ଦେଶ- ବିଦେଶ

ଆସନ୍ତା କାଲିଠାରୁ ଆଗାମୀ 44 ଦିନ ପର୍ଯ୍ୟନ୍ତ କୁମ୍ଭ ରାଶିର ଦୁଃଖର ଦିନ ହେଲା ସମାପ୍ତ, ମିଳିବ ବଡ ଖୁସି ଖବର

ଜ୍ଯୋତିଷ ଶସ୍ତ୍ର ଅନୁଯାୟୀ ଆଗାମୀ ୪୪ ଦିନରେ କୁମ୍ଭ ରହସିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଏମିତି କିଛି ଘଟିବାକୁ ଯାଉଛି ଯାହା ସେମାନଙ୍କର ଜୀବନ ବଦଳାଇ ଦେବ । ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଓ ମଙ୍ଗଳ ଓ ବୃହସ୍ପତିଙ୍କ ପରିବର୍ତ୍ତନ ଯାହା କି ଲାଭ ସ୍ଥାନରେ ବହୁତ ପ୍ରକାରର ଆପଣଙ୍କ ଜୀବନରେ ଲାଭ ଦେବେ । ସନ୍ତାନ ସୁଖର ଲାଭ ହେବ । ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ବା ସନ୍ତାନଙ୍କ ପାଇଁ ସମସ୍ଯା ରହିଥିଲା ତାହ ଦୂର ହେବ । ଆପଣଙ୍କର ପୁତ୍ର ପ୍ରାପ୍ତିର ଯୋଗ ପ୍ରବଳ ରହିଛି । ଯେଉଁ ମାନଙ୍କର ସନ୍ତାନ ଅଛନ୍ତି ସେମାନଙ୍କର ସଂଘର୍ଷ କମ ରହିବ ।

ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ବିଦ୍ୟାର୍ଥୀଙ୍କ ଜୀବନରେ ଖୁଶିର ଆଗମନ ହେବାକୁ ଯାଉଛି । ଏହି ୪୪ ଦିନ ଅଧ୍ୟରେ ରାହୁ ୫ମ ଭାବରେ ବସି ଯେଉଁ ସମସ୍ଯାମାନ ରହିଥିଲା ତାହା ଦୂର ହେବ । ଆପଣଙ୍କର ପରାକ୍ରମ ବଢିବ । ଆପଣଙ୍କର ଉଶ୍ଚାହରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଆଗକୁ ବଢିବାର ସୁଯୋଗ ପ୍ରାପ୍ତ ହେବ । ମିତ୍ର ମାନଙ୍କ ସହଯୋଗ ଆପଣ ପାଇବେ ।

ଯେଉଁ କାରଣରୁ ଆପଣଙ୍କୁ ଆଗକୁ ବଢିବାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ବିଦ୍ୟାର୍ଥୀଙ୍କୁ ରାହୁଙ୍କ ପାଇଁ ଶୁଭ ଉପାୟ କରିବାକୁ ହେବ । ଖେଳକୁଦ କ୍ଷେତ୍ରରେ ଆପଣ ସଫଳ ହେବେ । ଡିଫେନସ ସର୍ଭିସରେ ଯୋଡି ହୋଇଥିଲେ ଅଧିକ ଧନ ଲାଭ ହେବ । ଇଞ୍ଜିନିୟର, ଉପଦେଷ୍ଟା ଏହି ସମୟରେ ନାମ ଅର୍ଜନ କରିବେ । ମଙ୍ଗଳର ରାଶି ପରିବର୍ତ୍ତନ ଆପଣଙ୍କର କର୍ମ ଫଳ ପ୍ରଦାନ କରିବେ ।

ପୂର୍ବ ମାସରେ ଆପଣ ଯେଉଁ କାମ କରିଛନ୍ତି ତାହାର ପରିଣାମ ପାଇବେ । ଆପଣଙ୍କୁ ପଜେଟିଭ ଫଳ ମିଳିବ । ଆପଣଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେବ । ବିଶେଷ କରି ଯେଉଁ ମାନେ ସରକାରି ଚାକିରି ପାଇଁ ପ୍ରୟାସ କରୁଛନ୍ତି ସେମାନେ ସଫଳ ହେବେ । ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ଯେଉଁ ମାନେ ବିବାହରେ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପାଇଁ ଜନ୍ମ ଭୂମି ଠାରୁ ବିବାହ ପ୍ରସ୍ତାବ ଆସିପାରେ ଓ ବିବାହ ହେବାର ଯୋଗ ରହିଛି ।

ଏହି ସମୟରେ ଆପଣଙ୍କର ସ୍ଵଭାବରେ କ୍ରୋଧ ରହିପାରେ । କିନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ନାହି । ନିଜ ସ୍ବଭାବ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଭାଇମାନଙ୍କ ସହ କଥା ହେବା ସମୟରେ କିଛି ସାବଧାନତା ରହିବାର ଅଛି । ଯାହା ଫଳରେ ଆପଣ ବାଦ ବିବଦାରୁ ଦୂରେଇ ରହିବେ । ଅନ୍ୟ କୌଣସି ସମସ୍ଯା ରହିବ ନାହି ।

ଯେଉଁ ମାନେ ଘର ନିର୍ମାଣ, ଘର କ୍ରୟ କରିବାର ଆଶା ରଖିଛନ୍ତି ଏହି ସମୟ ଉତ୍ତମ ରହିବ । ଏହି ୪୪ ଦିନ ମଧ୍ୟରେ ନିଜ ପାଇଁ ଘର ଆରମ୍ଭ କରିବେ ତେବେ ଆପଣଙ୍କର ସବୁ ନିସ୍ପତି ସଠିକ ରହିବ । ଆପଣ ଏହି ସମୟରେ ଶାରୀରିକ ଯନ୍ତ୍ରଣା ଭୋଗ କରିଥିବେ ଯେଉଁଥିରୁ ଆପଣ ଏବେ ମୁକ୍ତି ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button