ଆପଣ ଖାଉଛନ୍ତି କି ଅଦା!- ଜାଣନ୍ତୁ କିଛି ଅଦ୍ଭୁତ ଚମତ୍କାରିତା ବିଷୟରେ

ଆପଣ ଜାଣି ଥିବେ କି ଖାଦ୍ଯ କୁ ତିଆରି କରିବା ପାଇଁ ଆମେ ମସଲା କୁ ବ୍ୟବହାର କରୁ । ଏହା ମଧ୍ୟରେ ଅଦା ଅନ୍ଯତମ ଅଟେ । ଯଦି ଆମେ ଦେଖିବା ପାଇଁ ଚାହୁଁଛେ ତ ଜାଣି ନେବା କି ଆମେ ଅଦା କୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ଆପଣ ଜାଣି ନିଅନ୍ତୁ କି ଅଦା କୁ ଖାଇବା ଦ୍ଵାରା କିମ୍ବା ଅଦା କୁ ବ୍ୟବହାର କରିବା ଦ୍ଵାରା ଆମେ କେଉଁ ଫାଇଦା ପାଉ । ଆଜି ଆମେ କହିବା ପାଇଁ ଯାଉଛୁ କି ଅଦା ର ବ୍ୟବହାର ଓ ଫାଇଦା ବିଷୟରେ ।
ଅଦାକୁ ମୂଷା ମାଟିରେ 7 ଦିନ ଯାଏ ରାଖୀ ଏହାକୁ ବାହାର କରି ଏହାକୁ ମାଲିଶ କଲେ । ବହୁଦିନ ରୁ ରହି ଯାଇଥିବା ଜଖମ ଓ ସ୍ତ୍ରୀ ମାନଙ୍କ ପ୍ରସାବ ସମୟରେ ଥିବା ସୁଲ ଭଲ ହେବା ସହ । ଏହା ସହ ଆପଣ ଯଦି ଏହାକୁ ଆଣ୍ଠୁ ଆଦିରେ ମଧ୍ୟ ଲଗାଇ ପାରିବେ । ଏହା ସହ ବଯଶ ହୋଇ ଯାଇ ଥିବା ଲୋକ ମାନଙ୍କ ର ମଧ୍ୟ ଏହି ଔଷଧୀୟ ତେଲ କାମ ଦେଇ ଥାଏ ।
ଅଦା ଓ ରଶୁଣ କୁ ଏହା ସହ ବାଟି ଆପଣ ଯଦି ଏହାକୁ ନାକରେ ପକାଇବେ ତେବେ ଦେଖିବେ ଆପଣ ନିଶ୍ଚିତ ଭାବେ ନାକରୁ ରକ୍ତ ଗଡିବା ସମସ୍ଯା ଠାରୁ ନିଜକୁ ଦୂର କରି ପାରିବେ । ଆଉ ଅନ୍ୟ ରୋଗ ମଧ୍ୟ ଦୂର ହୁଏ । ଆପଣ ଏହାକୁ ନେଇ ଯଦି ଜିଭ କିମ୍ବା ପାଟିରେ ରଖୀ ଏହାକୁ ଚୋବାଇବେ ତେବେ ଆପଣ ନିଶ୍ଚିତ ଭାବେ ଏହା ଆମ ପାଟିରେ ଥିବା ବ୍ୟାକ୍ଟେରିଆ ମାନଙ୍କୁ ମାରିବା ସହ ଏହା ଆମ ମୁଖରେ ଥିବା ଦୁର୍ଗନ୍ଧ କୁ ମଧ୍ୟ ସାରି ଦେଇ ଥାଏ ।
ଏହା ସହ ଆପଣ ଯଦି ଏହା ମଧ୍ୟ କହିବେ କି ଆମେ ଏହାକୁ ଯଦି ଖାଲି ପେଟରେ ଖାଇବା ଆଗରୁ ଅଦା ଓ କିଛି ଲୁଣ ସହ ମିଶାଇ ଖାଇବା ତେବେ ଏହା ଖାଦ୍ୟକୁ ହଜମ କରିବା ରେ ସାହାଜ୍ଯ ହୋଇ ଥାଏ । ଅଦା ରସ ସହ ଆମେ ଯଦି ମହୁ ମିଶାଇ ଖାଇବା ତେବେ ଆମେ ଥଣ୍ଡା କଫ ଆଦୀରୁ ମୁକ୍ତି ପାଇବା । ଏହା ସହ ଦାନ୍ତ ଯେଉଁ ଜାଗାରେ ପୋକ ଖାଉଥିବ ସେହି ଜାଗାରେ ଏହାକୁ ନେଇକି ରଖିଲେ ଏହା ଆମକୁ ବିନ୍ଧାରୁ ମୁକ୍ତ କରେ ।
ଏହା ସହ ଅଦା କୁ ଯଦି ଆମେ ଗୁଡ ସହ ମିଶାଇ ଖାଇବା ତେବେ ଅନାହ ଓ ସୁଳ ରୋଗ ଭଲ ହୋଇ ଥାଏ । ଏହା ସହ ଏହାକୁ ଡାଳିଚିନି ଲଗାଇ ମୁଣ୍ଡରେ ଲଗାଇଲେ ଏହା ମୁଣ୍ଡ ବିନ୍ଧାକୁ ଭଲ କରି ଦେଇ ଥାଏ । ଅଦାକୁ କାଟି ଚୀନି ସହ ମିଶାଇକି ଖାଇଲେ ଏହା ଆମ ଶରୀର କୁ ସୁସ୍ଥ କରାଇ ଥାଏ ।
ଲୁଣ ସହ ଅଦା କୁ ଚୋବାଇ ଖାଇଲେ ଏହା ଆମ ବାଇ ଦୋଷ କୁ କାଟି ଥାଏ । ଅଦା, ଶ୍ଵେତ ଦୂବ, ଅରୁଆ ଚାଉଳ କୁ ବାଟି ଏହାକୁ ଲେପ ଦେଲେ ଏହା ଜଖମ କୁ ଭଲ କରି ଦେଇ ଥାଏ । ଏହା ରଙ୍କା ଓ ଅଜୀର୍ଣ ମଧ୍ୟ ଦୂର କରେ । ଅଦା, ତେନ୍ତୁଳୀ ଓ ଜୀରା ବାଟି ସେବନ କଲେ ଅରୁଚି ଖାଦ୍ଯରେ ରୁଚି ଜନମି ଥାଏ ।