ଦେଶ- ବିଦେଶ

ମନର ସବୁ ଇଚ୍ଛା ହେବ ପୁରା, ଦୀର୍ଘ 55 ବର୍ଷ ପରେ ଆଜି ପିତୃ ଅମାବାସ୍ୟା ଠାରୁ ଏହି ରାଶିର ଖୋଲିଲା, କୋଟି କୋଟି ଟଙ୍କାରେ ଖେଳିବେ ଏହି 7ଟି ରାଶି

ବନ୍ଧୁଗଣ ଅମାବାସ୍ୟା ରାତିରେ ଭଗବାନ ଶନିଙ୍କର ଜନ୍ମ ହୋଇଥିଲା ତେଣୁ ଏହାକୁ କହସା ରାତି ବୋଲି କୁହାଯାଇଥାଏ ଯାହା ଜ୍ଯୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଅମାବାସ୍ୟା ରାତି ଠାରୁ କିଛି ରାଶି ମାନଙ୍କର ଭାଗ୍ଯର ଉଦୟ ହେବାକୁ ଯାଉଛି ପ୍ରଭୁ ଶନିଙ୍କ କୃପାରୁ । ଏହି ଅମାବାସ୍ୟା ପରେ କିଛି ରାଶି ମାନଙ୍କର ଦୁଖ କଷ୍ଟ ଓ ପୀଡା ର ଅନ୍ତ ନିଜେ ଶନିଦେବ କରିବେ । କହି ରଖୁଛୁ କି ଅମାବାସ୍ୟାର ରାତି ଶନିଦେବଙ୍କର ପ୍ରିୟ ରାତି ଅଟେ । ଏହି ରାତି ଜ୍ଯୋତିଷ ଓ ଧାର୍ମିକ ଦ୍ରୁଷ୍ଟି କୋଣରୁ ବହୁତ ଖାସ ମାନାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗଶ୍ୟାଳୀ ରାଶି ମାନଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଶନିଦେବଙ୍କ କୃପାରୁ ଏହି ରାଶି ମାନଙ୍କର ଖରାପ ଚାଲିଥିବା ଭାଗ୍ୟ ପୁଣି ଥରେ ଉଜ୍ଵଳିତ ହେବାକୁ ଯାଉଛି । ଏମାନେ ନିଜ ଜୀବନରେ ଗୋଟେ ନୂଆ ଆରମ୍ଭ କରିବେ । ଏହା ସହ ଗୋଟେ ଚମତ୍କାର ଏମାନଙ୍କୁ ନିଜ ଜୀବନରେ ଦେଖିବାକୁ ମିଳିବ । ଆଗାମୀ ସମୟରେ ଅଧ ରହିଥିବା ଇଚ୍ଛା ବା ଅଧୁରା କାର୍ଯ୍ୟ ପୂରଣ ହେବ । ଘର ପରିବାରର ଲୋକଙ୍କ ସହ ସୁଖମୟ ସମୟ ବ୍ଯତୀତ କରିବେ । ରଚନାତ୍ମକ କାର୍ଯ୍ୟ ରେ ଆପଣଙ୍କର ଉନ୍ନତି ହେବ । କୌଣସି ଦିଗରୁ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି ।

କିଛି ମାମଲାରେ ଆପଣ ଲକି ସାବ୍ଯସ୍ତ ହେବ । ବ୍ୟାପାରରେ ଆପଣଙ୍କୁ ବହୁତ ଅଧିକ ଧନ ଲାଭ ହେବ । ଆପଣଙ୍କର ଯାହା ବି ଟଙ୍କା ପଇସା ଅଟକି ରହିଛି ତାହା ବହୁତ ଜଲ୍ଦି ମିଳିବାକୁ ଯାଉଛି । ସରକାରୀ ମାମଲାରେ ଆପଣଙ୍କର ଅଟକି ଥିବା ପଇସା ଫେରି ଆସିବ । ଆପଣଙ୍କ ଜୀବନରେ ଶନିଦେବ ଙ୍କ କୃପାରୁ ଉନ୍ନତି ହାସଲ କରିବେ । ଜମିବାଡି ମାମଲାରେ ତାଙ୍କ ପଇସା ମିଳିବାର ସମ୍ଭାବନା ରହିଛି । ଯେଉଁ ଲୋକ ମାନେ ଏହି ସମୟରେ ବିବାହ ବିଷୟରେ ଭାବୁଛନ୍ତି ସେମାନେ ସୁନ୍ଦର ଓ ସୁଶୀଳ କନ୍ଯାର ପ୍ରସ୍ତାବ ଆସିପାରେ ।

ସମାଜରେ ଆପଣଙ୍କର ମାନ ସମାନ ବଢିବ । ଆପଣଙ୍କ ଭିତରେ ସାକାରାତ୍ମକତା ଉର୍ଜ ର ସଂଚାର ହେବ । କୌଣସି ବଡ ନିସ୍ପତି ନେବା ପୂର୍ବରୁ ଜୀବନ ସାଥିଙ୍କ ମତ ଅବଶ୍ୟ ନିଅନ୍ତୁ । ଏହି ସମୟରେ ଆପଣଙ୍କୁ ସଚ୍ଚା ପ୍ରେମ ମିଳିବା ଠାରୁ କେହି ଅଟକାଇ ପାରିବେ ନାହି । ସନ୍ତାନଙ୍କର ଉନ୍ନତି ଫଳରେ ଆପଣଙ୍କୁ ଏହି ସମୟରେ ଆନନ୍ଦ ଅନୁଭବ ହେବ । ମାତା ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କର କୁଣ୍ଡଳୀରେ ଯୋଜନା ସ୍ଥିତିରେ ଶୁଭ ପ୍ରଭାବ ରହିବା ଫଳରେ ଆପଣଙ୍କୁ ଚାରିଆଡୁ ଭଲ ଲାଭ ମିଳିବ ।

ସମୟ ସମୟରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ପୂର୍ଣ୍ଣ ରହିବ । ଜୀବନର ସବୁ ମନସ୍କାମନା ଗୁଡିକ ପୂରଣ ହେବ । ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, କର୍କଟ ରାଶି, କନ୍ୟା ରାଶି, କୁମ୍ଭ ରାଶି, ମକର ରଶି, ବୃଷ ରାଶି, ତୁଳା ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button