ଜ୍ୟୋତିଷ

ଆଜି ରାତି ଠାରୁ ଆସନ୍ତା 10 ବର୍ଷ ପର୍ଯ୍ୟନ୍ତ ଏହି 4ଟି ରାଶି ଉପରେ ଶନିଦେବ ବର୍ଷିବେ ନିଜର କୃପା, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ନାହିଁ

ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ବିଚାର କରାଯାଏ । ଶାସ୍ତ୍ର ଅନୁଯାୟୀ ଭାଗବାନ ଶନି ପ୍ରତେକ ପ୍ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଖରାପ ମାର୍ଗ ଆପଣେଇଥାଏ ତାହା ଉପରେ ଶନିଦେବଙ୍କ କୁ-ଦ୍ରୁଷ୍ଟି ପଡିଥାଏ । ଅନ୍ୟ ପକ୍ଷରେ ଭଲ କାମ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ଲାଭ ହୋଇଥାଏ । ଆସନ୍ତା ୧୦ ବର୍ଷ ଯାଏଁ କିଛି ରାଶି ମାନଙ୍କ ଉପରେ ଶନିଦେବ ପ୍ରସନ୍ନ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ସ୍ଵାମୀ ହେଉଛନ୍ତି ଶନି । ଆଜି ରାତି ଠାରୁ ପ୍ରଭୁ ଶନି ଦୀର୍ଘ ୧୦ ବର୍ଷ ଯାଏଁ ତାଙ୍କର ଅଶେଷ କୃପା ଦ୍ରୁଷ୍ଟି ବର୍ଷୀବାକୁ ଯାଉଛନ୍ତି । ଆପଣଙ୍କୁ ଜୀବନରେ ପ୍ରତେକ ପ୍ରକାରର ସୁଖ ସୁବିଧା ଦେଖିବାକୁ ମିଳିବ । ବୈବାହିକ ଜୀବନ ସୁଖମୟ ରହିବ ।

ସନ୍ତାନ ମାନଙ୍କର ପ୍ରବଳ ଯୋଗ ରହିଛି । ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ । ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା ଯୋଜନା କାର୍ଯ୍ଯକାରୀ ସାବ୍ୟସ୍ତ ହେବ । କରଜ ରୁ ମୁକ୍ତି ପାଇବେ ।

ମୀନ ରାଶି : ଆପଣଙ୍କୁ ଭଗବାନ ଶନିଦେବଙ୍କ କୃପା ଦ୍ରୁଷ୍ଟି ଆସନ୍ତା ୧୦ ବର୍ଷ ଯାଏଁ ରହିବାକୁ ଯାଉଛି । ଆପଣଙ୍କୁ କୁବେର ସମାନ ଧନ ପରପ୍ତ ହେବ । ଘରେ ଥିବା ଅବିବାହିତ ପାଇଁ ବିବାହା ପ୍ରସ୍ତାବ ଆସିପାରେ । ଆପଣଙ୍କୁ ଆପଣଙ୍କର ଭାଇ ଭଉଣୀଙ୍କର ସହଯୋଗ ମିଳିବ । ବିଦେଶ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କୁ କୌଣସି କାର୍ଯ୍ଯକ୍ରମ ରେ ଭାଗ ନେବାକୁ ପଡିପାରେ । ବିଜେନ୍ସ ରେ ଲାଭ ଦେଖିବାକୁ ମିଳିବ । ବଡ ଅଧିକାରୀଙ୍କ ସହଯୋଗ ପାଇବେ । ଯେଉଁ ନିସ୍ପତି ନେବେ ତାହା ଠିକ ସାବ୍ୟସ୍ତ ହେବ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କୁ ବିଶେଷ ଲାଭ ଦେଖିବାକୁ ମିଳିବ । ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ଅନେକ ଯୋଜନାରୁ ଆପଣଙ୍କୁ ଲାଭ ଦେଖିବାକୁ ମିଳିବ । ପାଠ ପଢା ରେ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ପରୀକ୍ଷା ରେ ଭଲ ରେଜଲ୍ଟ ଆଣିବେ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ପ୍ରେମ ବିବାହର ଯୋଗ ରହିଛି । ସଙ୍ଗୀତ କ୍ଷେତ୍ରରେ ଥିଲେ ବଡ ପ୍ରସିଦ୍ଧି ହାସଲ କରିବେ ।

କନ୍ୟା ରାଶି : ଆଜି ରାତି ଠାରୁ ପୁରା ୧୦ ବର୍ଷ ଯାଏଁ ଭଗବାନ ଶନିଙ୍କର ଅପାର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ବସିବାକୁ ଯାଉଛି । ଅନେକ ପ୍ରକାରର ସୁଖ ସୁବିଧା ଦେଖିବାକୁ ମିଲବୀ । ଆପଣଙ୍କ ଦ୍ଵାରା କରା ଯାଇଥିବା ଯୋଜନାରେ ସଫଳ ହେବେ । ଆପଣଙ୍କ ଦ୍ଵାରା ସବୁ ଯୋଜନା ଶୁଭ ସାବ୍ୟସ୍ତ ହେବ । ଘରେ ପରିବାରରେ ଅନେକ ପ୍ରକାରର ସୁଖ ସୁବିଧା ଦେଖିବାକୁ ମିଳିବ ।

ଜୀବନରେ ଚାଲୁଥିବା ସମସ୍ଯା ଦୂର ହେବ । ବ୍ଯାଙ୍କରୁ ଲୋନ ମଞ୍ଜୁର ହୋଇପାରେ । ଯାହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button