ଦେଶ- ବିଦେଶ

ପୃଥିବୀର ସବୁଠାରୁ ଶକ୍ତିଶାଳୀ ହୋଇଥାନ୍ତି ଏହି 2ଟି ରାଶି ଭଗବାନ ସର୍ବଦା ରହିଥାନ୍ତି ଏମାନଙ୍କ ସାଥିରେ

ଆମ ସମାଜରେ ଏହି ଭଳି କିଛି ଲୋକମାନେ କିମ୍ବା ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନେ ସବୁ ବେଳେ କିଛି ନା କିଛି କାମରେ ଆମଠୁ ଆଗୁଆ ଥାନ୍ତି ଯଦି ଆମେ ଦେଖିବା ପାଇଁ ତେବେ ଏହି ରାଶିର ଲୋକମାନେ ସବୁ ବେଳେ ନିଜ କାମ ପାଈଁ ବ୍ୟସ୍ତ ରୁହନ୍ତି ଓ ଖୁବ ଆଗକୁ ଯାଇ ଥାନ୍ତି ଆମେ ଆଜି ସେହି ଭଳି କିଛି ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ । ଭଗବାନ ଶିବ ଙ୍କ ଦୟା ସବୁ ମାନବ ଜାତି ଉପରେ ଅଛି । କିନ୍ତୁ ଯଦି ଦେଖିବା ଏହି ଦୁଇ ରାଶି ମାନଙ୍କ ଉପରେ ଭଗବାନ ଶିବଙ୍କ କୃପା ଅଧିକ ଥାଏ ।

ଭଗବାନ ଶିବ ଜି ହେଉଛନ୍ତି ସକଳ ଶକ୍ତିର ଆଧାର । ଆପଣ ଜାଣିଥିବେ କି ଭଗବାନ ଶିବଙ୍କୁ ଯେ କେହି ଭି ପୂଜା କରିଛି ସେ ନିଶ୍ଚିତ ଭଲ ପରିଣାମ ପାଇବେ । ଆଜି ସେହି ଭଳି ଦୁଇ ରାଶି ମାନଙ୍କ ନାମ କହିବା ପାଇଁ ଯାଉଛି ସେମାନଙ୍କ ନାମ ହେଉଛି ମେଷ, ଧନୁ ରାଶି ।

ଏହି ରାଶି ମାନେ ଖୁବ ଭାଗ୍ଯବାନ ଅଟନ୍ତି । ମେଷ ରାଶି – ଏହି ରାଶିର ଲୋକମମାନେ ଖୁବ ଭାଗ୍ଯବାନ ଅଟନ୍ତି । ସେମାନେ ସବୁ ବେଳେ ଭଲ ସବୁ କାମରେ ଆଗରେ ଥାନ୍ତି । ଏମାନେ ସବୁ କାମକୁ ଖୁବ ସହଜରେ କରି ଦେଇ ପାରନ୍ତି ଏମାନେ ଯେଉଁ ଭି କାମକୁ କରିବା ପାଇଁ ଭାବି ନେଇ ଥାନ୍ତି ସେମାନେ ସେହି କାମ କରିକି କରିକି ହିଁ ଛାଡନ୍ତି ।

ଆପଣ ଯଦି କେଉଁ କାମରେ ଏହି ରାଶିର ଲୋକଙ୍କୁ ସାହାଜ୍ଯ ମାଗି ଥାନ୍ତି ଏମାନେ ସାଙ୍ଗେ ସାଙ୍ଗେ କାହାକୁ ସାହାଜ୍ଯ କରି ନଥାନ୍ତି । ଏମାନେ ପ୍ରଥମେ ନିଜ କଥା ଚିନ୍ତା କରିଥାନ୍ତି ଏହା ପରେ ଏମାନେ ଆଉ କାହା କଥା ଭାବନ୍ତି । ଯେଉଁ ମାନେ ଅଧିକ ନିଜର ଥାନ୍ତି ଏମାନେ କେଆବଳ ସେମାନଙ୍କୁ ସାହାଜ୍ଯ କରି ଥାନ୍ତି । ଏହି ରାଶିର ଲୋକ ମାନଙ୍କର କେବଳ ଗୋଟେ ଖରାପ ଗୁଣ ଥାଏ ଏମାନେ କିଛି ଭି ହେବା ଆଗରୁ ନିଜ ରାସ୍ତା କୁ ଖୁବ ଭଲ ଭାବେ ବାଛି ନେଇଥାନ୍ତି ସାମାନ୍ଯ ସ୍ଵାର୍ଥ ପର ହୋଇ ଥାନ୍ତି ଏହି ରାଶିର ଲୋକମାନେ ।

ଧନୁ ରାଶି – ଏହି ରାଶିର ଲୋକମାନେ ଧନୁ ଭଳି ତୀକ୍ଷଣ ବୁଢୀ ରାଖୀ ଥାନ୍ତି ଏହି ରାଶିର ଲୋକମାନେ ନିଶ୍ଚିତ ଭାବେ ଭଲ ଜାଗାରେ ନିଜକୁ ନିଜୁକ୍ତି ଦେଇ ଥାନ୍ତି । ଯେଉଁ ଜାଗା କିଣିବା ଅପାଇନ କିମ୍ବା ଯେଉଁ ଭଳି ଜୀବନ ଏମାନେ ଚାହିଁ ବେ ସେମାନେ ସେହି ଭଳି ଜୀବନ ବଞ୍ଚି ପାରିବେ କିନ୍ତୁ ଏମାନେ ଏହାକୁ ହାସଲ କରିବା ପାଇଁ ଖୁବ କଷ୍ଟ କରିବା କୁ ପଡି ଥାଏ ଯାହା ପାଇଁ କିଛି ଲୋକ ମାନେ ସବୁ କାମକୁ ଅଧାରେ ରାଖୀ ଦେଇଥାନ୍ତି । ଏହି ରାଶିର ଲୋକମାନେ ଯାହାକୁ ବିବାହ କରିଥାନ୍ତି ସେମାନଙ୍କୁ ନିଜ ଜୀବନର ସବୁ ଠାରୁ ଭଲ ଜାଗା ଆଡେଇ ରଖନ୍ତି । ନିଜ ମାତା ପିତା ଓ ନିଜ ପରିବାର ସହ ଏମାନେ ସବୁ ବେଳେ ଏକାଠି ହୋଇ ରହିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ଖୁବ ଭାଗ୍ଯବାନ ଅଟନ୍ତି କିନ୍ତୁ କେବଳ ଏମାନେ ନିଜ ରାଗ ପାଇଁ ସବୁ କିଛି ହ-ରା-ଇ ଦେ-ଇ ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button