ସ୍ୱାସ୍ଥ୍ୟ

ମହିଳାମାନେ ଭୁଲରେବି ପିରିୟଡ ସମୟରେ କରନ୍ତୁ ନାହିଁ ଏହି 5ଟି କାମ, ନଚେତ…

ପିରିଅଡ କିମ୍ବା ଋତୁ ଆଶିବା ଏକ ସାଧାରଣ କଥା । ମହିଳା ମାନଙ୍କ ପାଇଁ କେବଳ ଏହା ଥାଏ । ଯଦି ଆମେ କହିବା ପାଇଁ ଯିବା ତେବେ ଏହା ଏକ ସାଧାରଣ କଥା ହୋଇଥିବା ରୁ ଏହାକୁ କେହି ଧ୍ୟାନ ଦେଇ ନ ଥାନ୍ତି । ଏହା ବିଷୟରେ ଚିନ୍ତା ନ କରିକି ମଧ୍ୟ ସେମାନେ ନିଜ କାମରେ ଆଗେଇ ଚାଲନ୍ତି ।

କିନ୍ତୁ କିଛି ଏଭଳି କମ ଅଛି ଯାହାକୁ କରିବା ଏହି ସମୟରେ ମନା କେବଳ ଶସ୍ତ୍ର ମତ ଅନୁସାରେ ବୁହେନ ବରଂ ଏହା ବିଜ୍ଞାନ ମଧ୍ୟ ମନା କରିଛି । ଯଦି ଦେଖିବା ପାଇଁ ଯିବା ତାହେଲେ ମହିଳା ମାନେ ଏହି ସମୟରେ ଆରାମ କରିବା କଥା । ସେମାନେ ଏହି ସମୟରେ କିଛି ନା କିଛି ଖାଦ୍ଯ ନିଶ୍ଚିତ ଭାବେ ଖାଇବା କଥା । ଆଯୀ ଆମେ ଆପଣଙ୍କୁ ସେହି ବ୍ବିଷୟରେ କହିବା ପାଇଁ ଯାଉଛୁ ।

ପ୍ରଥମ କାମ ହେଉଛି କି ଆପଣ ଯଦି ଏହି ମାଶୀକ ଧର୍ମ ପାଳନ କରୁଛନ୍ତି ତେବେ ଆପଣ ନିଜ ପ୍ୟାଡ କୁ ପ୍ରତି ୩ ଘଣ୍ଟା ରେ ବଦଳାଇବା କଥା । ଏହା ସହ କୁହା ଯାଏ କି ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ପିଲା ପିଲି ହେବା ଅସମ୍ଭବ ଏହାର କାରଣ ହେଉଛି କି ଏହି ସମୟରେ ଆମେ ଶାରୀରିକ ସମ୍ପର୍କ ରଖିଲେ ବିଭିନ୍ନ ଇନଫେକସନ ହୋଇଥାଏ ତେଣୁ ଏହି ଭଳି କୁହା ଯାଇଛି ।

ଏହି ସମୟରେ ଯଦି ଶାରୀରିକ ସମ୍ପର୍କ ରକ୍ଷା ଯାଏ ତେବେ ସନ୍ତାନ ପ୍ରାପ୍ତି ର ଯୋଗ ଅଧିକ ଥାଏ । କିନ୍ତୁ ନିଜ ଶରୀର ପାଇଁ ଏହା ଖୁବ ଭଲ ଅଟେ କି ଆମେ ଶାରୀରିକ ସମ୍ପର୍କ ସ୍ଥାପନା ନ କରିବା । ଏହା ପରେ ଏହି ସମୟରେ ଅଧିକ ରକ୍ତ ବାହାରିବା କୁ ସବୁ ଖରାପ କହନ୍ତି କିନ୍ତୁ ଏହା ଭଲ ଅଟେ । ଏହା ଦ୍ଵାରା ଖରାପ୍ ରକ୍ତ ବାହାରି ଯାଏ ଓ ୟୁଟ୍ରସ ମଧ୍ୟ ସଫା ହୋଇ ଥାଏ । ଯଦି ଏହି ସାମ୍ୟରେ ଆପଣ ଖାଦ୍ଯ ନ କାହାଇବେ ଏହା ଆପଣଙ୍କୁ ଅଧିକ ଚାପ ପକାଇବ ଓ ଶାରୀରିକ ସମସ୍ଯା ମାନ ଦେଖାଯିବ ।

ଏହି ସମୟରେ ଶରୀର ରୁ ଅଧିକ ଅଧିକ ରକ୍ତତା ଯାଇଥାଏ । ତେଣୁ କରି ଆମେ ଏହି ସମୟରେ ଖାଦ୍ଯ ଖାଇବା ଆବଶ୍ୟକ ଅଟେ । ଯଦି ଆମେ ଦେଖିବା ତେବେ ଜାଣି ପାରିବା କି ଆମ ଶରୀର ଏହି ସମୟରେ ସୁସ୍ଥ ନ ଥାଏ ଏକ ପ୍ରକାର । ତେଣୁ କରି ଏହି ସମୟରେ ଅଧିକ କାମ ମଧ୍ୟ କରିବା ପାଇଁ ମନା କରାଯାଏ । ଏହି ସମୟରେ ଆପଣ ମୁଣ୍ଡ ଢୋଇବା କଥା ନୁହେଁ । ଶରୀର ରେ ରକ୍ତ କମ ଥିବା ରୁ ଖୁବ ଜଲ୍ଦି ଥଣ୍ଡା ଧରି ନେଇ ଥାଏ ।

ତେଣୁ ଏହି ସମୟରେ ପାଣି କାମ କରିବା ଅନୁଚିତ । ଏହି ସମୟରେ ଆମେ ଅଧିକ ବାସ୍ନା କରୁଥିବା ପର୍ଫ୍ଯୁମ ଲଗାଇବା କଥା ନୁହେଁ କିମ୍ବା ଅଧିକ ଚିପା ଡ୍ରେସ ପିନ୍ଧିବା କଥା ନୁହେଁ । କାରଣ ଏହା ଆମ ରକ୍ତ ଚାପକୁ ଖୁବ ବଢାଇ ଦେଇ ଥାଏ । ତେଣୁ ଏହା ପାଇଁ ଆମମାକୁ ଖୁବ କଷ୍ଟ ହୋଇ ଥାଏ । କେବଳ ସେତିକି ନୁହେଁ ଆମେ ଆମ ଶରୀର ରେ ଅନ୍ୟ କିଛି ଜାଗାରେ ମଧ୍ୟ ଯନ୍ତ୍ରଣା ଅନୁବଭାବ କରୁ ଏହା ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button