ଜ୍ୟୋତିଷ

ଯେଉଁଠି ମିଳିବ ଛାଡିବେନି, ଚୁପଚାପ ନେଇ ଆସନ୍ତୁ ଘରକୁ… ହଟାତ ଲାଗିବ ଲଟେରୀ

ଅରଖ ଗଛର ପତ୍ର ଆମ ପାଇଁ ବହୁତ ଦରକାରୀ ଥାଏ । ଏହାକୁ ସାଧାରଣ ଭାବେ ଆମେ ଭଗବାନଙ୍କ ପୂଜା କରିବା କୁ ବ୍ଯ୍ବହାର କରିଥାଉ । ଆମେ ଯଦି ଏହାକୁ ସାଧାରଣ ଭାବେ ଅଳ୍ପ ଅଳ୍ପ କରି ଖାଇବା ତେବେ ଆମେ ନିଶ୍ଚିତ ଭାବେ ଏହାର ଉପକାରିତା ଜାଣି ପାରିବା । ଏହା ସହ ଆପଣମାନେ ଜାଣି ପାରିବେ କି ଏହା ସହ ଆମେ କିଛି ଏହି ଭଳି ଉପାୟମାନ କରିବା ଯାହା ଦ୍ଵାରା ଆମେ ଏହାକୁ ବିଭିନ୍ନ ପ୍ରକାର ଉପାଯରେ ବ୍ୟବହାର କରି ପାରିବା ।

ଆଜି ଆମେ ଏହାକୁ ତନ୍ତ୍ର ବିଦ୍ୟା ରେ କିଭଳି ଭାବେ ବ୍ୟବହାର କରିବା ତାହା ପାଇଁ ଚର୍ଚ୍ଚା କରିବା । ଆଜି ଆମେ କହିବାକି ଆମ ଉପରେ ବାସ୍ତୁ ଶାସ୍ତ୍ର ଡୋସା ରହି ପାରେ କିମ୍ବା ଆମ ଗ୍ରହଭି ଖରାପ ରହି ପାରେ ତେବେ ଆମେ ଏବେ କଣ କରିବା କି ଯାହା ଦ୍ଵାରା ଆମେ ଏହାକୁ ଆଣିକି ଆମ ଘରର ବାହାରେ ଟଙ୍ଗାଇବା ଦ୍ଵାରା ଏହି ଦୋଷ ଭଲ ହୋଇ ଜୀବ ।

ଏହାକୁ ଆଣିବା ପାଇଁ ଆପଣଙ୍କୁ ଯେଉଁ ଦିନ ଭଲ ଲାଗିବା ସେହି ଦିନ ଆପଣ ବାଛି ପାରନ୍ତି । ଆପଣ ଯଦି ଏହାକୁ ନିଜ ମନ ପସନ୍ଦର ଦିନରେ ଆଣିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହାର ପୂର୍ବ ଦିନ ରୁ ଯାଇକି ଆପଣ ଏହାକୁ ନିମନ୍ତ୍ରଣ କରିକି ଆସିବେ ଓ କହିବେ କି ଆପଣ ମୋ ଘରକୁ ଯିବେ ଏହାକୁ କରିବାର ବିଦ୍ଧି ହେଉଛି କି ।

ଆପଣ ଏହି ଗଛ ର ଚେର ଆଣିକି ଏହାକୁ ଆପଣ ନିଜ ପାଇଁ ରଖୀ ପାରିବେ । ଆପଣ ଏକ ଢାଳ ପାଣିକି ଆଣିକି ସେହି ଜାଗାରେ ରଖିକି ଗଛ ମୂଳରେ ପାଣି ଢାଳିବେ ଓ ଏହା ପରେ ଆପଣ ଯଦି ପାରୁଛନ୍ତି ତେବେ ଟିକେ ପୂଜା ଅକ୍ରିୟ ନେବେ ଓ ହାତ ଯୋଡିକି କହିବେ କି ଆପଣ ଆମ ଘରକୁ ଯିବେ ।

ଏହାର ଠିକ ପରଦିନ ଆପଣ ଯିବେ ଓ ଏହାର ଚେରରୁ ଅଳ୍ପ କିଛି କାଟିକି ଆଣିକି ଏହାକୁ ଏକ ନୀଳ କପଡାରେ ଏହାକୁ ଆପଣ ବାଞ୍ଛିକି ନିଜ ଘର ବାହାରେ ଝୁଲାଇ ପାରିବେ କିମ୍ବା ଆପଣ ଯଦି ଚାହିଁବେ ତ ଆପଣ ଏହାକୁ ନୀଳ ସୂତା ଦ୍ଵାରା ମଧ୍ୟ ବାନ୍ଧିକି ଏହାକୁ ଆପଣ ଟଙ୍ଗାଇ ପାରିବେ ।

ଏହା ପରେ ଆପଣ ଆଉ ଏକ କାମ କରିବେ ନିଜର ଫାଇଦା ପାଇଁ ସବୁ ଚେର ଉପାଡି ଦେବେନି ଆପଣ ଏହା ମଧ୍ୟରୁ ମାତ୍ର କିଛି ଚେର ଆଣିବେ । ଅନେକ ଦିନରୁ ଯେଉଁ ମାନଙ୍କ ପିଲା ପିଲି ହେଉ ନାହାନ୍ତି ସେମାନେ ରବି ପୌଷ୍ୟ ନକ୍ଷତ୍ର ରେ ଗୁରୁ ପୌଷ୍ୟ ନକ୍ଷତ୍ର ରେ ଆପଣ ଏହାକୁ ନେଇ ଆସନ୍ତୁ ଓ ଏହାକୁ ଆପଣ ନେବେ ଓ ଏହା ପରେ ଆପଣ ଶିବ ମନ୍ଦିର ରେ ଯାଇକି

ଏହାକୁ ନେବେ ପ୍ରଥମେ ଆପଣ କିଛି ଜଳ ଦ୍ଵାରା ମାର୍ଜନା କରିବେ ଏହା ପରେ ଆପଣ ମାନେ ଯଦି ଏହାକୁ ଶିବ ଲିଙ୍ଗଙ୍କ ଉପରେ ସିଦ୍ଧା ରେ ଏହାକୁ ଆପଣ ବୁଲାଇ ନେବେ ଓ ଏହା ପରେ ଆପଣ ନାଲି ଫିତା ଆଣିକି ଆପଣ ଏହାକୁ ସେହି ମହିଳାମାନଙ୍କ ଅଣ୍ଟାରେ ବାନ୍ଧି ଦେବେ । ଏହା ପରେ ଆପଣମାନେ ଦେଖିବେ କି କିଛି ଦିନ ପରେ ଆପଣ ଖୁଶି ଖବର ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button