ଜ୍ୟୋତିଷ

ଆଗାମୀ 33 ବର୍ଷ ପର୍ଯ୍ୟନ୍ତ କୋଟିପତି ହେବେ ଏହି ରାଶି, ପ୍ରଭୁ ଶନିଦେବ ଦେଲେ ଶୁଭ ସଂକେତ

ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ କହିବୁ ଯାହାର ଭାଗ୍ୟ ୨୦୨୦ ଠାରୁ ୨୦୪୦ ପର୍ଯ୍ୟନ୍ତ ରାଜା ଭଳି ଜୀବନ ବଞ୍ଚିବେ । ଆମ ଜୀବନରେ ଘଟୁଥିବା ସମସ୍ତ ଅଘଟଣର ମୁଖ୍ୟ କାରଣ ଗ୍ରହ ମାନଙ୍କର ଚାଳନ ଉପରେ ନିର୍ଭର କରିଥାଏ । ଏହି ଚାଳନ କାରଣରୁ ଆମ ଜୀବନରୁ ସୁଖ ଦୁଖ ଓ ହାନି ଲାଭର ସାମ୍ନା କରିଥାଉ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ଚାଳନ କାରଣରୁ ଏମିତି ସଂଯୋଗ ବନୁଛି ବର୍ଷ ୨୦୨୦ ଠାରୁ ୨୦୦୪୦ ପର୍ଯ୍ୟନ୍ତ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି ।

ଏହି ରାଶି ଉପରେ ଭଗବାନ ଶନି ଦେବଙ୍କ କୃପା ହେବ । ଏହି ରାଶି ମାନଙ୍କ ଭାଗ୍ୟ ସୁନା ଠାରୁ ଚମକିବ । ଏହି ରାଶିର ଲୋକଙ୍କୁ ନିଜ ଜୀବନରେ ବହୁତ ବଡ ସଫଳତା ମିଳିବ । ଏମାନଙ୍କ କୁଣ୍ଡଳୀରେ ପଚାଶ ବର୍ଷ ରାଜା ଯୋଗ ବନୁଛି ।

ବିଛା ରାଶି :- ସରକାରୀ କାମ କାର୍ଯ୍ୟ ଓ କୋର୍ଟ କଚେରୀ କାମରେ ଆପଣଙ୍କୁ ଏବେ ମୁକ୍ତି ମିଳିବ । ଆପଣଙ୍କ ଚିନ୍ତା ଏବେ ସମାପ୍ତ ହେବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁଖଡ ଅନୁଭବ ହେବ । ପୁରାତନ ସମ୍ପତିରେ ରହିଥିବା ବାଦ ବିବାଦ ଆପଣଙ୍କର ଦୂର ହେବ । ଆପଣଙ୍କ ବ୍ୟକ୍ତି ଗତ ଜୀବନ ବହୁତ ସୁଖ ପୂର୍ଣ ରହିବ । ପରିବାରରେ ଶାନ୍ତି ଲଗି ରହିବ । ଆପଣଙ୍କ ଆମଦାନୀରେ ମଧ୍ୟ ବୃଦ୍ଧି ହେବେ । ଏବଂ ଶରୀର ମଧ୍ୟ ବହୁତ ଭଲ ରହିବ ।

ମିଥୁନ :- ଆପଣଙ୍କର ବ୍ଯବସାୟିକ ସମସ୍ୟା ଗୁଡିକ ଶେଷ ହୋଇଯିବ । ଆପଣ ନିଜ କଥା ଉପରେ ନିୟତ୍ରଣ ରଖନ୍ତୁ । ଆଉ ନିଜର ରାଗ ଉପରେ କଣ୍ଟ୍ରୋଲ ରଖନ୍ତୁ । ଆପଣଙ୍କୁ ଶାଣିଦେବଙ୍କ କୃପାରୁ ନୂଆ ନୂଆ ସୁଯୋଗ ହାତରେ ଲାଗିବ । କୌଣସି ପତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଦିଗ ଦର୍ଶନ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ଲଗାତାର ସୁଧାର ହେବ ।

କନ୍ୟା :- ଏହି ସମୟରେ କୌଣସି ଭଲ ଜାଗାରେ ନିବେଶ କରି ପାରନ୍ତି । ଯେଉଁଠାରେ ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ଆପଣଙ୍କୁ ମିଳିବ । ନିବେଶ ପାଇଁ ମଧ୍ୟ ବହୁତ ଭଲ ସମୟ ରହିଛି । ସମୟ ଏବଂ ପରିସ୍ଥିତି ଅନୁସାରେ କାର୍ଯ୍ୟ କରିବାର ପ୍ରୟାସ କରନ୍ତୁ । ନିଜର ଧନର ରକ୍ଷା ନିଜେ କରନ୍ତୁ । ତଥା କାମ କାର୍ଯ୍ୟ ପ୍ରତି ଜାଗୃତ ରୁହନ୍ତୁ ।

ମକର :- ଆଗାମୀ ସମୟ ବହୁତ ଖାସ ହେବାକୁ ଯାଉଛି । ଟଙ୍କା ପଇସା ମାମଲାରେ ବହୁତ ବିଚାର କରନ୍ତୁ । ପଇସା ସହିତ ଜଡିତ ସମସ୍ତ ସ୍ଥିତି ଉପରେ ସମ୍ପୂର୍ଣ ଧ୍ୟାନ ଦିଅନ୍ତୁ । ଆପଣଙ୍କ ନିସ୍ପତି ମଧ୍ୟ ଭଲ ସାବ୍ୟସ୍ତ ହେବ । ଆପଣଙ୍କ ଜୀବନ ସାଥି ସହିତ ଭଲ ସମୟ ବିତେଇବାର ସମ୍ଭାବନା ରହିଛି । ଆପଣଙ୍କୁ ନିଜ ମାତା ପିତାଙ୍କର ସମର୍ଥନ ପ୍ରାପ୍ତ ହେବ । ନିଜର ପିଲାମାନଙ୍କ ସହିତ ଅଧିକ ସମୟ କାଟିବାର ସୁଯୋଗ ମିଳିବ ।

ତୁଳା ରାଶି :- ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢିବାର ଭଲ ସୁଯୋଗ ମିଳିବ । ନିଜ କୁଣ୍ଡଳୀରେ ଧନ ଲାଭର ଅନୁକୂଳ ସମୟ ଆସିଛି । ଆପଣଙ୍କ ମନ ଓ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବ । ଆପଣଙ୍କ ଚାକିରି ସହିତ ସବୁ ସମସ୍ୟାର ଶେଷ ହୋଇଯିବ । ଆପଣଙ୍କୁ ଭବିଷ୍ୟତରେ ଆଗକୁ ବଢିବା ପାଇଁ ଭଲ ସୁଯୋଗ ମିଳିବ । ଆପଣ ନିଜ ଜୀବନରେ ଅଧିକ ପ୍ରଗତି କରିବାର ସମ୍ଭାବନା ବନୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button