେଳେ ମଙ୍ଗଳ ହିଁ ମଙ୍ଗଳ ହେବ । ପ୍ରେମ ଓ ଟଙ୍କା ପଇସାରେ ଆପଣ ସଫଳ ହେବେ । ଆପଣଙ୍କ ଜୀବନରେ କିଛି ନୂଆ ମୋଡ ଆସି ପାରେ । ଏହି ସମୟ ମଧ୍ୟରେ କିଛି ଶୁଭ ଫଳ ମଧ୍ୟ ମିଳିବ ଏହି ରାଶିର ଲୋକ ମାନଙ୍କୁ

ବିଛା ରାଶି – ମଙ୍ଗଳ କାରୀ ସଂଯୋଗ ହେବା ପରେ ଏମାନଙ୍କ ଜୀବନରେ ସବୁ ବେଳେ କିଛି ନା କିଛି ଶୁଭ ହେବା ପାଇଁ ଯାଉଛି । ଏମାନେ ଭଗବାନ ହନୁମାନ ଜି ଙ୍କ କୃପା ପାଇବା ଦ୍ଵାରା କିଛି କାମ ନିଶ୍ଚିତ ଭାବେ କରିବେ । ଏମାନେ ପରିବାର ରେ ଖୁବ ଭଲ ରେ ରହିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button